Home Left

ତୋଟାରୁ ମିଳିଲା ନରକଙ୍କାଳ

ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…

ଟ୍ରେନ୍‌ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ…

ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା।…

ଘରେ ବୁଢ଼ିଆଣୀ ଜାଲ ଅଛି କି?

  ଘରକୁ କିଛିଦିନ ସଫାସୁତୁରା ନ କଲେ ଘରେ ଧୂଳିମଳି ଜମିବା ସହ କାନ୍ଥରେ ବୁଢ଼ିଆଣୀ ଜାଲ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ବି ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ପ୍ରଥମତଃ ଘରେ ନକାରାତ୍ମକ ଊର୍ଜାର…

ଖବରଦାତାଙ୍କୁ ହତ୍ୟାଧମକ ଘଟଣା:ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ କର୍ମକର୍ତ୍ତା

ବେହେରା, ୩୦।୯(ଭୂପେଶ ତିୱାରୀ)-ଏକ ଦୈନିକ ଖବର କାଗଜର କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦେଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶୁକ୍ରବାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ…

ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ, ଭିଡିଓ ଦେଖିଲେ…

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ପଶୁମାନେ କଦାପି ପ୍ରତାରଣା କରନ୍ତି ନାହିଁ। ଥରେ ସେମାନେ ପ୍ରେମରେ ପଡ଼ିଲେ, ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ। ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ…

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼…

ଟାଇଗର-୩ ପାଇଁ ସଲମାନଙ୍କ ପାରିଶ୍ରମିକ ୧୦୦ କୋଟିରୁ ଅଧିକ, କ୍ୟାଟରିନାଙ୍କର ୨୧ କୋଟି…

ମୁମ୍ବାଇ : ଏବେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର -୩’ ରେ ବହୁତ ବ୍ୟସ୍ତ ଅଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଥିଲା, ଯାହା ପ୍ରଶଂସକଙ୍କଠାରୁ…

ହସ୍ପିଟାଲ ଫାଟକ ବାହାରେ ନାବାଳିକା ମୃତ୍ୟୁ ମାମଲା: ସିଲ୍‌ ହେଲା ହସ୍ପିଟାଲ

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶ ମୈନପୁରୀସ୍ଥିତ ଏକ ହସ୍ପିଟାଲରେ ଦୁଃଖଦ ଘଟଣା ଘଟିଛି। ଦୁଇଦିନ ଚିକିତ୍ସା ପରେ ହସ୍ପିଟାଲ କର୍ମଚାରୀ ଜଣେ ୧୭ ବର୍ଷୀୟା ଅସୁସ୍ଥ ନାବାଳିକାଙ୍କୁ ତଡ଼ିଦେବା ପରେ ଫାଟକ ବାହାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ କର୍ତ୍ତୃପକ୍ଷ ମୈନପୁରୀର ଘିରୋର…

ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…

ବମ୍ବେ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଗୌରୀଙ୍କୁ ହୃଦୟ ଦେଇ ବସିଥିଲେ ଶାହାରୁଖ।…

ମୃତ୍ୟୁ ପରେ ଆଇନଷ୍ଟାଇନଙ୍କ ମସ୍ତିଷ୍କର କ’ଣ ହୋଇଥିଲା? ଜାଣିଲେ ଚକିତ ହେବେ…

୧୯୫୫ ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ମସ୍ତିଷ୍କ ଚୋରାଇ ନିଆଯାଇଥିଲା। ଜାଣନ୍ତି ପୁରା ଘଟଣା। ଆଇନଷ୍ଟାଇନ୍‌ଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୋଷ୍ଟମର୍ଟମ କରୁଥିବା…

ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?