Home Left

ସିଗ୍‌ନାଲ୍‌ ବ୍ୟବସ୍ଥାର ହେବ ସୁପର ଚେକ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଲଓ୍ବେ ବୋର୍ଡ ତତ୍ପରତା ପ୍ରକାଶ କରିଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିଗ୍‌ନାଲ ବ୍ୟବସ୍ଥାର ‘ସୁପର ଚେକ୍‌’ (ଯାଞ୍ଚ) କରିବାକୁ ବୋର୍ଡ ପକ୍ଷରୁ ସୋମବାର ସମସ୍ତ ୧୯ ରେଲଓ୍ବେ…

ସ୍ପେଶାଲ ଅଲିମ୍ପିକ୍ସକୁ ଭାରତର ୨୫୫ ଜଣିଆ ଦଳ

ନୂଆଦିଲ୍ଲୀ, ୬ା୬(ପି.ଟି.): ଜର୍ମାନୀର ବର୍ଲିନ୍‌ଠାରେ ଜୁନ୍‌ ୧୭ରୁ ୨୫ ପର୍ଯ୍ୟନ୍ତ ହେବାକୁଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ ରେ ଭାରତର ୨୫୫ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିବ। ଦଳରେ ୧୯୮ ଆଥଲେଟ ଓ ୫୭ କୋଚ୍‌…

ସେମି ଲାଇନ୍‌ଅପ୍‌ ଚୂଡାନ୍ତ

ବୁଏନ୍ସ ଏୟାର୍ସ, ୬ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ମ୍ୟାଚକୁ ଜିତିବା ସହ ଉରୁଗୁଏ ଓ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ…

ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୬ା୬, (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ହିରୋ କଣ୍ଟିନେଣ୍ଟାଲ କପ୍‌ ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧.୦୦ଟାରୁ ଅପରାହ୍ନ ୫ଟା ଯାଏ ଟିକେଟ ବିକ୍ରି ହେଉଥିବା ବେଳେ…

ଇତିହାସ ରଚିଲେ ହଦାଦ ମାଇଆ

ପ୍ୟାରିସ୍‌,୬ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନରେ ଇତିହାସ ରଚିଛନ୍ତି ବ୍ରାଜିଲଲ ବିଟ୍ରିଜ୍‌ ହଦାଦ ମାଇଆ। ୧୯୬୮ ମସିହା ପରେ ଦେଶର ପ୍ରଥମ ଖେଳାଳି ଭାବରେ ସେ କୌଣସି ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୬୮ରେ ଶେଷ ଥର…

ଦମ୍ପତିଙ୍କ ପ୍ରକୃତି ଅନୁକୂଳ ଘର

ଜୟପୁର: ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସ୍ବପ୍ନର ଘରେ ରହିବାକୁ ଚାହାନ୍ତି, ଯେଉଁଠାରେ ସେ ନିଜ ପରିବାର ସହ ସୁଖରେ ରହିପାରିବ। କିନ୍ତୁ ଏପରି ଏକ ପରିବାର, ଯିଏ ସ୍ବପ୍ନ ସହିତ ପରିବେଶର ମଧ୍ୟ ଧ୍ୟାନ ରଖିଥିବା ଦେଖିବାକୁ ମିଳିଛି। ଏହାସହ ପ୍ରକୃତିକୁ ସୁହାଇଲା…

‘ଭାରତର ଡିଜିଟାଲ ସ୍ବାସ୍ଥ୍ୟ ପ୍ରଯୁକ୍ତି ବିଶ୍ୱକୁ ଶିକ୍ଷା ଦେଇପାରିବ’

ହାଇଦ୍ରାବାଦ, ୬ା୬: ଭାରତ ସଫଳତାର ସହ ଆପଣାଇଥିବା ଡିଜିଟାଲ ସ୍ବାସ୍ଥ୍ୟସେବା ପ୍ରଯୁକ୍ତି ସାରା ବିଶ୍ୱରେ ସ୍ବାସ୍ଥ୍ୟସେବା ବଢ଼ାଇବା ଦିଗରେ ଶିକ୍ଷା ଦେଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୋମବାର କୁହାଯାଇଛି। ସବୁ ଦେଶ ଏହି ଟେକ୍‌ନୋଲୋଜି ଆପଣାଇବା ପାଇଁ ଆବଶ୍ୟକ…

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରବର୍ଟ କେନେଡି ଜୁନିୟରଙ୍କୁ ଜାକ୍‌ ଡୋର୍ସିଙ୍କ ସମର୍ଥନ

ଓ୍ବାଶିଂଟନ, ୬ା୬: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍‌ ପାର୍ଟିର ରବର୍ଟ ଏଫ୍‌. କେନେଡି ଜୁନିୟରଙ୍କ ପ୍ରାର୍ଥତ୍ତ୍ୱକୁ ଟୁଇଟରର ସହପ୍ରତିଷ୍ଠାତା ଜାକ୍‌ ଡୋର୍ସି ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି। ୨୦୨୪ ନିର୍ବାଚନରେ ରବର୍ଟ ଏଫ୍‌ କେନେଡି ଜୁନିୟର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ମଣିପୁର ହିଂସା: ତଦନ୍ତ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ, ୬ା୬: ମଣିପୁର ହିଂସାକାଣ୍ଡର ତଦନ୍ତ ଲାଗି କେନ୍ଦ୍ର ସରକାର ୩ ଜଣିଆ କମିଟି ଗଠନ କରିଛନ୍ତି। ଗୁଆହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଆଜାଇ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଶନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ଦାସ…

ବିକ୍ରମ ପଟେଲ ଏଚ୍‌ଏମ୍‌ଏସ୍‌ ଗ୍ଲୋବାଲ ହେଲ୍‌ଥ ଆଣ୍ଡ୍‌ ସୋସିଆଲ ମେଡିସିନ୍‌ ଅଧ୍ୟକ୍ଷ

ନ୍ୟୁୟର୍କ, ୬ା୬: ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍‌ଏମ୍‌ଏସ୍‌)ର ଗ୍ଲୋବାଲ ହେଲ୍‌ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉକ୍ତ ସ୍କୁଲର ବ୍ଲାଭାଟ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପର୍ଶିଂ ସ୍କୋୟାର ପ୍ରଫେସର ଥିବା ମୁମ୍ବାଇ…

ଓଡ଼ିଶାରେ ମମତା : ଆହତମାନଙ୍କର ଚିକିତ୍ସା ନେଇ କରିଛନ୍ତି ଆଲୋଚନା

ଭୁବନେଶ୍ୱର ଅଫିସ,୬।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେ କଟକ ଗସ୍ତ କରିଥିଲେ। ରେଭେନ୍ସା ପରିସରରେ ସେ ହେଲିପ୍ୟାଡରୁ ଓହ୍ଲାଇଥିଲେ । ଏହାପରେ ଶେ ଏସସିବି ମେଡିକାଲକୁ ଯାଇଛନ୍ତି।…

ଦୁଇ ଦିନ ପରେ ପୁଅର ଶବ ଚିହ୍ନିଲେ ବାପା

ଭୁବନେଶ୍ୱର,୫।୬(ବ୍ୟୁରୋ): ବିହାରର ଉପେନ୍ଦ୍ର ରାମ । ୧୭ ବର୍ଷର ପୁଅ ରେତୁଲ ରାମଙ୍କ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୋଲିସଠାରୁ ଖବର ପାଇଥିଲେ । ଏହାପରେ ବିହାର ରାଜ୍ୟରୁ ପ୍ରାୟ ୮୫୦ କିଲୋମିଟର (୫୨୦ ମାଇଲ) ଯାତ୍ରା କରିବା ପରେ ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri