Home Left

ଫଳ ଉପରର ଷ୍ଟିକର କ’ଣ କହେ

ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି…

ରବର୍ସ କେଭ୍‌

ରବର୍ସ କେଭ୍‌ ହେଉଛି ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକେ ଏହାକୁ ଗୁଚ୍ଛୁପାନୀ ବୋଲି ବି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ଗୋଟିଏ ଗୁମ୍ଫା, ଯାହା ମଧ୍ୟ ଦେଇ ଏକ ଜଳଧାରା ପ୍ରବାହିତ ହୋଇଥାଏ। ଏଭଳି ଏକ ଅପୂର୍ବ…

ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା

ଜ୍ୟେଷ୍ଠ ପୂର୍ଣ୍ଣିମା ହିଁ ଦାରୁବ୍ରହ୍ମ ଜଗନ୍ନାଥଙ୍କର ଆବିର୍ଭାବ ଦିବସ। ତେଣୁ ଏହି ପୂର୍ଣ୍ଣିମାରେ ସ୍ନାନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଜ୍ୟେଷ୍ଠ ମାସି ସିତପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍‌ ସ୍ନାପୟେତ୍ତୀର୍ଥ ତୋୟେନ ସର୍ବ ମଙ୍ଗଳ ସିଦ୍ଧୟେ। ଏହି ପୁରୋଦୃଷ୍ଟିରୁ ବିଶ୍ୱ ମଙ୍ଗଳ କାମନାରେ ଶ୍ରୀଜଗନ୍ନାଥଙ୍କୁ…

ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି

କୋରାପୁଟରେ ଜନ୍ମ ହୋଇଥିଲେ ହେଁ ଶିକ୍ଷାଦିକ୍ଷା ମୋର ସବୁ ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌, ବିଜେବି କଲେଜରୁ ଆଇ.ଏସ୍‌ସି., ବି.ଏସ୍‌ସି. ସରିବା ପରେ ଉତ୍କଳ ୟୁନିର୍ଭସିଟିରୁ ଜୁଲୋଜି (ଡେଭଲପ୍‌ମେଣ୍ଟାଲ୍‌ ବାୟୋଲୋଜି)ରେ ଏମ୍‌.ଏସ୍‌ସି ପାସ୍‌ କରିଥିଲି। ତା’ପରେ ଡିପାର୍ଟମେଣ୍ଟ ଅଫ୍‌…

କାନ୍‌ଭାସ୍‌ରେ ଉତାରେ ପ୍ରକୃତିର ରୂପ

ଯେତେବେଳେ କିଛି ଘଟଣା ତାଙ୍କ ମନକୁ ଛୁଇଁଯାଏ, ତା’ର ଭାବାବେଗକୁ ହୃଦୟଙ୍ଗମ କରି ତାକୁ ସେ ଚିତ୍ରକଳାର ରୂପ ଦିଅନ୍ତି। ତାଙ୍କ ଚିତ୍ରକଳାରେ ବିଶେଷକରି ପ୍ରକୃତି ଓ ତା’ର ରହସ୍ୟମୟୀ ସୌନ୍ଦର୍ଯ୍ୟ ସ୍ଥାନ ପାଇଥାଏ। ଜୀବନ୍ତ ତାଙ୍କ ତୂଳୀରେ ଅଙ୍କିତ ପ୍ରତିଟି…

ଡ୍ରିମ୍‌ କ୍ୟାଚର

ଶୋଇବା ସମୟରେ ସ୍ବପ୍ନ ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ହେଲେ ଖରାପ ଓ ଭୟାନକ ସ୍ବପ୍ନ ଆସିଲେ ତା’ର ପ୍ରଭାବ ପୁରା ଦିନଚର୍ଯ୍ୟା ଉପରେ ପଡିଥାଏ। ଏମିତିକି ବେଳେବେଳେ ଏହାର ଭୟ ମନରେ ଘର କରିଯାଏ। ତେବେ ଏହାର ସମାଧାନ ଭାବେ…

ଧାର୍ମିକ ପୁସ୍ତକକୁ ରଖିବେ କେମିତି

ଧାର୍ମିକ ପୁସ୍ତକର ଅଧ୍ୟୟନ ମନକୁ ଶାନ୍ତି ଦେବା ସହ ଉଚିତ୍‌ ମାର୍ଗ ଦେଖାଇଥାଏ। ଏହି ପୁସ୍ତକଗୁଡ଼ିକୁ ପବିତ୍ର ବୋଲି କୁହାଯାଏ। ତେଣୁ ଏହାକୁ ଉପଯୁକ୍ତ ସମ୍ମାନ ଦେବା ସହିତ ଖୁବ୍‌ ଯତ୍ନର ସହ ସାଇତି ରଖିବା ଦରକାର। ସେଥିପାଇଁ ଅନେକେ ପୂଜାଘରମାନଙ୍କରେ…

ଘରେ କେଉଁ ଫଟୋ ଲଗାଇବେ ନାହିଁ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋ ଲଗାଇଥାନ୍ତି। ତେବେ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ନିୟମ । ଯେମିତିକି- ନଟରାଜଙ୍କ ମୂର୍ତ୍ତି ହେଉ ଅବା ଫଟୋକୁ ଘରେ ରଖିବା ଠିକ୍‌ ନୁହେଁ।…

୮୦ ବର୍ଗଫୁଟ ଘରେ ଜୀବନ

ୱାଶିଂଟନ; ବହୁତ ଲୋକ ବିଦେଶରେ ରହିବାକୁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସେଠାରେ ଚାକିରି କରିବାକୁ ଚେଷ୍ଟା କରିଥାନ୍ତି। ଅନେକ ଲୋକ ଭାବୁଥିବେ ଯେ ବିଦେଶରେ ଜୀବନଶୈଳୀ ଅତ୍ୟନ୍ତ ସୁଖଦାୟକ। ହେଲେ ନିକଟରେ ଆମେରିକାର ଜଣେ ଯୁବତୀ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି।…

ରାସ୍ତାରେ ‘ମଦ ଯୋଗ’

କୋପେନହାଗେନ: ଯୋଗ କରିବା ଦେହ ପାଇଁ ହିତକାରକ। ବର୍ତ୍ତମାନ ସମୟରେ ଲୋକେ ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରୁଛନ୍ତି। ଏହା କେବଳ ଶରୀର ପାଇଁ ନୁହେଁ, ସ୍ନାୟୁ ଓ ମନକୁ ଶାନ୍ତ କରେ। ଆମେ ଯୋଗ ଦିବସ ମଧ୍ୟ…

ରିଲାଏନ୍ସ ଜୁଏଲ୍ସର ‘ବିବାହମ୍‌’ କଲେକ୍ସନ

ନୂଆଦିଲ୍ଲୀ,୪।୬:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ‘ବିବାହମ୍‌’କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ଆକର୍ଷଣୀୟ ୱେଡିଂ ଜୁଏଲୋରି, ଯେଉଁଥିରେ ପ୍ରତ୍ୟେକ ନବବଧୂ ଏହି ସ୍ବତନ୍ତ୍ର ଦିବସରେ ଜଣେ ରାଣୀଙ୍କ ଭଳି ଅନୁଭବ…

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଦେବସ୍ନାନ ନିତି ପାଳିତ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁରଙ୍କୁ କ୍ଷୀର,ଗୁଡ,ଘିଅ,ଦହି,ମହୁ ଓ ପଇଡରେ ୧୦୮ଢାଳ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri