ମିତ୍ରତା ପାଇଁ ଆଗ୍ରହୀ ନୁହନ୍ତି ଦିଲ୍ଲୀ, ମୁମ୍ବାଇ ବାସିନ୍ଦା
(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ) ଓ୍ବାଶିଂଟନ୍,୧୪।୬: ବାହାର ଦେଶ ବା ରାଜ୍ୟକୁ କୌଣସି କାମରେ କିମ୍ବା ଭ୍ରମଣ ଉଦ୍ଦେଶ୍ୟରେ ଗଲେ ସେଠାକାର ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜରୁରୀ। ନୂଆ ଜାଗା ସମ୍ପର୍କରେ ଜାଣିବା ଲାଗି ସେହି ସ୍ଥାନର ଲୋକ ହିଁ…
ଦୁର୍ନୀତି ପ୍ରମାଣ ନଷ୍ଟ ପାଇଁ ନିଆଁ
ଭୋପାଳ,୧୪ା୬: ମଧ୍ୟପ୍ରଦେଶ ସରକାରଙ୍କ ଅନେକ ବିଭାଗର ଅଫିସ ଥିବା ଭୋପାଳସ୍ଥିତ ସାତପୁରା ଭବନରେ ସୋମବାର ଅପରାହ୍ନ ୪ଟାରେ ହଠାତ୍ ନିଅଁା ଲାଗିଥିଲା। ତୃତୀୟ ମହଲାର ଆଦିବାସୀ କଲ୍ୟାଣ ବିଭାଗରେ ଲାଗିଥିବା ନିଅଁା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ବ୍ୟାପିଥିଲା। ଅନେକ…
୪ ସପ୍ତାହ ଯାଏ ନିରାଶ କରିବ ମୌସୁମୀ
ଆଗାମୀ ୪ ସପ୍ତାହ ଯାଏ ଦେଶରେ ମୌସୁମୀ ପ୍ରବାହ ନୈରାଜଶ୍ୟଜନକ ରହିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଓ୍ବେଦର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ବିସ୍ତାରିତ ରେଞ୍ଜ୍ ପୂର୍ବାନୁମାନ ବ୍ୟବସ୍ଥା (ଇଆର୍ପିଏସ୍)…
ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଫାଟିଲା ଷ୍ଟିମ୍ ଲାଇନ୍ ପାଇପ୍
ରତନ ନାୟାର/କାର୍ତ୍ତିକ ସାହୁ ଢେଙ୍କାନାଳ ଅଫିସ/କଟକ ଅଫିସ, ୧୪ା୬: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ…
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, ୫ ଆହତ
କୋରୁକୋଣ୍ଡା ୧୩।୦୬(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ଅଟୋ। ଘଟଣାରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଖଇରପୁଟ ବ୍ଲକ ଅନ୍ତର୍ଗତ ରସବେଡା ପଞ୍ଚାୟତ ଅଧିନସ୍ତ ସିଡିପାକା…
ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍କୁ ତାଗିଦ୍ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ
ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏଭଳି ମ୍ୟାଚ ପାଇଁ ୨୦ରୁ…
ବର୍ଷକୁ ୨ଥର କାମ କଲେ ମାସକୁ ୧କୋଟି ଦରମା, କିନ୍ତୁ ଏହି ଚାକିରି କରିବାକୁ କେହି ଚାହାନ୍ତି ନାହିଁ…
ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଚାକିରି ଶୁଣିଥିବେ। କେତେକ ଚାକିରି ଏପରି ଥାଏ କି, ଯାହାକି ବିପୁଳ ଲାଭ ଦେଇଥାଏ। ଏବଂ କିଛି ଏପରି ଯେ ଯେତେ ପରିଶ୍ରମ କଲେ ମଧ୍ୟ ଇନକ୍ରିମକେଣ୍ଟ ହୁଏ ନାହିଁ। ତେବେ ଏହି କାରଣରୁ…
କରେଣ୍ଟ ଲାଗି ଜଣେ ମୃତ, ଜଣେ ଆହତ
ବଡ଼ବିଲ,୧୩.୦୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚଡି ରୋଡ଼ ବାକଲ ହଟିଂରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ଆଉ ଜଣେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଲାଲ ବିରୁଆ ଓ ଆହତ ଜଣକ ହେଲେ ଲାଲଙ୍କ…
ବିବାହ କରିବେ କଙ୍ଗନା!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସବୁବେଳେ ଜାଙ୍କ ବୟାନବାଜିକୁ େଇ ଚର୍ଚ୍ଚାରେ ଥା’ନ୍ତି। ଗୋଟିଏ ପଟେ ଅଭିନେତ୍ରୀ ତାଙ୍କର ପ୍ରତିଟି ଅଭିନୟ ଦମଦାର ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ପଟେ ବି-ଟାଉନ ସେଲିବ୍ରେଟିଙ୍କ ସମାଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତାଙ୍କର…
ଟାଟା ଷ୍ଟିଲ୍ କାରଖାନାରେ ଗ୍ୟାସ ପାଇପ୍ ଲାଇନ୍ ଫାଟି ୧୯ ଆହତ
ଢେଙ୍କାନାଳ,୧୩।୬: ଢେଙ୍କାନାଳ ଜିଲା ଓଡାପୋଡା ବ୍ଲକ୍ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀ କାରଖାନା ପରିସରରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି। ଦିନ ୧ଟାରେ କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସ ପାଇପ୍ ଲାଇନ୍ ଫାଟିଯାଇଛି। ଏହି ଘଟଣାରେ ୧୯ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।…
ଚୁଆ ପାଣି ହିଁ ଭରସା
କେନ୍ଦୁଝର,୧୩।୬(ସ୍ବ.ପ୍ର.): ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ ଉପରେ ରହୁଥିବା ବେଳେ ପାଣି ସମସ୍ୟା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ପ୍ରବଳ ଖରାସ୍ରେ ପାଣି ପାଇଁ ଚୁଆ ଉପରେ…
କାର୍ତ୍ତିକ ସେୟାର୍ କଲେ କିଆରାଙ୍କ ସହ ମ୍ୟାରେଜ୍ ଫଟୋ!
ମୁମ୍ବାଇ: କାର୍ତ୍ତିକ ଆର୍ୟନ ଇନଷ୍ଟାଗ୍ରାମ୍ ପୋଷ୍ଟରେ ତାଙ୍କ ମ୍ୟାରେଜ୍ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଓ କିଆରା ଆଡଭାନୀ ବେଦୀ ଉପରେ ବସି ପୋଜ୍ ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ପୋଷ୍ଟରେ ସକିଙ୍ଗ୍…
Archives


