ଯୁଦ୍ଧ ବନ୍ଦ କରିବାକୁ ଇରାନ ବାରମ୍ବାର କରୁଛି ଫୋନ, ହେଲେ ରାଜି ହେଉନାହାଁନ୍ତି ଟ୍ରମ୍ପ! ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି…
ଓ୍ବାଶିଂଟନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରବଳ ସାମରିକ କ୍ଷତି ସହିବା ପରେ, ଇରାନ ଏବେ ଆଲୋଚନା କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲୀ ସେନା ତେହେରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ…
ଓଭର ବ୍ରିଜ୍ ତଳୁ ମିଳିଲା ଲାଇନ୍ମ୍ୟାନଙ୍କ ମୃତଦେହ, ସ୍କୁଟରରେ ବସିଥିବା ଅବସ୍ଥାରେ…
କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଦ୍ୟୁତ୍ ବିଭାଗ (ଟାଟା ପାଓ୍ବାର)ରେ କାର୍ଯ୍ୟ କରୁଥିବା ଲାଇନ୍ମ୍ୟାନ୍ଙ୍କ ମୃତଦେହ ଆଜି କେନ୍ଦୁଝର ଟାଉନ, ସାମଲ ଅଟୋ ଓଭର ବ୍ରିଜ୍ ନିକଟରୁ ଉଦ୍ଧାର ହୋଇଛି। ସ୍କୁଟରରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତି…
ହୃଦୟ ଜିତିଲେ ଜୟ ଶାହା, ଯୁଦ୍ଧ ଯୋଗୁ ଭାରତରେ ଫସି ରହିଥିବା ବିଦେଶୀ ଦଳକୁ…
ନୂଆଦିଲ୍ଲୀ,୬।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଫାଇନାଲ ମ୍ୟାଚ ବାକି ଅଛି, ନ୍ୟୁଜିଲାଣ୍ଡ ଏବଂ ଭାରତ ମାର୍ଚ୍ଚ ୮ ତାରିଖରେ ଖେଳିବାକୁ ଯାଉଛି। ସୁପର ୮ ରାଉଣ୍ଡରେ ଭାରତଠାରୁ ହାରିବା ପରେ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିବା ୱେଷ୍ଟଇଣ୍ଡିଜ…
ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ବିଶେଷଜ୍ଞଙ୍କ ଭୟଙ୍କର ଭବିଷ୍ୟବାଣୀ, ୫ହଜାର କୋଟି ଟଙ୍କର କ୍ଷତି ସହିଲାଣି ଫାର୍ମା କମ୍ପାନୀ!
ନୂଆଦିଲ୍ଲୀ,୬।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଏସିଆରେ ଅଶାନ୍ତି ସୃଷ୍ଟି କରିଛି, ଯାହା ଆମଦାନୀ ଏବଂ ରପ୍ତାନି ଉପରେ ସର୍ବାଧିକ ପ୍ରଭାବ ପକାଇପାରେ। ଇରାନ ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ…
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ, ତା’ପରେ ଯାହା ହେଲା…
ଲକ୍ଷ୍ନୌ ,୬।୩: ରେଲଓ୍ବେରେ ଅସୁସ୍ଥତା ଛୁଟି ମନା କରିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌ ରେଳ ଡିଭିଜନ ମଧ୍ୟରେ ଏହି ଘଟଣା ଘଟିଛି, ଯେଉଁଠାରେ ଜଣେ ଲୋକୋ ପାଇଲଟ ପାଇଲ୍ସ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଛୁଟି ଦିଆଯାଇନଥିଲା।…
ଖାମେନେଇଙ୍କ ମୃତ୍ୟୁକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ୩ ମାସ ପୂର୍ବରୁ ଏମିତି ଯୋଜନା କରିଥିଲା ଇସ୍ରାଏଲ
ଜେରୁଜେଲମ,୬।୩: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଶୁକ୍ରବାର ଏକ ସାକ୍ଷାତକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ବହୁ ପୂର୍ବରୁ ରଚନା କରାଯାଇଥିଲା। ଗତ…
ରାମଚଣ୍ଡୀ ପାହାଡ଼ରେ ଅଚାନକ ଲାଗିଲା ନିଆଁ : ଜୀବଜନ୍ତୁ ଆତଙ୍କିତ
ଗଞ୍ଜାମ,୬।୩: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପାଦ ଦେଶରେ ଗତକାଲି ପୂର୍ବାହ୍ନ ସମୟରେ ନିଆଁ ଲାଗି ଯାଇଥିଲା । ଶୁଖିଲା ପତ୍ର ଓ ପବନ…
ନୂଆ ଦଳ ଗଢିବେ କବିତା, କଲେ ବଡ଼ ଘୋଷଣା
ହାଇଦ୍ରାବାଦ,୬।୩: ଭାରତ ରାଷ୍ଟ୍ର ସମିତିର ପୂର୍ବତନ ସଦସ୍ୟ ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ତେଲଙ୍ଗାନାରେ ଏକ ନୂତନ ଦଳ ଗଠନ କରୁଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଏବଂ ପୂର୍ବତନ ଦିଲ୍ଲୀ…
ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ଟ୍ରେନରେ ହୃଦଘାତ…..
କୋରାପୁଟ,୬।୩(ଅମିତାଭ ବେହେରା): ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।…
ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ
ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ୨ ଜଣ ହେଲେ ଭାପୁର…
ଖୁସିରେ ଏମିତି ଡେଇଁଲେ ସାକ୍ଷୀ, ସମ୍ଭାଳିଲେ ଧୋନୀ: ଦେଖନ୍ତୁ Video
ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ମୁମ୍ବାଇର ୱାଙ୍ଖେଡେ…
ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା…..
ରାଉରକେଲା,୬।୩(ସଂଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମିଲ ୟୁପି ସ୍କୁଲ ଛକ ନିକଟରେ ପଡ଼ି ରହିଛି ଯୁବତୀଙ୍କ ମୃତଦେହ । ଶୁକ୍ରବାର ସକାଳ ୬ଟାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବତୀଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା…
Archives


