Home Left

ପ୍ରକୃତି ଓ ଜୀବର ଜୈବ ପ୍ରକ୍ରିୟା

ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀ ଏକ ଗ୍ରହ ଯେଉଁଠି ଜୀବଜଗତ ବଞ୍ଚିତ ରହିବା ପାଇଁ ପାଣି, ପବନ, ମାଟି ଓ ଜଳବାୟୁ ଅନୁକୂଳ ଅଟେ। ପୃଥିବୀ ଗର୍ଭରେ ଥିବା ଖଣିଜ ପଦାର୍ଥ ଇତ୍ୟାଦିରେ ମହଜୁଦ ରହିଅଛି ଯେପରି କମ୍ପାନୀ ଯାନଟି ବାହାର କରିବା…

ଇଟାଲୀରେ ଭୂକମ୍ପ

ରୋମ,୧୮।୯: ଇଟାଲୀରେ ସୋମବାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଭୂଗୋଳବିଜ୍ଞାନୀ ଏବଂ ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ସୋମବାର ସକାଳେ ତୁଳସୀର କିଛି ଅଂଶରେ ୪.୮ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଡାଦ୍ୱାରା କୌଣସି କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ରିପୋର୍ଟ ହୋଇନାହିଁ। ଇଟାଲୀର…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ପୁରୀ,୧୮ା୯(ଅଜିତ ମହାନ୍ତି): ପୁରୀ ବାଲିଘାଇ ଛକ ନିକଟରେ ସୋମବାର ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଖୋର୍ଦ୍ଧା…

ଐତିହାସିକ ଭବନକୁ ବିଦାୟ ଦେଉଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂତନ ସଂସଦ ଭବନକୁ ଯିବା ପୂର୍ବରୁ ଆସନ୍ତୁ ଦେଶର ସଂସଦର ୭୫ ବର୍ଷର ଯାତ୍ରାକୁ ମନେ ରଖିବା। ଆମେ ସମସ୍ତେ ଏହି ଐତିହାସିକ ଭବନକୁ…

ଗଣେଶ ଚତୁର୍ଥିରେ ମାଂସ ବିକ୍ରି ବନ୍ଦ

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁଥି ଅବସରରେ ବୃହତ ବେଙ୍ଗାଲୁରୁ ମହାନଗର ନିଗମ(ବିବିଏମପି) ମାଂସ ବିକ୍ରି ଓ ପ୍ରାଣୀଙ୍କ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଛି। ବିବିଏମପିର ପ୍ରାଣୀ ପରାମର୍ଶଦାତା ବୋର୍ଡ ସମସ୍ତ ମାଂସ ଦୋକାନି ମାଲିକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ…

ଏସିଆ କପ୍‌ ଜିତିବା ପରେ ମାଲାମାଲ୍‌ ଭାରତୀୟ କ୍ରିକେଟର୍‌: ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା

ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତୀୟ ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ମାଲାମାଲ୍‌ ହୋଇପାରିଛି।…

ସ୍କୁଲ ପୂଜା ପାଇଁ ଛାତ୍ର ଗଢ଼ିଲେ ୪ ଫୁଟର ଗଣେଶ ମୂର୍ତ୍ତି

ଡାବୁଗାଁ, ୧୮।୯ (ପ୍ରଜ୍ଞାରଞ୍ଜନ ପରିଡ଼ା): ଗଣେଶ ପୂଜା। ପାଇଁ ସ୍କୁଲମାନଙ୍କରେ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କେଉଁଠୁ କିଣାଯିବ, ସାଜସଜ୍ଜା କିପରି ହେବ ତାହାକୁ ନେଇ ସମସ୍ତେ ବ୍ୟସ୍ତ। ସାଧାରଣତଃ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବାବେଳେ ନବରଙ୍ଗପୁର ଜିଲା…

କମୁଛି ନିପା ଭାଇରସ ସଂକ୍ରମଣ

ଥିରୁଭାନନ୍ତପୁରମ,୧୮।୯: କେରଳରୁ ଆଶ୍ୱସ୍ତିକର ଖବର ଆସୁଛି, କାରଣ ଲଗାତାର ଦ୍ୱିତୀୟ ଦିନ ପାଇଁ ମାରାତ୍ମକ ନିପା ଭାଇରସର କୌଣସି ମାମଲା ସାମ୍ନାକୁ ଆସିନାହିଁ। କେରଳ ସରକାର ରବିବାର କହିଛନ୍ତି ଯେ ନିପା ଭାଇରସକୁ ରାଜ୍ୟରେ ନିୟନ୍ତ୍ରଣ କରାଯାଇଛି। କ୍ରମାଗତ ଦ୍ୱିତୀୟ ଦିନ…

ସେରଙ୍ଗ, ଅଜୟଗଡ଼ରେ ଲୁପ୍ତ ପ୍ରାୟ କମଳା ଚାଷ

ଗୁମ୍ମା,୧୮ା୯(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଆଦିବାସୀବହୁଳ ବଣ ପାହାଡ଼ ଘେରା ଗୁମ୍ମା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି। ବିଶେଷ କରି କମଳା ଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ବାତାବରଣ ଥିବା ଅଜୟଗଡ଼ ଏବଂ…

କର୍ନାଟକ କଂଗ୍ରେସର ୪୫ ନେତା ଆମ ଯୋଗାଯୋଗରେ ଅଛନ୍ତି: ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୯: କର୍ନାଟକରେ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ। ଜାନୁଆରୀ ପରେ ସିଦ୍ଦରମୈୟା ସରକାର ଆଉ ରହିବ ନାହିଁ ବୋଲି ଦାବି କରାଯାଉଛି। ଭାଜପା ବିଧାୟକ ବାସନାଗୌଡା ଆର ପାଟିଲ ଏକ ଦାବି କରିଛନ୍ତି। ବାସନାଗୌଡା କହିଛନ୍ତି ଯେ, ତାଙ୍କ ଦଳ ସହିତ…

ବାଉଁଶ ଦେଇଛି ଜୀବିକା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବାଉଁଶ ଦେଇଛି ଜୀବିକା, ପାଲଟିଛି ବେସାହାରାଙ୍କ ସାହାରା। ଗାଁର ସୁରକ୍ଷା ବାଡ଼ଠାରୁ ଆରମ୍ଭ କରି ଘର ଛପର, ଘରୋଇ ଉପକରଣ ଓ ସାଜସଜ୍ଜା ସାମଗ୍ରୀଠାରୁ ସହରର ନଭଶ୍ଚୁମ୍ବୀ କୋଠା ନିର୍ମାଣ, ସବୁଥିରେ ବାଉଁଶର ବ୍ୟବହାର ହେଉଛି। ତେଣୁ ଭାରତରେ…

ନୂଆ ସଂସଦ ଭବନ ଏଣ୍ଟ୍ରି ଗେଟରେ ଲାଗିଛି ହାତୀ, ଘୋଡା, ଗରୁଡ ଷ୍ଟାଚ୍ୟୁ, ବାସ୍ତୁଶାସ୍ତ୍ର ସହ ରହିଛି କନେକଶନ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟା ୧୯ ସେପ୍ଟେମ୍ବର ମଙ୍ଗଳବାରଠାରୁ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ଏହି ନୂତନ ନିର୍ମିତ କୋଠାର ସ୍ଥାପତ୍ୟ କେବଳ ଦାସତ୍ୱର ପ୍ରତୀକରୁ ମୁକ୍ତିର ସଙ୍କେତ ନୁହେଁ, ଏହାସହ ହଜାର ହଜାର ବର୍ଷର ଭାରତୀୟ ସ୍ଥାପତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?