ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ
ଭୁବନେଶ୍ୱର, ୭।୧୦: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଓୟାର ରଡ୍’ ରେଞ୍ଜର ଆନୁଷ୍ଠାନିକ ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଉତ୍ପାଦକ ଟି୪, ଏଏଲ୍୫୯ ଓ ୮ଏକ୍ସଏକ୍ସଏକ୍ସ ସିରିଜକୁ ସର୍ବଭାରତୀୟ…
ନବଜାତକଙ୍କ ଫୁଟ୍ ପ୍ରିଣ୍ଟ୍ ନିଆଯିବା ସହ ଟ୍ୟାଗ୍ ଲଗାଯିବ
ଭୁବନେଶ୍ୱର, ୭।୧୦(ଅସମାପିକା ସାହୁ): କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡିଏନ୍ଏ ରିପୋର୍ଟ ଆସିବା ପରେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏଭଳି…
ଅକ୍ଟୋବର ୮ରୁ ଜିଓ ଉତ୍ସବ
ଭୁବନେଶ୍ୱର, ୭।୧୦: ରିଲାଏନ୍ସ ରିଟେଲର ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ଜିଓ ମାର୍ଟର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ସ୍ବତନ୍ତ୍ର ‘ଜିଓ ଉତ୍ସବ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉତ୍ସବ ୨୦୨୩ ଅକ୍ଟୋବର ୮ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଏପରିକି…
ସିଟ୍ରୋନ୍ର ଅଲ୍ ନ୍ୟୁ ସି୩ ଏୟାରକ୍ରସ୍ ଏସ୍ୟୁଭି ଉନ୍ମୋଚିତ
ଭୁବନେଶ୍ୱର,୭।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ତଥା ଫ୍ରେଞ୍ଚ କାର୍ ନିର୍ମାତା ସିଟ୍ରୋନ୍ର ବହୁ ପ୍ରତୀକ୍ଷିତ ସି ୩ ଏୟାରକ୍ରସ୍ ଏସ୍ୟୁଭିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍ ଏସ୍ୟୁଭିରେ ୯୦%ରୁ…
ଗଣତନ୍ତ୍ର ଏବେ ରଣତନ୍ତ୍ର ପାଲଟିଛି
ଢେଙ୍କାନାଳ,୭ା୧୦ (ରତନ ନାୟାର): ଗଣତନ୍ତ୍ର ଏବେ ରଣତନ୍ତ୍ର, ଜଣତନ୍ତ୍ର ଓ ଭୋଗତନ୍ତ୍ରରେ ପରିଣତ ହେଲାଣି। ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ”ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି“ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି…
ଲୁଇସ ଫିଲିପ୍ର ଲକ୍ଜୁରିୟସ ସ୍ନିକର ରେଞ୍ଜ
ଭୁବନେଶ୍ୱର, ୭।୧୦: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡ୍ର ଅଗ୍ରଣୀ ବ୍ରାଣ୍ଡ୍ ଲୁଇ ଫିଲିପ୍ର ନୂତନ ଉତ୍ପାଦ ତଥା ଲକ୍ଜୁରିୟସ୍ ସ୍ନିକର ରେଞ୍ଜର ଶୁଭାରମ୍ଭ ସହ ଲୁଇ ଫିଲିପ୍ ଉପତ୍ାଦ ପୋର୍ଟଫୋଲିର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି…
ସିକିମ୍ ବନ୍ୟାରେ ଏ ପର୍ଯ୍ୟନ୍ତ ୧୧ ସେନା କର୍ମଚାରୀଙ୍କ ସମେତ ୫୧ ଜଣଙ୍କର ମୃତ୍ୟୁ
ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୬ ଟି ମୃତଦେହ ସିକିମ୍ରେ ଏବଂ ୨୫ଟି ପଶ୍ଚିମବଙ୍ଗର ଜାଲପାଇଗୁଡି ଜିଲାର ବିଭିନ୍ନ ଅଞ୍ଚଳରୁ…
ରାହୁଲ ଗାନ୍ଧୀଙ୍କ ବିକୃତଚିତ୍ର ପ୍ରଦର୍ଶନ ବିରୋଧରେ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର, ୭।୧୦(ସୁନିତ୍ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶୁକ୍ରବାର ମୋଦି ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଛି। ଭାଜପା…
ଶେୟାର ବଜାରରେ ଉତ୍ସାହ
ଭୁବନେଶ୍ୱର, ୭।୧୦: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଶୁକ୍ରବାର…
ସିକିମ୍ରେ ଫସି ରହିଛନ୍ତି ନୀଳଗିରିର ସତ୍ୟସୁନ୍ଦର
ନୀଳଗିରି,୭ା୧୦(ପ୍ରଶାନ୍ତ ବିଶ୍ୱାଳ): ସିକିମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଯୁବ ଇଞ୍ଜିନିୟର ସତ୍ୟସୁନ୍ଦର ବାରିକ। ତାଙ୍କ ସହ ବିଭିନ୍ନ ରାଜ୍ୟର ଆଉ ୭ଜଣ ଯୁବକ ଷ୍ଟାଫ୍ କ୍ୱାର୍ଟର୍ସରେ ଫସି ରହିଛନ୍ତି। ଚାରିଆଡେ ଖାଲି ପାଣି…
ରାଜ୍ ଇଲେକ୍ଟ୍ରୋନିକ୍ସର ପାର୍ବଣ ଅଫର
ଭୁବନେଶ୍ୱର, ୭।୧୦: ରାଜ୍ୟର ୧ ନମ୍ବର ରିଟେଲ ଚେନ୍ ଷ୍ଟୋର ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ପାର୍ବଣ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସେଲିଂରେ ଆକର୍ଷଣୀୟ ୪୦% ପର୍ଯ୍ୟନ୍ତର ରିହାତି ଏବଂ ୨୦,୦୦୦ ଟଙ୍କା…
‘ରାଜ୍ୟକୁ ଉତ୍ସର୍ଗୀକୃତ ହେଲିକପ୍ଟର ଦିଆଯାଉ’
ଭୁବନେଶ୍ୱର,୭ା୧୦(ସୁନିତ୍ ମିଶ୍ର): ଓଡ଼ିଶାରେ ମାଓବାଦୀ ସମସ୍ୟାର ମୁକାବିଲା ନିମନ୍ତେ ଭାରତ ସରକାରଙ୍କ ସହାୟତା ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କିଛି ସମସ୍ୟା ଉପରେ ଭାରତ ସରକାରଙ୍କ…

