ବାଥ୍ରୁମ୍ ଯିବାକୁ ଦେଖାଇବାକୁ ପଡ଼ିଲା ଆଇଡି କାର୍ଡ
ୱାଶିଂଟନ: ବାହାରକୁ ଯାଇଥିବାବେଳେ ଆମେ ସେଠାରେ ଥିବା ବାଥ୍ରୁମ୍କୁ ବ୍ୟବହାର କରୁ। ସେଥିରେ ଆମକୁ କାହାର ଅନୁମତି ନେବାକୁ ମଧ୍ୟ ପଡ଼ି ନ ଥାଏ। ହେଲେ ନିକଟରେ ଜଣେ ମହିଳାଙ୍କୁ ବାଥ୍ରୁମ୍ ଯିବାକୁ ତାଙ୍କ ଆଇଡି କାର୍ଡ ଦେଖାଇବାକୁ ପଡିଛି। ଏହା…
ବିବାହ ନ କରି ଏକାଠି ୩୫ ବର୍ଷ
ଲଣ୍ଡନ: ସୋସିଆଲ ମିଡିଆରେ ବର୍ତ୍ତମାନ ୨ ବୟସାଧିକ କପଲଙ୍କ କାହାଣୀ ଚର୍ଚ୍ଚାରେ ରହିଛି। ଦୀର୍ଘ ୩୫ ବର୍ଷ ପରେ ସେମାନେ ଏବେ ବିବାହ କରିବାକୁ ଯାଉଛନ୍ତି। ପରିଣତ ବୟସରେ ବି ଦୁହିଙ୍କର ଭଲ ପାଇବା କେବେ କମିନି, ତାକୁ ଦର୍ଶାଇବାକୁ ଦୁହେଁ…
୨୫୪ ଦେଶର ପତାକା ଚିହ୍ନି ୱାଲର୍ଡ ରେକର୍ଡ
କୁଆଲାଲମ୍ପୁର: କୌଣସି ଦେଶ ପାଇଁ ତା’ ରାଷ୍ଟ୍ରୀୟ ପତାକା ସବୁଠୁ ମୂଲ୍ୟବାନ ହୋଇଥାଏ, ଯାହା ଦ୍ୱାରା ସେ ପୂରା ବିଶ୍ୱରେ ପରିଚିତ ହୋଇଥାଏ। ଲୋକେ ସବୁ ସ୍ଥାନରେ ନିଜ ଦେଶର ପତାକାକୁ ଆଗରେ ଦେଖିବାକୁ ପସନ୍ଦ କରିବା ସହ ତାକୁ ସହଜରେ…
କଟନ୍ କ୍ୟାଣ୍ଡି
ପିଲାମାନଙ୍କର ଏହା ଖୁବ୍ ପ୍ରିୟ। ଯାତ୍ରା, ମେଳା, ବଜାର ଆଦିରେ ମିଳେ। ତା’ର ମିଠା ସ୍ବାଦ ଓ ଗୋଲାପୀ ରଙ୍ଗ ପିଲାଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ବର୍ଷ ବର୍ଷ ବିତି ଯାଇଥିଲେ ହେଁ, କମିନି ଏହାର ଚାହିଦା। କିଏ ଏହାକୁ…
ନଜରରେ ଭାରତୀୟ ଆଥ୍ଲେଟ
ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ସହିତ ଶିଶୁ ଓ ଯୁବକମାନଙ୍କ ମଧ୍ୟରେ ଫିଟ୍ନେସ୍କୁ…
କଟକ, କନ୍ଧମାଳର ସହଜ ବିଜୟ
ଭୁବନେଶ୍ୱର,୭।୫ (ସ୍ପୋଟର୍ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ର କ୍ୱାର୍ଟରଫାଇନାଲ ଲିଗ୍ ପର୍ଯ୍ୟାୟରେ ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚରେ କଟକ ଓ କନ୍ଧମାଳ ସେମାନଙ୍କ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଧନଉଲ୍ଟି
ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଧନଉଲ୍ଟି। ଶୈଳନିବାସ ଭାବେ ବି ଏହା ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଢେର୍ ସୂଯୋଗ ରହିଛି ଏଠାରେ। ସେଥିପାଇଁ ଖରାଦିନ ହେଉ କି ଶୀତଦିନ ସବୁବେଳେ ଏଠି ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ…
ଭଦ୍ରକରେ ଓସିଏ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ
ଭୁବନେଶ୍ୱର, ୭।୫ (ସ୍ପୋଟର୍ସ ବ୍ୟୁରୋ): ଭଦ୍ରକ ରେଲଓ୍ବେ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲାର ଜୋନାଲ ଭେନ୍ୟୁ ଭଦ୍ରକରେ ୯୭ଜଣ…
ଫେୟାର ପ୍ଲେ କମିଟିର ସଦସ୍ୟ ଅପରାଜିତା
ଭୁବନେଶ୍ୱର,୭।୫(ସ୍ପୋଟର୍ସ ବ୍ୟୁରୋ): ସର୍ବଭାରତୀୟ ଚେସ୍ ସଂଘ ଫେୟାର ପ୍ଲେ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଚେସ୍ ଖେଳାଳି ଓ ଆର୍ବିଟର ଅପରାଜିତା ଗୋଛିକାର। ସର୍ବଭାରତୀୟ ଚେସ୍ ଫେଡେରେଶନ ପକ୍ଷରୁ ଗଠିତ ଏହି କମିଟିରେ ଅପରାଜିତାଙ୍କ…
‘ସୁପ୍ରିମକୋର୍ଟ କେବଳ ତିଲକ ମାର୍ଗର ନୁହେଁ, ଦେଶର ସର୍ବୋଚ୍ଚ ଅଦାଲତ’, ସିଜେଆଇ
ନୂଆଦିଲ୍ଲୀ,୭।୫: ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସୁପ୍ରିମକୋର୍ଟ କୌଣସି ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ଏହା ସମ୍ପୂର୍ଣ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିଶ ଚନ୍ଦ୍ରଚୂଡ ଓଡ଼ିଶାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ରାଜ୍ୟରେ ଦକ୍ଷିଣ ଓ…
ଦାମୀ ବହି
ଦ କୋଡେକ୍ସ ଲିସେଷ୍ଟର: ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍ ଜର୍ନଲ ଅଟେ। ଏହା ‘କୋଡେକ୍ସ ହାମର୍’ ନାମରେ ବି ପରିଚିତ। ଏଥିରେ ୭୨ ପୃଷ୍ଠା ଅଛି। ଏହା ଲିଓନାର୍ଡୋ ଦା…
ଅନ୍ଏକାଡେମିରେ ଯୋଗଦେଲେ ଅଭେଦ
ନୂଆଦିଲ୍ଲୀ,୭।୫: ଦେଶର ସର୍ବବୃହତ୍ ଲର୍ନି ପ୍ଲାଟ୍ଫର୍ମ ଅନ୍ଏକାଡେମିରେ ବରିଷ୍ଠ ଏବଂ ଅଭିଜ୍ଞ ୟୁପିଏସ୍ସି ଶିକ୍ଷାବିତ୍ ଅଭାଦ୍ ଓଝା ନିକଟରେ ଉପସଭାପତି ୟୁପିଏସ୍ସି ପରୀକ୍ଷା ଭାବେ ପ୍ଲାଟ୍ଫର୍ମରେ ଯୋଗଦେଇଛନ୍ତି। ଏପରିକି ନୂଆଦିଲ୍ଲୀର ଅନ୍ଏକାଡେମି ସେଣ୍ଟରଠାରେ ଅଭାଦ୍ ୟୁପିଏସ୍ସି ପାଇଁ ଶିକ୍ଷାଦାନ କରିବେ। ବିଶେଷକରି…
Archives


