‘ବାୟୋନିକ୍ ଆଇ’ରେ ଦୁନିଆ ଦେଖିପାରିବେ ଦୃଷ୍ଟିହୀନ
କାନବେରା: ଆଖି ହେଉଛି ମନୁଷ୍ୟ ଶରୀରର ସବୁଠୁ ସୂକ୍ଷ୍ମ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଦ୍ୱାରା ଆମେ ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଉ। ତା’ ବିନା ମନୁଷ୍ୟ ଅସମ୍ପୂର୍ଣ୍ଣ। ହେଲେ ବର୍ତ୍ତମାନ ସମୟରେ ଅନେକଙ୍କ ଆଖି ଖରାପ ହେଉଥିବା ଦେଖିବାକୁ…
କର୍କଟ ରୋଗରୁ ସୁରକ୍ଷା ପାଇଁ ସନ୍ସ୍କ୍ରିନ ବଣ୍ଟନ
ଆମଷ୍ଟରଡାମ: ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣି ରଶ୍ମି ଆମ ଦେହରେ ପଡ଼ିଲେ ତାହା ଚର୍ମ କର୍କଟ ସହ ଅନ୍ୟ ଚର୍ମ ରୋଗର କାରଣ ହୋଇଥାଏ। ବାୟୁମଣ୍ଡଳରେ ଥିବା ଓଜୋନ ଲେୟାରରେ କଣା ସୃଷ୍ଟି ହେଲେ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମି ଦେହରେ ପଡ଼ିଲେ ତାହା…
ଆକର୍ଷଣୀୟ ସବ୍ସିଡି ଦେଉଛି ଏଲ୍ଏମ୍ଏମ୍
ନୂଆଦିଲ୍ଲୀ,୧୬।୬: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା (ଏମ୍ଆଣ୍ଡ୍ଏମ୍)ର ସହଯୋଗୀ କମ୍ପାନୀ ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍) ପକ୍ଷରୁ ଓଡ଼ିଶା ସରକାରଙ୍କ ଇଭି ନୀତିକୁ ସ୍ବାଗତ କରାଯାଇଛି। ଏପରିକି ସରକାରଙ୍କ ଉକ୍ତ ଇଭି ନୀତି ଜରିଆରେ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରିକ୍ ତିନିଚକିଆ…
ବୃନ୍ଦାବନ ପ୍ୟାଲେସ ରାସ୍ତା ଦୁରବସ୍ଥା
ପାରଳାଖେମୁଣ୍ଡି,୧୬।୬ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ପୋଲ ପଟେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂରାବସ୍ଥା ଥିବା ଦେଖିବାକୁ ମିଳିଛି। ଏହା କେବେ ସୁଧୁରିବ…
କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା
ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ ଜଳଯୋଗାଣ ଏକ ସପ୍ତାହ ହେବ ପ୍ରଭାବିତ ହୋଇଛି। ଜଳସ୍ତର କମିଯିବା ଯୋଗୁ ନଳକୂଅଗୁଡିକରୁ ପାଣି…
ନୂତନ ବସ୍ଷ୍ଟାଣ୍ଡ କାର୍ଯ୍ୟ ନିମ୍ନମାନର
କେନ୍ଦୁଝର,୧୬ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ମୁଖ୍ୟାଳୟରେ ସରକାରଙ୍କ ପକ୍ଷରୁ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ନେଇ ବ୍ଲକ୍ବାସୀ ସ୍ବାଗତ କରିଥିଲେ ହେଁ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଛି। ଏହାକୁ ନେଇ ଝୁମ୍ପୁରା ସରପଞ୍ଚ ବାରମ୍ବାର…
ଆକ୍ସିସ୍ ବ୍ୟାଙ୍କର ଇ-ବିଜି ସେବା
ନୂଆଦିଲ୍ଲୀ,୧୬।୬: ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ ଭାବେ…
ସାନଖେମୁଣ୍ଡି ବ୍ଲକ ସଭାପତି ବହିଷ୍କୃତ
ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ଏ ନେଇ ଗୁରୁବାର ବିଜେଡି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ…
ପ୍ରକଳ୍ପ ମରାମତି ନାଁରେ ଚାଲିଛି ଅପବ୍ୟୟ
ନୟାଗଡ଼,୧୬।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ବର୍ଷକୁ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଚାଷ ଜମିକୁ ପାଣି…
ମାନସ ମଙ୍ଗରାଜ ବ୍ରହ୍ମପୁର, ସୁଶାନ୍ତ ରାଉତଙ୍କୁ ପରଜଙ୍ଗ ଓ ଢେଙ୍କାନାଳ ଦାୟିତ୍ୱ
ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଲୋକ ସଭା ଓ ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ(କୋ-ଅବଜରଭର) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର…
ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ
ନୂଆଦିଲ୍ଲୀ,୧୫।୬: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନର ଖାଦ୍ୟ ପ୍ରକିୟାକରଣ ୟୁନିଟ୍ ପତଞ୍ଜଳି ଫୁଡ୍ ଲିମିଟେଡ୍ (ପିଏଫ୍ଏଲ୍) ପକ୍ଷରୁ ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖାଇବାତେଲରେ ଆତ୍ମନିର୍ଭରଶୀଳ ହେବା ସହିତ ଭାରତ ସରକାରଙ୍କ ମିଶନକୁ ସମର୍ଥନକରି ପିଏଫ୍ଏଲ୍ ଖଜୁରି ବୃକ୍ଷରୋପଣ…
ଆବାସ ଯୋଜନାରୁ ବାଦ୍ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ
ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନ ଥିଲେ ମଧ୍ୟ ସରକାରଙ୍କ…
Archives


