Home Left

ସିବିଆଇ ତଦନ୍ତ ସହାୟକ ହେବନି: ମମତା

ନୂଆଦିଲ୍ଲୀ/କୋଲକାତା, ୫ା୬: ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ ମିଳିବ ନାହିଁ ବୋଲି ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କୋଲକାତାର…

ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,୫।୬(ସ୍ବ.ପ୍ର.)- ବାହାନଗା ରେଳ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ କହିବା ସହ ଏହି ଦୁର୍ଘଟଣାରେ ୧୦୦୦ରୁ୧୫୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ରେଳ…

ଓଡ଼ିଶା ଆସିବେ ମମତା: ମୃତକଙ୍କ ପରିବାର ଜଣଙ୍କୁ ଦେବେ ଚାକିରି

ଭୁବନେଶ୍ୱର,୫।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୭ ତାରିଖରେ ଭୁବନେଶ୍ବର ଓ କଟକ ଆସିବେ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ସହାୟତା ପ୍ରଦାନ କରିବେ। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଓ ନିଯୁକ୍ତିପତ୍ର ପ୍ରଦାନ…

ବିନାଯାଞ୍ଚରେ ଦିଆଯିବ ନାହିଁ ମୃତଦେହ

ଭୁବନେଶ୍ବର,୫।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଭୁବନେଶ୍ବର ଏମ୍ସକୁ ଆସିଥିବା ମୃତଦେହ ଗୁଡିକ ବିନା ଯାଞ୍ଚରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଭୁବନେଶ୍ବର ଏମ୍ସକୁ ଆସିଥିବା ମୃତଦେହ ଗୁଡିକ…

ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆରପି ଥାନାର ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି। ରେଲୱେର…

ଡିଭାଇଡର ଉପରେ ଚଢିଗଲା ଟ୍ରକ୍‌

ହିଞ୍ଜିଳିକାଟୁ,୫।୬(ଡି.ଏନ.ଏ.): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ରାସ୍ତା ମଧ୍ୟସ୍ଥ ଡିଭାଇଡର ଉପରେ ଚଢିଯାଇଛି । ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଆହତ ହୋଇଥିବା ବେଳେ…

ଛତୁ ଖାଇ ଦୁଇ ଯୁବତୀ ଗୁରୁତର

ବଡ଼ବିଲ,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଛତୁ ଖାଇ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀ ଦ୍ବୟ ହେଲେ ବଡ଼ବିଲ ସାଧୁସିଂ ହଟିଂ ଅଞ୍ଚଳର ପ୍ରିୟା ମହାନ୍ତ ଓ ତାଙ୍କ ସାଙ୍ଗ…

ପ୍ରେମର ଦୋକାନ ନୁହେଁ, ଘୃଣାର ଏକ ମେଗା ସପିଂ ମଲ ଖୋଲିଛନ୍ତି: ନଡ୍ଡା

ନୂଆଦିଲ୍ଲୀ,୫।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରାହୁଲ ଗାନ୍ଧୀ କହି ବୁଲୁଛନ୍ତି ଯେ, ଆମେ ପ୍ରେମର ଦୋକାନ ଚଳାଉଛୁ। ହେଲେ ଆପଣ…

ଟ୍ରେନ୍‌ ଦୁର୍ଘଟଣାରେ ପୀଡିତଙ୍କ କ୍ଲେମ ନିଜେ ସାମଧାନ କରିବେ ଇନସ୍ୟୁରାନ୍ସ କମ୍ପାନି

ନୂଆଦିଲ୍ଲୀ,୫।୬: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ପୀଡିତାଙ୍କ ବୀମା କ୍ଲେମକୁ ତତ୍ପରତା ସହ ଶୀଘ୍ର ସାରିବା ପାଇଁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ବୀମା କମ୍ପାନିଗୁଡିକୁ ନିର୍ଦ୍ଦେଶ ଜାରି କରିଛି । ବୀମା ନିୟାମକ ବୀମା କମ୍ପାନିଗୁଡିକୁ କହିଛି…

ମୃତଦେହ ରଖିବା ପାଇଁ ନାହିଁ ଜାଗା, ଆସିବ କଣ୍ଟେନର

ଭୁବନେଶ୍ୱର,୫।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍ସକୁ ୧୨୩ ମୃତଦେହ ଆସିଥିଲା। ୪୩ ମୃତଦେହକୁ ସେମାନଙ୍କ ସମ୍ପର୍କିୟଙ୍କୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି। ଏବେ ପ୍ରାୟ ୮୦ ମୃତଦେହ ରହିଛି। ତେବେ ଏମ୍ସରେ ସ୍ଥାନ…

ଟ୍ରେନ୍‌ ଟ୍ରାଜେଡି: ସିବିଆଇ ତଦନ୍ତକୁ ବିଜେଡିର ସ୍ବାଗତ

ଭୁବନେଶ୍ବର ୫।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ବିଜେଡି ସ୍ବାାଗତ କରିଛି। ଏ ନେଇ ଦଳର ଉପ ସଭାନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,…

ଆନ୍ଦୋଳନ ପ୍ରତ୍ୟାହାରକୁ ନେଇ ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଳୀ, ୫ା୬: ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଧାରଣାରେ ପୂର୍ଣ୍ଣଛେଦକୁ ଖଣ୍ଡନ କରିଛନ୍ତି ରେସ୍‌ଲର ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ। ଭାରତୀୟ ରେଲ୍‌ଓ୍ବେରେ କାର୍ଯ୍ୟରତ ସାକ୍ଷୀ ଓ ବଜରଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri