ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଛୁରାମାଡ଼, ୩ ଆହତ
କାନ୍ବେରା,୧୮ା୯: ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଛୁରାମାଡ଼ ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। କାନ୍ବେରାର ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଘଟିଥିବା ଏହି ଆକ୍ରମଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଥିଲା। ଏଥିରେ ଅନ୍ୟ ଦୁଇଜଣ ମଧ୍ୟ…
ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୮।୯: ଦିନିକିଆ ବିଶ୍ୱକପ୍ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା ଲାଗିଛି। ବାମ ହାତରେ ଆଘାତ କାରଣରୁ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଖେଳିପାରିବେ ନାହିଁ। ସେହିଭଳି ବାକି ମ୍ୟାଚ୍ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି…
ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍୧, ଇସ୍ରୋ ଦେଲା ସୂଚନା
ନୂଆଦିଲ୍ଲୀ,୧୮।୯: ଆଦିତ୍ୟ-ଏଲ୍୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ ମିଡିଆରେ ଶେୟାର କରିଛି। ଇସ୍ରୋ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛି, ଆଦିତ୍ୟ-ଏଲ୍୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା…
ନରେନ୍ଦ୍ର ମୋଦି ଯେବେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚି ହୋଇଥିଲେ ନତମସ୍ତକ, ଭିଡିଓରେ ଦେଖନ୍ତୁ ସେତେବେଳର…
ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଭାଷଣ ଦେଇ ପୁରୁଣା ଦିନକୁ ମନେ ପକାଇଛନ୍ତି। ନିର୍ବାଚନ ଜିତିବା ପରେ ପ୍ରଥମ ଥର ଲାଗି ସେ ଯେବେ ଗୃହରେ ପାଦ ରଖିଥିଲେ ସେତେବେଳେ…
୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…
ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ। ଫିଲ୍ମରେ ଟାଇଗର ଶ୍ରଫ,…
ମହିଳା ସଂରକ୍ଷଣ ଉପରେ ବିଲ ଆଣିପାରନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ସଂସଦରେ ଆଣିପାରନ୍ତି ବୋଲି ସୂଚନା ରହିଛି। ବୁଧବାର ଲୋକ ସଭାରେ ଏହି ବିଲ ଉପସ୍ଥାପନ କରାଯାଇପାରେ। ଆଶା କରାଯାଉଛି ଯେ ଏହି…
ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ ୧୩…
‘ଇଣ୍ଡିଆ’ ମେଣ୍ଟ ପୂରା ମଜଭୁତ: ନୀତୀଶ କୁମାର
ପାଟନା,୧୮।୯: ଆଜିକାଲି ଦେଶରେ ‘ଏକ ଦେଶ ଏବଂ ଏକ ନିର୍ବାଚନ’ ବିଷୟରେ ଅନେକ ଆଲୋଚନା ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଉଛି ଯେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନୁଷ୍ଠିତ ହେବ। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର
ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ…
ସଂସଦକୁ ବିଦେଶୀ ଶାସକ ନିର୍ମାଣ କରିଥିଲେ, କିନ୍ତୁ ଝାଳ, ଅର୍ଥ, ପରିଶ୍ରମ ସବୁ ଭାରତୀୟଙ୍କର ଲାଗିଥିଲା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ କହିଛନ୍ତି ଯେ, ନୂତନ ପରିସରକୁ ଯିବା ପୂର୍ବରୁ ଏହି ସଂସଦ ଗୃହ ସହିତ ଜଡିତ ପ୍ରେରଣାଦାୟକ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇବାର ସମୟ ଆସିଛି। ଦେଶର ୭୫ ବର୍ଷର ସଂସଦୀୟ…
ଶବାନା ଆଜମୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଅଭିନେତ୍ରୀ ଶବାନା ଆଜମୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୮୦ ଏବଂ ୯୦ ଦଶକରେ ନିଜର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ ଶବାନା। ପ୍ରସିଦ୍ଧ କବି କୈଫି ଆଜମିଙ୍କ ପରିବାରରେ ଜନ୍ମ ହୋଇଥିବା…
ହିରିମୂଳୁରେ ପଶିଲା ବନ୍ୟାଜଳ
ନିରାକାରପୁର,୧୮ା୯(ମାନସ ଚନ୍ଦ୍ର ପଟ୍ଟନାୟକ): ହୀରାକୁଦ ଜଳସ୍ତର ବଢ଼ିବା ଯୋଗୁ ବନ୍ୟାଜଳ ନିଷ୍କାସନ ପାଇଁ ୨୬ଟି ଗେଟ୍ ଖୋଲାଯାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତର ହିରିମୂଳୁ ଗାଁ ଭିତରେ ଏହି ବନ୍ୟାଜଳ ପଶିଯିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ…

