Home Left

‘୭୨ ହୁରେଂ’ର ଫାଷ୍ଟ ଲୁକ ଆଉଟ, ସୁଇସାଇଡ ବମିଂର କଳା ଦୁନିଆର ସତ୍ୟ କହିବ ଫିଲ୍ମ

ମୁମ୍ବାଇ: ସାରା ବିଶ୍ୱ ପାଇଁ ଆତଙ୍କବାଦାଦ ଏକ ବଡ ସମସ୍ୟା। ଏହା ଏବେ ବଢିବଢି ଚାଲିଛି। ସୁଇଓାଇଡ ବମିଂକୁ କେନ୍ଦ୍ର କରି ଏକ ଫିଲ୍ମ ନିର୍ମାଣ କରାଯାଇଛି ‘୭୨ ହୁରେଂ’। ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ କରି ଦିଆଯାଇଛି। ଏହି…

ଖେଳାଳି ଚୟନ ଶିବିର ଉଦ୍‌ଯାପିତ: ରାଜ୍ୟସ୍ତରକୁ ୩୦ ଖେଳାଳି ମନୋନୀତ

କୋରାପୁଟ,୪।୬(ସ୍ବ.ପ୍ର.): ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗୀତା ନିମନ୍ତେ କୋରାପୁଟ ଷ୍ଟାଡିୟମଠାରେ ଚାଲିଥିବା ୨ ଦିନିଆ ଖେଳାଳି ଚୟନ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟରେ ହେବାକୁ ଥିବା ଦୌଡ଼କୁଦ ପ୍ରତିଯୋଗିତା ନିମନ୍ତେ ଶିବିରରୁ ୩୦ଜଣ କ୍ରୀଡ଼ାବିତ ମନୋନୀତ ହୋଇଥିବା ଜିଲା କ୍ରୀଡ଼ା…

ଦେଶରେ ଜଣେ ମାତ୍ର ପ୍ରତିଭାଶାଳୀ ଯୁବକ ଜୟ ଶାହା, ତାଙ୍କୁ ଅଧ୍ୟକ୍ଷ କରିଦିଅ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ଲୋକଦଳ ପାର୍ଟି(ଆରଏଲଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କୁସ୍ତି ଯୋଦ୍ଧାଙ୍କ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି, ‘ସରକାର ୯ ବର୍ଷର ଉତ୍ସବ ପାଳନ କରୁଛନ୍ତି। ୯ ବର୍ଷ ପୂର୍ବରୁ କେବେ ଦେଖିବାକୁ…

ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଧୂମ୍‌ଧାମରେ ପାଳିତ ହୋଇଛି। ଶ୍ରୀଜିଉଙ୍କୁ ସକାଳ ପୂଜାର୍ଚ୍ଚନା ପରେ ପହଣ୍ଡି କରି ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ଶ୍ରୀଜିଉଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…

ଇମ୍ରାନଙ୍କ ମାମଲାରେ ସାକ୍ଷି ଭାବେ ରେକର୍ଡ କରାଯିବ ପତ୍ନୀଙ୍କ ବୟାନ

ଇସଲାମାବାଦ,୪।୬: ନେଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଅଫ ପାକିସ୍ତାନ ବା (ଏନଏବି) ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପତ୍ନୀ ବୁଶରା ବିବିଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ ଅପରାଧ ଏଜେନ୍ସି୧୯୦ ମିଲିୟନ ପାଉଣ୍ଡର ଅଲ-କାଦିର ଟ୍ରଷ୍ଟ ମାମଲାରେ ଜୁନ ୭ରେ ତାଙ୍କ…

ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା

ମୋରଡ଼ା,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା ଫଳରେ…

ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

ଗୁଆହାଟୀ,୪।୬: ଆସାମର ଗୁଆହାଟୀରୁ ଦିବ୍ରୁଗଡ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ରବିବାର ସକାଳେ ଟେକଅପ କରିବାର କିଛି ମିନିଟ ଭିତରେ ଗୋପିନାଥ ବୋରଦୋଲୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ଫେରି ଆସିଥିଲା। ବିମାନରେ ଜଣେ କେନ୍ଦ୍ର ମନ୍ତ୍ରୀ ଓ ଦୁଇଜଣ…

ଇଡିର ଦାବି ସିସୋଡିଆ ତାଙ୍କ ପତ୍ନୀଙ୍କର ଏକମାତ୍ର କେୟାର ଟେକର ନୁହେଁ, ରିପୋର୍ଟ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୪।୬: ଦିଲ୍ଲୀ ହାଇକୋର୍ଟ ଶନିବାର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମନୀଷ ସିସୋଡିଆଙ୍କ ଅସୁସ୍ଥ ପତ୍ନୀଙ୍କ ସ୍ବାସ୍ଥ୍ୟ ସ୍ଥିତିକୁ ନେଇ ରିପୋର୍ଟ ମାଗିଛନ୍ତି। ଏହାପୂର୍ବରୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୋହିତ ମାଥୁର…

ଆଫଗାନିସ୍ତାନରେ ଓଲଟିଲା ମିନି ବସ, ୨ ମୃତ, ୮ ଆହତ…

କାବୁଲ,୪।୬ : ଆଫଗାନିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଠାରେ ଆଠ ଜଣ ଆହତ ହୋଇଛନ୍ତି। ପୂର୍ବ ଆଫଗାନିସ୍ତାନର ୱାର୍ଡକ ଠାରେ ଏହି ଘଟଣା ଘଟିଛି। ଆଫଗାନିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସ ମୁଖପାତ୍ର ମହମ୍ମଦ ୟୁସୁଫ…

ମାଧୁରୀଙ୍କୁ ଏମିତି ହୃଦୟ ଦେଇଥିଲେ ଶ୍ରୀରାମ

ମୁମ୍ବାଇ: ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଏବଂ ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର ବିଷୟରେ କଥାବାର୍ତ୍ତା କରିବାରେଳ ସବୁବେଳ ପାଇଁ ସକରାତ୍ମକ ଏବଂ ଅତ୍ୟଧିକ ଭଦ୍ର ଅଟନ୍ତି। ମାଧୁରୀ…

ଅଜବ ଚୋର

ଚୋରିର ଏକ ଅଜବ ଘଟଣା ନିକଟରେ ଦେଖିବାକୁ ମିଳିଛି। ପେରୁରେ ତିନିଜଣ ଚୋର ଏକ ଶୋ’ରୁମ୍‌ରେ ରାତି ସାଢେ ତିନିଟାରେ ଲକ୍‌ ଭାଙ୍ଗି ପଶିଲେ। ଆଉ ବ୍ରାଣ୍ଡେଡ୍‌ ଜୋତାର ୨୦୦ରୁ ଉର୍ଦ୍ଧ୍ୱ ବାକ୍ସ ଉଠେଇ ନେଇଗଲେ। ସେହି ବାକ୍ସରେ ଭିନ୍ନ ଭିନ୍ନ…

ମାଗଣାରେ ଚାରା ବାଣ୍ଟୁଛି ଚୋପାଲେଙ୍କ ବିହନ ବ୍ୟାଙ୍କ…

ମୁମ୍ବାଇ,୪।୬ : ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ତାଙ୍କ ଘରେ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଯୁବକ ଜଣକ ଏକ ବ୍ୟାଙ୍କ ଖୋଲିଛନ୍ତି। ୩୬ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri