Home Left

କୋବ୍ରା ବାଟାଲିୟନର ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ,୧୫।୫(ସ୍ବ.ପ୍ର.): କୋରାପୁଟସ୍ଥିତ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ୨୦୨ କୋବ୍ରା ବାଟାଲିୟନ ପକ୍ଷରୁ ‘ଭାଇବ୍ରାଣ୍ଟ ଟ୍ରାଇବ’ ଉପରେ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ୨୦୨ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ବୃନୋ ଏ.ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ୨୪୧…

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଲା ବିମାନ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଦୁବାଇରୁ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ୧୭୦ ଜଣ ଯାତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ…

ଇମ୍ରାନ ଖାଁଙ୍କୁ ମୁକୁଳାଇଥିବା ଚିଫ ଜଷ୍ଟିସଙ୍କୁ ହଟାଇବାକୁ ଯୋଜନା, ସଂସଦରେ ଆଗତ ହେବ ନିନ୍ଦା ପ୍ରସ୍ତାବ

ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ପିଡିଏମ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି। ପିଡିଏମ ସମର୍ଥକ ସୁପ୍ରିମକୋର୍ଟଙ୍କୁ ବି…

ଦମ୍ପତିଙ୍କୁ ଗୁଳିମାରି ଫେରାର ହେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୧୫।୫(ଡି.ଏନ୍.ଏ.): ସୁନ୍ଦରଗଡ କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳିମାଡରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ସ୍ବାମୀ ହେଲେ ବସନ୍ତ ବାରା। ଚିକିତ୍ସାପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ…

ଦିଲ୍ଲୀ ଗଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର ରହିଛନ୍ତି। ଏହି ସମୟରେ ହାଇକମାଣ୍ଡଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ସିଦ୍ଦାରାମାୟା। କିନ୍ତୁ…

ଡାଲି ବ୍ୟବସାୟୀ ଫାରୁକ୍‌ ହତ୍ୟା ମାମଲା : ଡି-ବ୍ରଦର୍ସ ନିର୍ଦ୍ଦୋଷରେ ଖଲାସ

କଟକ ଅଫିସ,୧୫।୫: କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍‌ ଫାରୁକ ହତ୍ୟା ମାମଲାରେ ଡି-ବ୍ରଦର୍ସ ସୋମବାର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ତାଙ୍କ ସହଯୋଗୀ ଆରିଫ ଖାଁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।…

ଗହଣା ଶୋ’ରୁମରେ ବଡ଼ ଧରଣର ଡକାୟତି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଯାଜପୁର ଜିଲା ବ୍ୟାସନଗର ବଜାରରେ ଥିବା ଏକ ‘ସେନ୍‌କୋ’ ଗହଣା ଶୋ’ ରୁମରେ ବଡ଼ ଧରଣର ଲୁଟ୍‌ ହୋଇଛି। ସୋମବାର କର୍ମଚାରୀଙ୍କୁ ମାଡ ମାରି ୭ ଡକାୟତ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା…

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ଓ୍ବାନଖେଡେଙ୍କ ବିରୋଧରେ ସିବିଆଇ ପ୍ରକାଶ କଲା ବହୁତ ବଡ ତଥ୍ୟ

ନୂଆଦିଲ୍ଲୀ,୧୫।୫: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସିବିଆଇ ପକ୍ଷରୁ ବହୁତ ବଡ ତଥ୍ୟ ଦିଆଯାଇଛି। ସିବିଆଇ କହିଛି କି ଆର୍ଯ୍ୟନ ଖାଁଙ୍କ ପରିବାରଠାରୁ ୨୫ କୋଟି ଟଙ୍କା ଆଦାୟ କରିବାର ଯୋଜନା କରାଯାଇଥିଲା। ଏବେ ଏହି ମାମଲାରେ ସାକ୍ଷୀ ଥିବା କେପି…

ଦୁର୍ଘଟଣାର ଶିକାର ହେଲେ ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ଆସିଛି। ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା। ସୋସିଆଲ ମିଡିଆରେ ତାଙ୍କ ଦୁର୍ଘଟଣାର ଖବର ଦ୍ରୁତ ଗତିରେ ପ୍ରଚାର ହୋଇଯାଇଛି। ଏହାରି…

ମୁଁ କୌଣସି ପଦବୀରେ ରୁହେ କି ନ ରୁହେ କିନ୍ତୁ… ପଦଯାତ୍ରାର ଶେଷ ଦିନରେ ଏଭଳି କହିଲେ ପାଇଲଟ

ଜୟପୁର,୧୫।୫: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଏହି ଯାତ୍ରାର ପଞ୍ଚମ ତଥା ଶେଷ ଦିନ ଥିଲା। ଏହି ସମୟରେ ପାଇଲଯ କହିଛନ୍ତି, ମୋର କାର୍ଯ୍ୟ କରିବାର ପଦ୍ଧତି ଏବଂ ନିଷ୍ଠା ଉପରେ…

ରାଜସ୍ଥାନ ବିପକ୍ଷ ଐତିହାସିକ ବିଜୟ ପରେ ମ୍ୟାକ୍ସୱେଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୫।୫: ଆଇପିଏଲ ୨୦୨୩ର ୬୦ତମ ମ୍ୟାଚ ରବିବାର ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଛି। ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଆରସିବି…

କାନ୍ସ ରେଡ କାର୍ପେଟରେ ଏଥର ଆସିବେ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ମେ’ ୧୬, ୨୦୨୩ରେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ବିଶ୍ୱରୁ ବହୁ କଳାକାର ଏଥିରେ ଯୋଗଦେବେ। କାନ୍ସ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri