ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନିୟମିତ ନେଇ ଏସ୍ଓପି ଜାରି
ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ନିଯୁକ୍ତି ନିୟମିତ କରାଯିବା ନେଇ ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏନେଇ ସ୍ବତନ୍ତ୍ର ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…
ସ୍ମାର୍ଟ ସ୍କୁଲ ସିଲିଂରୁ ଖସିଲା ପ୍ଲାଷ୍ଟର
ଗୋପ,୨୩।୬(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହିତ ଅଧ୍ୟୟନରତ ଛାତ୍ରୀଛାତ୍ର କିପରି ଶୃଙ୍ଖଳିତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଶିକ୍ଷା ଲାଭ କରିବେ, ସେଥିପାଇଁ ସ୍ମାର୍ଟ ସ୍କୁଲ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କଲେ। ଏହି ଯୋଜନାରେ ଗୋପ ବ୍ଲକର ଅଧିକାଂଶ…
ମୋଦିଙ୍କ ସହ ସଂଖ୍ୟାଲଘୁଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ: ଓବାମା
ଓ୍ବାଶିଂଟନ,୨୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତରେ ସଂଖ୍ୟା ଲଘୁଙ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି,ଯଦି ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ଦିଆ ନ ଗଲା ତେବେ ଭାରତ ଭାଙ୍ଗିଯାଇ ପାରେ ବା ବିଭାଜିତ…
୭୫ ବର୍ଷ ପୂର୍ତ୍ତିରେ ଭାଗନେବେ ୫୦ ଲକ୍ଷ
ଆଥ୍ଲେଟମାନଙ୍କ ମଧ୍ୟରେ କ୍ରୀଡା ଭାବନା ସୃଷ୍ଟି କରିବା ଦିଗରେ ଅଲିମ୍ପିକ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୪୮ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ…
୫୪ ଜଣିଆ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ, ୨୩ା୬: ଭାରତୀୟ ଆଥ୍ଲେଟିକ୍ ମହାସଂଘ ପକ୍ଷରୁ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିୟନଶିପ୍ ପାଇଁ ୫୪ ଜଣିଆ ଦଳ ଘୋଷଣା କରାଯାଇଛି। ଜୁଲାଇ ୧୨-୧୬ ତାରିଖ ମଧ୍ୟରେ ବ୍ୟାଙ୍କକରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଚଳିତ ସିଜନର ବିଭିନ୍ନ ଟୁର୍ନାମେଣ୍ଟର ପ୍ରଦର୍ଶନକୁ ଦୃଷ୍ଟିରେ…
୫-ଟିରେ ସାମିଲ ହେଲା ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ
ଖଣ୍ଡପଡ଼ା,୨୩ା୬(ଅଜୟ କୁମାର ମହାରଣା): ରାଜ୍ୟରେ ଥିବା ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ଏହି କ୍ରମରେ ଖଣ୍ଡପଡ଼ା ବ୍ଲକ ଅଧୀନ ଗୁଣ୍ଠୁଣି ପଞ୍ଚାୟତସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ…
‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍ରେ ଅଟଳ କହିଲେ…
କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଗୁରୁବାର ନେପାଳର କୋର୍ଟ ‘ଆଦିପୁରୁଷ’ ସମେତ ହିନ୍ଦୀ…
ମଣିଖମ୍ବ ନିର୍ମାଣ ଆରମ୍ଭ
ଖଣ୍ଡପଡ଼ା,୨୩ା୬(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ କ୍ଷେତ୍ର ସର୍ବଜନବିଦିତ। ଏ ପୀଠର ବିକାଶ ନିମନ୍ତେ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଅର୍ଥ ଗତ ଜୁଲାଇ ମାସରେ ମଞ୍ଜୁର କରିଥିଲେ। ସମ୍ପ୍ରତି ଉକ୍ତ ପ୍ରକଳ୍ପର…
ମୁକେଶ ଅମ୍ବାନୀଙ୍କ ଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ମୋଦି-ବାଇଡେନଙ୍କ ଡିନରରେ ହୋଇଥିଲେ ସାମିଲ
ଓ୍ବାଶିଂଟନ,୨୩।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ଷ୍ଟେଟ ଡିନର’ରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ରାତ୍ରୀ ଭୋଜନରେ…
ରାହୁଲଙ୍କୁ ‘ଦେବଦାସ’ ସହ ତୁଳନା କଲା ଭାଜପା
ନୂଆଦିଲ୍ଲୀ,୨୩।୬: ବିହାରରେ ବିରୋଧି ଦଳର ଏକତା ବୈଠକକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଲଗାତାର ପୋଷ୍ଟର ମାଧ୍ୟମରେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ଚାଲିଛି। ଏବେ ଭାଜପା ରାହୁଲ ଗାନ୍ଧୀଙ୍କ ତୁଳନା ‘ଦେବଦାସ’ ସହ କରିଛି। ସୂଚନାଯୋଗ୍ୟ, ବିରୋଧି ଦଳର ବୈଠକ…
ବିରୋଧୀଙ୍କ ଗୁପ୍ତ ଏଜେଣ୍ଡା ସମ୍ପର୍କରେ କହିଲା ଭାଜପା
ପାଟନା,୨୩।୬: ବିରୋଧୀ ଏକତା ସମ୍ପର୍କରେ ଆଜି ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳର ଏହି ବିଶାଳ ସମାବେଶରେ ଝାଖଣ୍ଡର ଭାଜପା ନେତା ବାବୁଲାଲ ମାରାଣ୍ଡି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାଟନାରେ ଅନୁଷ୍ଠିତ ହେବାକୁ…
ନୀତୀଶଙ୍କ ବରଯାତ୍ରୀର ବର କିଏ? ବିରୋଧୀ ଦଳ ବୈଠକ ପୂର୍ବରୁ ଭାଜପାର କଟାକ୍ଷ
ନୂଆଦିଲ୍ଲୀ, ୨୩।୬: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତ୍ୟେକ ଥର ଭଳି ବିରୋଧୀ ମଧ୍ୟ ଏଥର ଏକୀକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ…
Archives


