ସମାଧାନ ହେବ ଜମି କିଣାବିକା ସମସ୍ୟା
ଭୁବନେଶ୍ୱର,୪।୬: ବିଗତ କିଛି ମାସ ହେବ ରାଜ୍ୟରେ ଜମି କିଣାବିକା ଓ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ସବୁସ୍ତରରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ କୋଟି କୋଟି ଟଙ୍କାର ପରୋକ୍ଷ ଓ ପ୍ରତ୍ୟକ୍ଷ ଟିକସ ସବୁ ବର୍ଗ ହରାଉଥିଲେ। ସମସ୍ୟାର ଗୁରୁତ୍ୱକୁ ନଜରରେ…
ବସ୍ତିରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୪।୬: ଦିନକୁ ଆଗରୁ ଭୟାବହ ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଦେଶ ଦେଖିଥିବାବେଳେ ରବିବାର ଦିଲ୍ଲୀର ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଜାହାନଗିରାପୁରି ବସ୍ତିରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି…
ଶିଳ୍ପ ନିରାପତ୍ତା ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୪।୬: ବେଦାନ୍ତ ଆଲୁମିନିୟମ୍ର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ା କାରଖାନା ଏବଂ ଓଡ଼ିଶା ସରକାରଙ୍କ ବଏଲର ନିର୍ଦ୍ଦେଶାଳୟ ସହଯୋଗରେ ଏକ ପ୍ରଭାବଶାଳୀ ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ କାରଖାନା ପରିସରରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍ଆଇ ଅଧୀନରେ…
ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ ଅଫିସ,୪ା୬: ରବିବାର ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜଣେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଭକ୍ତ ଜଣକ ରାଜସ୍ଥାନର ଆମ୍ବାଲାଲ ବୋଲି ଜଣାପଡ଼ିଛି। ସେ ଦର୍ଶନ ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ…
ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବାଇଡେନ
ଓ୍ବାଶିଂଟନ,୪।୬: ଭାରତରେ ହୋଇଥିବା ଏକ ବଡ ଧରଣ ରେଳ ଦୁର୍ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ…
ବଜାରରେ ଏଚ୍ଏମ୍ଏସ୍ଆଇର ନୂଆ ଇଞ୍ଜିନ ଅଏଲ
ନୂଆଦିଲ୍ଲୀ,୩।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ର ନୂଆ ଇଞ୍ଜିନ ଅଏଲ ‘ପ୍ରୋ ହୋଣ୍ଡା’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି, ଯାହାକୁ ଭାରତୀୟ ବଜାରରେ…
ପରବିନ ବାବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ କିଛିଦିନ ହେବ ବାୟୋପିକର ଟ୍ରେଣ୍ଡ ଚାଲିଛି। ପ୍ରାୟ ସବୁ ଅଭିନେତା ଅଭିନେତ୍ରୀ କାହାର ନା କାହାର ବାୟୋପିକରେ ନଜର ଆସୁଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛି ଉର୍ବଶୀ ରୌତେଲାଙ୍କ ନାମ। ଏବେ ଅଭିନେତ୍ରୀ ବଡ…
ରାମ ଜନ୍ମଭୂମି ରାୟ ବିଳମ୍ବ କରିବାକୁ ଚାପ ପକାଯାଉଥିଲା: ପୂର୍ବତନ ବିଚାରପତି
ନୂଆଦିଲ୍ଲୀ, ୪।୬(ପି.ଟି.): ବଳାତ୍କାରର ସମ୍ମୁଖୀନ ହୋଇଥିବା ଜଣେ ମହିଳା ମାଙ୍ଗଳିକ କି ନୁହେଁ, ତାହା ଉପରେ ନିଷ୍ପତ୍ତି ନେବା ଲାଗି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏଭଳି ଅସ୍ବାଭାବିକ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶନିବାର…
ବୁଧବାରରୁ ରେଳ ଚଳାଚଳ ସ୍ବାଭାବିକ, ଆଜି ଗଡିବ ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର,୬।୩: ବାହାନଗା ଦୁର୍ଘଟଣା ପରେ ପୁନରୁଦ୍ଧାର କାର୍ଯ୍ୟ ରବିବାର ସକାଳୁ ଜୋରସୋରରେ ଚାଲୁ ରହିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଘଟଣା ସ୍ଥଳକୁ ପୁଣି ପରିଦର୍ଶନ କରିବା ସହ ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ବଭାବିକ ହେବ ବୋଲି ଗଣମାଧ୍ୟମରେ ସୂଚନା…
ମୁଖ୍ୟମନ୍ତ୍ରୀ ଶିନ୍ଦେ ଗ୍ରୁପର ଜନତା ଶିଖାଇବେ ବୁଦ୍ଧି: ସଞ୍ଜୟ ରାଉତ
ମୁମ୍ବାଇ,୪।୬: ମହାରାଷ୍ଟ୍ରର ନାଶିକରେ ଭଗବାନ ଶ୍ରୀ ତ୍ରୟମ୍ବକେଶ୍ୱରଙ୍କ ଦର୍ଶନ କରିବା ପରେ ଖବରଦତାଙ୍କ ସହ କଥା ହୋଇ ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କି ଶିନ୍ଦେ ଗ୍ରୁପ ଶିବସେନାକୁ ଧୋକା…
ଦେଶୀ ଲୁକ୍ରେ ନଜର ଆସିଲେ ଏଲନ ମସ୍କ, ପିନ୍ଧିଛନ୍ତି ଭାରତୀୟ ଶେରଓ୍ବାନୀ
ଓ୍ବାଶିଂଟନ୍,୬।୩: ଟ୍ବିଟ୍ର ପୂର୍ବତନ ସିଇଓ ଏଲନ ମସ୍କ ସବୁବେଳେ ଲାଇମ୍ ଲାଇଟ୍ରେ ଥା’ନ୍ତି। ତେବେ ତାଙ୍କର ଏକ ଦେଶୀ ଲୁକ୍ରେ ଫୋଟା ଭାଇରାଲ ହୋଇଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରାଯାଉଛି। ମିଡ୍ଜର୍ନି ଦ୍ୱାରା କରାଯାଇଥିବା ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି ଫଟୋଟିରେ ଏଲନଙ୍କୁ…
ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ନୂଆ ଜେନରାଲ ସେକ୍ରେଟାରୀ ହେଲେ ମୌଲାନା ଫଜଲୁର୍ରହିମ ମୁଜଦ୍ଦିଦି
ଇନ୍ଦୋର,୪।୬: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ମୌଲାନା ଖାଲିଦ ସୈଫୁଲ୍ଲାହ ରହମାନିଙ୍କୁ ନିଜର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଇନ୍ଦୋରରେ ଅନୁଷ୍ଠିତ ହାଇଥିବା ୨ ଦିବସୀୟ ବୈଠକରେ ବୋର୍ଡର ଅଧ୍ୟକ୍ଷଙ୍କ ବ୍ୟତୀତ ଉପାଧ୍ୟକ୍ଷ, ଜେନରାଲ ସେକ୍ରେଟାରୀ ନିର୍ବାଚିତ…
Archives


