ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ
କଟକ ଅଫିସ,୨୨ା୫: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟରେ ବିଚାରାଧୀନ କିମ୍ବା ଫଇସଲା ହୋଇଥିବା ମାମଲାରେ ନିୟମିତ ବା ଆଗୁଆ ଜାମିନ ଆବେଦନ ଏକା…
ସୀମାନ୍ତରୁ ଗିରଫ ହେଲେ ୩ ମାଓବାଦୀ
ମାଲକାନଗିରି,୨୧ା୫ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାର ଏକ ଜଙ୍ଗଲରେ କୋମ୍ବିଂ ଅପରେଶନ ବେଳେ ପୋଲିସ ୩ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିକ ଆଞ୍ଚଳା, ରମେଶ ପୁନେମ୍ ଓ ପୁନାଠ ରାମ । ସାଲିକ ଓ…
ଫଡି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ଅମରପାଲି,୨୧ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନ ବଡବର୍ଡାକଟା କେନ୍ଦୁପତ୍ର ଫଡି ଘରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ରବିବାର…
ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ସମ୍ବଲପୁର,୨୧ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲିଥାନା ସୁନାପାଲି ଗଅନ୍ତିଆପଡାରେ ଏକ ଘରୁ ମା’ ସାଜିଆ ପରବିନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ଘଟଣାରେ ରବିବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତର ପ୍ରଦେଶ ବଲରାମପୁର ନଗର କଟୱାଲିର…
ପିଏଲ୍ଏଫ୍ଆଇ ମୁଖ୍ୟ ଗିରଫ
ରାଞ୍ଚି,୨୧ା୫: ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ସଂଗଠନର ମୁଖ୍ୟ ଦିନେଶ ଗୋପଙ୍କୁ ନେପାଳରୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଏନ୍ଆଇଏ ଏବଂ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ…
କାର୍ ରେସିଂ ଶୋରେ ଗୁଳିକାଣ୍ଡ: ଚାଲିଗଲା ୧୦ ଜୀବନ
ମେକ୍ସିକୋ ସିଟି,୨୧ା୫: ଉତ୍ତର ମେକ୍ସିକୋର ବାଜା କାଲିଫର୍ନିଆରେ ଶନିବାର ଗୁଳିକାଣ୍ଡ ଘଟି ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଏନ୍ସେନାଡା ସହରର ସାନ୍ ଭିସେଣ୍ଟରେ କାର୍ ରେସିଂ ଶୋ’ ଚାଲିଥିବା ବେଳେ ଏହି…
ମହିଳା ଏଏସ୍ଆଇଙ୍କୁ ହତ୍ୟା ଉଦ୍ୟମ, ଗିରଫ ହେଲେ ସ୍ବାମୀ
ବ୍ରହ୍ମପୁର ଅଫିସ,୨୧ା୫: ଜଣେ ମହିଳା ଏଏସ୍ଆଇଙ୍କୁ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଶ୍ରୀରାମନଗର ତୃତୀୟ ଲାଇନର ରମେଶ ଚନ୍ଦ୍ର ସାହୁ (୪୭)। ଏନେଇ ପୋଲିସ…
କାତାର ଷ୍ଟାର ଲିଗ୍ ପାଇଁ ପ୍ରବୀଣ ମନୋନୀତ
ରାଉରକେଲା ଅଫିସ,୨୧l୫: ରାଉରକେଲା ସନ୍ନିକଟ ଝିରପାଣି ପଞ୍ଚାୟତର ପ୍ରତିଭାବାନ ଫୁଟବଲ ଖେଳାଳି ପ୍ରବୀଣ ତିଗା କାତାର ଷ୍ଟାର ଫୁଟବଲ ଲିଗ୍ରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇଛନ୍ତି। ଏହି ଅବସରରେ ରବିବାର ସରପଞ୍ଚ ଅଜିତ ତିର୍କୀ ଓ ଅନ୍ୟମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।…
ଜୁଆ ଖେଳରେ ସ୍ତ୍ରୀଙ୍କୁ ବାଜି ରଖି ହାରିଲେ ସ୍ବାମୀ…
ମିରଟ,୨୧।୫ : ମଣିଷ ହୁଏତ ଆଜି ଚନ୍ଦ୍ରରେ ପହଞ୍ଚିସାରିଛି, କିନ୍ତୁ ଏବେ ବି ମହିଳା ନିର୍ଯାତନା କମି ନାହିଁ। ଏହାର ଏକ ସଦ୍ୟତମ ମାମଲା ଉତ୍ତରପ୍ରଦେଶର ମିରଟ ଜିଲାରେ ଘଟିଛି। ଜଣେ ନିଶାସକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଜୁଆ ଖେଳରେ ବାଜି…
କାନ୍ସରେ ଗ୍ଲାମରର ତଡକା ଲଗାଇଲେ ଡାୟନା
ମୁମ୍ବାଇ: ମେ’ ୧୬ରେ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ। ରେଡ କାର୍ପେଟରେ ହସିନାଙ୍କ ଜଲଓ୍ବ୍ା ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ସାରା ଅଲି ଖାଁ, ଉର୍ବଶି ରୌତେଲା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ମୃଣାଳ ଠାକୁରଙ୍କ…
ଯାତ୍ରୀଙ୍କୁ ମିଳୁନି ବସ୍ ଟିକେଟ, ପଥହୁଡ଼ି ଭୋଗୁଛନ୍ତି ହୀନସ୍ତା
ଆନନ୍ଦପୁର,୨୧ା୫(ସ୍ବ.ପ୍ର.): ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ବ୍ରିଜଛକ ନିକଟରେ ଜଣେ ଯାତ୍ରୀ ପଥହୁଡ଼ି କ୍ୟାବିନ ତଳେ ଆଶ୍ରୟ ନେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି। ଯାତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯିବା ପରେ ବସର କଣ୍ଡକ୍ଟର ତାଙ୍କ ପାଖରୁ ଦୁଇ…
ସାଉଥ ଅଭିନେତାଙ୍କ ସହ କାମ କରିବେ ଶ୍ରଦ୍ଧା କପୁର
ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଶ୍ରଦ୍ଧା କପୁର ସବୁବେଳେ ତାଙ୍କ ଆକ୍ଟିଂକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ଶ୍ରଦ୍ଧା ରବିବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି। ଏହା କୌଣସି ମୁଭିର ଟିଜର ଭଳି ମନେ ହେଉଛି। ଭିଡିଓରେ ଶ୍ରଦ୍ଧା କପୁର…
Archives


