Home Left

ଘରକୁ ଫେରିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୧।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାଘରକୁ ଫେରି ଆସିଥିବା ଜଣାପଡିଛି। ଆନ୍ଦୋଳନକାରୀ ଭାବେ କେବଳ ସାକ୍ଷୀ ମଲ୍ଲିକ ଦିଲ୍ଲୀରେ ରହିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନକାରୀମାନେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା…

ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନି କଂଗ୍ରେସ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହଜମ କରିପାରୁନାହିଁ। ଏଥିସହ ସହ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ…

୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଛତ୍ରପୁର,୧।୬(ଡି.ଏନ୍‌.ଏ. ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସକାଳେ ମିଳିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ।…

ଡବ୍ଲୁଟିଏସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ୧୨ ଖେଳାଳିଙ୍କୁ ଚୟନ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜୁନ୍‌ ୭ରେ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…

ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର ଶୋରାମ ଗ୍ରାମରେ ଏକ ଖାପ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୃଷକ ନେତା…

ବିଦ୍ୟୁତ୍‌ ଅଫିସ ଘେରିଲେ ଅଞ୍ଚଳବାସୀ

ମୋରଡା,୧।୬(ଡି.ଏନ୍‌.ଏ.): ଅସହ୍ୟ ତାତିରେ ସାରା ରାଜ୍ୟ ସିଝୁଥିବା ବେଳେ ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ…

ହାର୍ଦ୍ଦିକଙ୍କ ଏହି ଭୁଲ୍‌ ଯୋଗୁ ଫାଇନାଲରେ ହାରିଲା ଗୁଜରାଟ, ଗାଭାସ୍କରଙ୍କ ଖୁଲାସା

ନୂଆଦିଲ୍ଲୀ, ୧।୬: ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ବାଜି ମାରିନେଇଛି। ତେବେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଚେନ୍ନାଇ ଡକୱର୍ଥ-ଲୁଇସ ପଦ୍ଧତି ଅନୁଯାୟୀ ଉଇକେଟ୍‌ ଜିତିଛି। ଏହି ବିଜୟ ସହିତ ଚେନ୍ନାଇ…

ଗୋଟିଏ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଥିଲେ ଗୋବିନ୍ଦା, ଏହା ପଛରେ ଥିଲା ବଡ଼ କାରଣ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରୁପେଲି ପରଦାରେ ଉଭୟଙ୍କୁ ଏକାଠି ଦେଖିଥିବେ। ସେମାନଙ୍କ ଅଭିନୟ କ୍ୟାରିୟରରେ ଉଭୟେ ‘ପାପ୍‌ କା ଅନ୍ତ’, ‘ମହାସଂଗ୍ରାମ’,…

ଡବ୍ଲୁଟିସି ଫାଇନାଲରେ ପୂଜାରା ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ୨୦୨୩ ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଲଣ୍ଡନର ଓଭାଲରେ ଖେଳାଯିବ, ଯେଉଁଥିପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚିବା ପରେ ଅଭ୍ୟାସ ଆରମ୍ଭ କରିଛି। ଏହି ସମୟରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାଙ୍କ ଧାରଣା: ସରକାରୀ କାର୍ଯ୍ୟ ଠପ୍‌

କୋରାପୁଟ,୧।୬(ସ୍ବ.ପ୍ର): ଯୋଗ୍ୟତା ଭିତ୍ତିରେ ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ ଦାବିରେ ଗୁରବାର କୋରାପୁଟ ମିଳିତ ଅମଲାମଞ୍ଚ ପକ୍ଷରୁ ଶୋଭାଯାତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ତୁରନ୍ତ ଦାବି ପୁରଣ ନ କଲେ ଆନ୍ଦୋଳନ…

ସୁଦାନ ଅନାଥାଶ୍ରମର ଲୋମ ଟାଙ୍କୁରା ତଥ୍ୟ, ଭୋକ ଓପାସରେ ୬୦ ଶିଶୁଙ୍କ ମୃତ୍ୟୁ

ଖାର୍ତୁମ,୧।୬: ସୁଦାନ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମଧ୍ୟରେ ପ୍ରାୟ ୨ ମାସ ହେବ ଲଢେଇ ଜାରି ରହିଛି। ଖାର୍ତୁମରେ ଏକ ଅନାଥାଶ୍ରମରେ ଗତ ୬ ସପ୍ତାହରେ ଅତିକମରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନାଥାଶ୍ରମରେ ଖାଦ୍ୟ ପାନୀୟର ସଙ୍କଟ…

ଭଗବନ୍ତ ମାନଙ୍କୁ ପଞ୍ଜାବ, ଦିଲ୍ଲୀରେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷାର ଆବଶ୍ୟକତା ନାହିଁ

ଚଣ୍ଡିଗଡ,୧।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବ ଏବଂ ଦିଲ୍ଲୀରେ କେନ୍ଦ୍ରର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷାର ଆବଶ୍ୟକତା ନାହିଁ। ପଞ୍ଜାବ ଏବଂ ଦିଲ୍ଲୀରେ ଭଗବନ୍ତ ମାନଙ୍କର ସୁରକ୍ଷା ପାଇଁ ପଞ୍ଜାବ ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ସୁରକ୍ଷାର ସ୍ବତନ୍ତ୍ର ଟିମ ଯଥେଷ୍ଟ। ମୁଖ୍ୟମନ୍ତ୍ରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri