ସୁବର୍ଣ୍ଣପୁରରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
ସୁବର୍ଣ୍ଣପୁର ,୩।୬(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳ ଭାବେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିମଳେନ୍ଦୁ ରାୟ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ନୂତନ ଜିଲାପାଳ ରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ…
ଟ୍ରେନ ଦୁର୍ଘଟଣା: ଆହତଙ୍କ ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା
ଭଦ୍ରକ ଅଫିସ,୩।୬: ବାଲେଶ୍ୱର ଜିଲା ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଆହତମାନଙ୍କୁ ଜିଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ କ୍ଷତିପୂରଣ ପ୍ରଦାନ କଲେ ରେଳ କର୍ମଚାରୀ
ସୋର,୩।୬: ବାହାନଗାରେ ଶୁକ୍ରବାର ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ୨୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ଏନେଇ ସୋର ମେଡିକାଲରେ ରେଳ କର୍ମଚାରୀ ଆହତଙ୍କୁ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଶୁକ୍ରବାର ରେଳ ମନ୍ତ୍ରୀ ଅଶ୍ୱିନି ବେଷ୍ଣବ…
ରିଲିଜ୍ ପୂର୍ବରୁ ଧମାଲ କଲା ଆଦିପୁରୁଷ
ମୁମ୍ବାଇ: ସାଉଥ ଅଭିନେତା ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଆଦିପୁରୁଷ’ ରିଲିଜ ବୋ ପୂର୍ବରୁ ଧମାଲ କରିଛି। ଏବଂ ଫିଲ୍ମ ରୋଜଗାର ଆରମ୍ଭ କରିଛି। ଶୈଫ ଅଲ୍ଲି ଖାଁଙ୍କ ଅଭିନୀତ ମୁଭି1୧୬ ଜୁନରେରିଲିଜ ହେବ। ଫିଲ୍ମର…
ଭାରତରେ ବଡ଼ ଟ୍ରେନ୍ ଦୁର୍ଘଟଣା
୧୯୮୧ରେ ବିହାରର ସହର୍ସା ନିକଟରେ ୯୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ବାଘମତି ନଦୀକୁ ଖସିପଡ଼ିଥିଲା। ଏଥିରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୯୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଉତ୍ତର ପ୍ରଦେଶର ଫିରୋଜାବାଦ…
ଅଯୋଧ୍ୟା ପୁଣି ହେବ ଭାଜପାର ‘ଗେମ ଚେଞ୍ଜର’!
ନୂଆଦିଲ୍ଲୀ,୩।୬: ପ୍ରାୟ ୪୦ ମାସ ମଧ୍ୟରେ, ୧୫ ଡିସେମ୍ବର ୨୦୨୩ରେ, ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିର ପ୍ରସ୍ତୁତି ଶେଷ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏହାର ରୂପରେଖ ପ୍ରସ୍ତୁତ ହେଉଛି। ପ୍ରାଣ…
୪ଟି ଟ୍ରେନ୍ର ରୁଟ ପରିବର୍ତ୍ତିନ
ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ବରର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା ଗୋଟେ ଟ୍ରେନ ବାତିଲ ହୋଇଥିବା ବେଳେ ୪ଟି ଟ୍ରେନର ରୁଟ ପରିବର୍ତ୍ତିତ କରାଯାଇଛି । ଶତାବ୍ଦୀ ଟ୍ରେନ ବାତିଲ ହୋଇଥିବା ଅନେକ ଯାତ୍ରୀ ଅସୁବିଧାରେରେ ପଡିଛନ୍ତି। ତେବେ ନିଜର…
ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୋହଲି
ନୂଆଦିଲ୍ଲୀ,୩।୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱରଠାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଦୁଃଖ ପ୍ରକାଶ କରିଛନ୍ତି। କୋହଲି ଟୁଇଟରରେ…
ଟ୍ରେନ୍ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ,୩।୬: ଓଡିଶାର ବାଲେଶ୍ୱରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ରେଲଓ୍ବେ ପ୍ରବକ୍ତା ଅମିତାଭ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ସେହି ସ୍ଥାନ ପରିଦର୍ଶନ କରିବେ। ଏହି ଦୁର୍ଘଟଣାରେ ଦୁଇଟି ଏକ୍ସପ୍ରେସ ଏବଂ ଏକ ମାଲଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୮୮…
ବାହାନଗା ଟ୍ରେନ୍ ଦୁର୍ଘଟଣା: କ୍ଷତିପୂରଣ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ଚେନ୍ନାଇ,୩।୬:ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୭୭ଜଣ ମୃତ ହୋଇଥିବାବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏନେଇ ମୃତ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍। ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆହତଙ୍କୁ…
ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ
ଫୁଲବାଣୀ ଅଫିସ,୩।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କର ଯାଇଥିବାନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ…
ସିସୋଡିଆ ଘରେ ପହଞ୍ଚିବା ପୂର୍ବରୁ ବିଗିଡିଲା ପତ୍ନୀଙ୍କ ସ୍ବାସ୍ଥାବସ୍ଥା, ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୩।୬: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ତାଙ୍କ ପତ୍ନୀଙ୍କ ସହ ଭେଟିବାକୁ ଅନୁମତି ଦେଇଥିଲେ। ହେଲେ ଶନିବାର ସିସୋଡିଆ ଘରେ ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯାଇଛି।…
Archives


