Home Left

ଦଳିତ ପରିବାରଙ୍କ ଯାତାୟାତ ରାସ୍ତା ଖୋଳି ବନ୍ଦ

ଆଳି,୬।୫(ଡି.ଏନ.ଏ.): ଆଜିର ସଭ୍ୟ ସମାଜରେ ସମସ୍ତଙ୍କର ଜୀବନ ଜିଇବା ନିମନ୍ତେ ମୌଳିକ ଅଧିକାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗଁାର ଜଣେ ଦଳିତ ପରିବାରକୁ ଏସବୁ ସୁବିଧାରୁ କେତେଜଣ ଯୁବକ ବଞ୍ଚତ୍ତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଖଗେଶ୍ୱର…

ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୬।୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ ଏପ୍ରିଲ ୨୭ରେ ବ୍ରାହ୍ମଣୀ ନଦୀରେ ସେତୁ ନ ଥିବାରୁ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା। ପଟ୍ଟାମୁଣ୍ଡାଇ ବ୍ଲକ କଣ୍ଠିଆ ନାଳ ସେତୁ ବିଳମ୍ବ ହୋଇଥିବା ବେଳେ ସେଠାରେ…

ଗଳିପୋଲକୁ ନେଇ ରାଜନୀତି

ରସୁଲପୁର,୬।୫(ଡି.ଏନ୍‌.ଏ): ରସୁଲପୁର ବ୍ଲକର କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାଦଲାପୁର ଛକଠାରେ ଗଳିପୋଲ (ପିୟୁପି) ନିର୍ମାଣକୁ ନେଇ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ କ୍ରମେ ଏହି ଗଳିପୋଲ ହେବାକୁ ଯାଉଥିବାରୁ ଶୁକ୍ରବାର ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା…

ମରଣଯନ୍ତା ପାଲଟିଛି ୫୩ ନଂ.ଏନଏଚ୍‌

ଯାଜପୁର ଅଫିସ,୬।୫:  ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଇଛି। ବିଭିନ୍ନ ବିଭାଗର ସହଯୋଗରେ ହୋଇଥିବା ଏହି…

ସରକାରୀ ଜାଗାକୁ ପ୍ଲଟିଂ କରି ବିକ୍ରି

ପଟ୍ଟାମୁଣ୍ଡାଇ, ୬।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ଏବେ ଜବରଦଖଲକାରୀଙ୍କର ଭୂସ୍ବର୍ଗ ପାଲଟିଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଜାଗାଗୁଡ଼ିକ ପ୍ରଭାବଶାଳୀ ବ୍ୟକ୍ତିମାନେ ଅକ୍ତିଆର କରି ତାକୁ ପ୍ଲଟିଂ କରି ନିରୀହ ଲୋକଙ୍କୁ ବିକ୍ରି କରୁଛନ୍ତି। ଫଳରେ ନିରୀହ…

ବନ୍ଦ ହେଲାଣି ଏକାଧିକ ଯାତ୍ରାପାର୍ଟି

ଜଗତ୍‌ସିଂହପୁର ଅଫିସର, ୬।୫: ଯାତ୍ରା ଦୁନିଆରେ ଜଗତ୍‌ସିଂହପୁରର ସ୍ଥାନ ସ୍ବତନ୍ତ୍ର। ଏହି ଜିଲାର ପୂର୍ବ ଡାକ ନାମ ଥିଲା ହରିହରପୁର । ଏଠାରେ ଯାତ୍ରାର ପ୍ରାଥମିକ ରୂପଲୀଳା ଅଷ୍ଟାଦଶ ଶତାବ୍ଦୀର ଶେଷ ଏବଂ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ…

ବାଷ୍ଟିଲେ ଡେ’ ପରେଡ୍‌ର ସମ୍ମାନିତ ଅତିଥି ମୋଦି

ନୂଆଦିଲ୍ଲୀ, ୬ା୫: ଚଳିତବର୍ଷ ପ୍ୟାରିସ୍‌ରେ ଅନୁଷ୍ଠିତ ହେବାକୁ ଥିବା ବାଷ୍ଟିଲେ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବାଷ୍ଟିଲେ ପରେଡ୍‌ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। ଭାରତ- ଫ୍ରାନ୍ସ ଷ୍ଟ୍ରାଟେଜିକ୍‌ ପାର୍ଟନର୍‌ଶିପ୍‌କୁ ୨୫ ବର୍ଷ ପୂର୍ତ୍ତି ଅବସରରେ…

ତାଳଦଣ୍ଡା କେନାଲରେ ଜଳାଭାବ

ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପାଇଁ ଜୀବନରେଖା ହେଉଛି ତାଳଦଣ୍ଡା କେନାଲ। କାରଣ ପାରାଦୀପର ୧୫ଟି ବୃହତ୍‌ ଶିଳ୍ପ ଏବଂ ଜଗତ୍‌ସିଂହପୁର ଜିଲାରର ଅଧିକାଂଶ ଗ୍ରାମାଞ୍ଚଳ ପାଇଁ ଏହି କେନାଲ ପାଣି ହେଉଛି ମାଧ୍ୟମ। ସମ୍ପ୍ରତି ଏହି କେନାଲରେ ଗତ ୧୦ ବର୍ଷ…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ

ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ତରପ୍ରଦେଶ ୨୦୨୨’ର ଅଫିସିଆଲ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ…

ଗାଡ଼ି କିସ୍ତି ଦେବାକୁ ଆସୁଥିଲେ: ଦୁର୍ଘଟଣାରେ ଦାଦା, ପୁତୁରା ମୃତ

କାମାକ୍ଷାନଗର, ୬।୫(ଡି.ଏନ୍‌.ଏ.): ଯେଉଁ ଗାଡ଼ିର ଇଏମ୍‌ଆଇ କିସ୍ତି ଦେବାକୁ ଆସୁଥିଲେ ସେହି ଗାଡ଼ି ଦୁର୍ଘଟଣାରେ ଲିଭିଗଲା ଦାଦା, ପୁତୁରାଙ୍କ ଜୀବନ ଦୀପ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏଭଳି ଏକ ଦୁଃଖଦ ଦୁର୍ଘଟଣା।…

ବିଲାଓ୍ବଲ ଆତଙ୍କ ଶିଳ୍ପର ମୁଖପାତ୍ର: ଜୟଶଙ୍କର

ପାଣଜୀ, ୬ା୫: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଆତଙ୍କ ଶିଳ୍ପର ମୁଖପାତ୍ର ବୋଲି ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଆତଙ୍କ ଭିଆଉଥିବା ଅପରାଧୀ ଓ ପୀଡ଼ିତ କେବେ ହେଲେ ଆତଙ୍କବାଦ ରୋକିବା ନେଇ କରାଯାଉଥିବା ଆଲୋଚନାରେ ଏକାଠି…

ଯାଜପୁରର ପୂର୍ବତନ ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ଦାଖଲ ନୋଟିସ

ଯାଜପୁର ଅଫିସ,୬।୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି କଳାପଥର ଖାଦାନରୁ ହରିଲୁଟ ମାମଲାରେ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଲୋକାୟୁକ୍ତରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ୨୦୦ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଦର୍ଶାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri