ନିଜ ଅଞ୍ଚଳ ପାଇଁ ପାଠାଗାର
ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରାର୍ଥୀ ନାମାଙ୍କନ ତାଲିକା ଦୌଡରେ ଡିସାଣ୍ଟିସଙ୍କୁ ପଛରେ ପକାଇଲେ ଟ୍ରମ୍ଫ
ଓ୍ବାଶିଂଟନ,୨୩।୪: ଓ୍ବାର୍ଲ ଷ୍ଟ୍ରିଟ ଜର୍ନାଲର ସର୍ବେକ୍ଷଣ ହିସାବରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଗାମୀ ରାଷ୍ଟ୍ରପତି ନାମାଙ୍କନ ଦୌଡରେ ଫ୍ଲୋରିଡାର ଗଭର୍ନର ରନ ଡିସାଂଟିସଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେରୁ ଜଣାପଡିଛି କି ଟ୍ରମ୍ଫ ଅଧିକାଂଶ ପ୍ରାଇମେରି ଇଲେକ୍ଟୋରେଟର ସମର୍ଥନରେ…
ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଭୋଗ କିଣିଥିଲି
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଫୁଲପାଟଣା ଗ୍ରାମର ଏକ ଯୌଥ ପରିବାରରେ ମୋ ଜନ୍ମ। ବାପା ବୈଦ୍ୟନାଥ ନାୟକ ଯେହେତୁ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଚାକିରି କରୁଥିଲେ, ତେଣୁ ମୋ ଶିକ୍ଷାଦୀକ୍ଷା ରାଜଗାଙ୍ଗପୁର ଓ ରାଉରକେଲାରେ ହୋଇଥିଲା।…
ଚିଚେର ଗ୍ରାମରେ ପାଣି ସମସ୍ୟା
ଖଡ଼ିଆଳ, ୨୩।୪: (ଡି.ଏନ୍.ଏ.) ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତର ଚିଚେର ଗ୍ରାମରେ ପାଣି ସମସ୍ୟା। ଗ୍ରାମର ୩ଟି ନଳକୂପରୁ ପାଣି ବାହାରୁ ନ ଥିବାରୁ ଚିଚେର ତଳ ପଡ଼ାର ୫୦୦ରୁ ଅଧିକ ଲୋକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।…
ଖରାପାଇଁ କମଳା ଜୁସ୍
ଆଇରନ୍, ଭିଟାମିନ୍ ସି ଓ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟ୍ସରେ ଭରା କମଳା ବା କମଳା ଜୁସ୍ରେ ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ସ ବି କିଛି ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇଲେ ଅଥବା ଏହାର ଜୁସ୍ ପିଇଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…
ଘରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ
ବେଲପଡା, ୨୩।୪: (ଡି.ଏନ.ଏ.) ବଲାଙ୍ଗୀର ଜିଲା ବେଲପଡା ବ୍ଳକ ନୁନହାଡ଼ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି କଲୋନୀ ପଡାର ଜଣେ ବୃଦ୍ଧଙ୍କ ମୃତଦେହ ୩୬ଘଣ୍ଟାରୁ ଉଦ୍ଧର୍ବ ସମୟ ହେଲା ତାଙ୍କ ଘରେ ପଡିରହିଛି। ହେଲେ ବୃଦ୍ଧଙ୍କ ପୁଅ ଓ ପରିବାର ଲୋକେ ଦାଦନ…
ଅପେକ୍ଷାରେ ପରିଣିତି
ପରିଣିତି ଚୋପ୍ରା ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି। ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ ଦକ୍ଷତା ଦେଖାଇପାରନ୍ତେ। ନିଜେ ସିନା ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି, ହେଲେ ସେଭଳି…
ଅଡୁଆ କରିଛି ବୋଲ୍ଡ ଶଟ୍
‘ମହେଞ୍ଜୋଦାରୋ’ରୁ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ପୂଜା ହେଗଡେ। କିନ୍ତୁ ଯେଉଁ ଆଶା ନେଇ ସେ ଏଠାକୁ ଆସିଥିଲେ ତାହା କେତେ ପୂରଣ ହୋଇଛି ତାହା ତ ଅଲଗା କଥା, ହେଲେ ଏବେ ଏକ ନୂଆ ଅଫରକୁ ନେଇ ତାଙ୍କର ଟେନ୍ସନ୍…
ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ
ଦେବଗଡ଼, ୨୩।୪: (ଡି.ଏନ୍.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା…
ଅଜଣା ରୋଗ ଉଜାଡୁଛି ଧାନ ଫସଲ
ସମ୍ବଲପୁର, ୨୩।୪: (ବ୍ୟୁରୋ) ସମ୍ବଲପୁର ଜିଲାର ହୀରାକୁଦ ଜଳଭଣ୍ଡାର ସେଚାଞ୍ଚଳରେ ଚାଷ ହୋଇଥିବା ରବି ଧାନ ଫସଲରେ ଚଳିତବର୍ଷ ଅଜଣା ରୋଗପୋକ ଉପଦ୍ରବ ଦେଖାଦେଇଛି ା ଧାନ ଗଛରୁ ବାହାରୁଥିବା କେଣ୍ଡା ଧୀରେ ଧୀରେ ଲାଲ ପଡି ଯାଉଥିବା ବେଳେ ଧାନ…
କୋଇଲା ଗୁଣ୍ଡ ଉଡ଼ି ପ୍ରଦୂଷଣ ଆସ୍ତରଣ
କୁତ୍ରା, ୨୩।୪: (ଡି.ଏନ.ଏ.) କୋଇଲା ଗୁଣ୍ଡ ଉଡ଼ି ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳ ପ୍ରଦୂଷଣର ଆସ୍ତରଣରେ ଛାଇ ହୋଇଛି। ଚାରିପଟେ କେବଳ ପ୍ରଦୂଷଣ ହିଁ ପ୍ରଦୂଷଣ। ଏହି ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଅପରାହ୍ନରେ ସାମାନ୍ୟ…
କେନ୍ଦୁଝରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ମୋହନ ମାଝି
ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ…
Archives


