ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ
କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ତ୍ରୁଟି ସଂଶୋଧନ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର…
ବିଶ୍ୱସ୍ତରରେ ଭାରତ ଉପରେ ବିଶ୍ୱାସ ବଢ଼ିଛି: ଧର୍ମେନ୍ଦ୍ର
ଭୁବନେଶ୍ବର, ୫।୭(ସୁନିତ୍ ମିଶ୍ର): ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲେଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକ୍ହୋଲ୍ଡର ମାନଙ୍କୁ ଉଦ୍ୟମ କରିବା…
ଉଷୁନା ନୁହେଁ, ଅରୁଆ ନେବ ଏଫ୍ସିଆଇ
ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଉଷୁନା ବଦଳରେ ଅରୁଆ ଚାଉଳ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି। ଏ ସମସ୍ତ ଚାଉଳ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ…
ଆଜି ଆରଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ ଲାଲୁ
ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବୁଧବାର ଏହାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ପାଟନାରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ଦଳର ରାଜ୍ୟ…
ଥମୁନି ଫ୍ରାନ୍ସ ହିଂସା: ୨୪ ଘଣ୍ଟାରେ ୨୪ କୋଠା, ୧୬୦ ଗାଡି ପୋଡିଦେଲେ ବିକ୍ଷୋପକାରୀ
ପ୍ୟାରିସ, ୫।୭: ଫ୍ରାନ୍ସରେ ଜଣେ ନାବାଳକୁ ଟ୍ରାଫିକ ପୋଲିସ ଗୁଳି କରି ହତ୍ୟା କରିବା ଘଟଣାରେ ୭ ଦିନ ହେଲା ହିଂସା ଜାରି ରହିଛି। ଗୃହ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବିକ୍ଷୋପକାରୀମାନେ ୨୪ ଟି…
ବିଡବ୍ଲ୍ୟୁଏଫ୍ ର଼୍ୟାଙ୍କିଙ୍ଗ: ସିନ୍ଧୁ ୧୫କୁ ଖସିଲେ
ନୂଆଦିଲ୍ଲୀ, ୫ା୭(ପି.ଟି.): ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ୩ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ସିନ୍ଧୁ ଚଳିତବର୍ଷ ଏପ୍ରିଲରେ ଏଲିଟ୍ ଟପ୍ ୧୦ରୁ ବାଦ୍ ପଡ଼ିଛନ୍ତି।…
ଉପଅଧିନାୟିକା ରହିଲେ ଦୀପ୍ଗ୍ରେସ୍
ନୂଆଦିଲ୍ଲୀ, ୫ା୭ (ପି.ଟି.): ୟୁରୋପ ଗସ୍ତ ପାଇଁ ୨୦ ଜଣିଆ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳ ପ୍ରଥମେ ଜର୍ମାନୀରେ ମ୍ୟାଚ୍ ଖେଳିବା ସହିତ ସ୍ପେନ୍ରେ ଏକ ଚତୁଃରାଷ୍ଟ୍ରୀୟ ଟି୨୦ ଟୁର୍ନାମେଣ୍ଟ ଖେଳିବ। ଉଭୟ ଇଭେଣ୍ଟ…
‘ଦକ୍ଷତାକୁ ପରଖି ପରିଶ୍ରମ କଲେ ସଫଳତା ମିଳିଥାଏ’
ରାଉରକେଲା,୫ା୭(ଦିନେଶ ମିଶ୍ର): ”ବାପା କହୁଥିଲେ ମୁଁ କ୍ୟାଣ୍ଟିନ ଚଳାଇ ତୁମମାନଙ୍କୁ ପୋଷିବି ା ତୁ ରାଜ୍ୟ ଓ ଦେଶ ପାଇଁ ଯେଉଁ ଦିନ ଖେଳିବୁ ସେ ଦିନ ମୋ ସ୍ବପ୍ନ ପୂରଣ ହେବ। ବାପା ଦେଖିଥିବା ସ୍ବପ୍ନକୁ ମୁଁ ସାକାର କରିଛି“…
ରୋଜର ଫେଡେରରଙ୍କୁ ଷ୍ଟାଣ୍ଡିଂ ଓଭେଶନ
ଓ୍ବିମ୍ବେଲଡନ୍, ୫ା୭(ପି.ଟି.): ଓ୍ବିମ୍ବେଲଡନ୍ ଇତିହାସର ସଫଳତମ ଖେଳାଳି ରୋଜର ଫେଡେରରଙ୍କୁ ମିଳିଛି ଷ୍ଟାଣ୍ଡିଂ ଓଭେଶନ। ଅବସର ପରେ ପ୍ରଥମ ଥର ପାଇଁ ମ୍ୟାଚ୍ ଦେଖିବାକୁ ଅଲ ଇଂଲଣ୍ଡ ଟେନିସ୍ କ୍ଲବରେ ପହଞ୍ଚିଥିଲେ ଫେଡେରର। ସେ ପହଞ୍ଚିବା କ୍ଷଣି ସମସ୍ତ ଦର୍ଶକ ଛିଡା…
ଦ୍ୱିତୀୟ ରାଉଣ୍ଡରେ ଅଲକାରାଜ, ରିବାକିନା
ଓ୍ବିମ୍ବେଲଡନ୍, ୫ା୭ (ପି.ଟି.): ସର୍ବପୁରାତନ ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ଦ୍ୱିତୀୟ ଦିନରେ ବର୍ଷା କାରଣରୁ ଏକାଧିକ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି। ତେବେ ପୁରୁଷ ଟପ୍ ସିଡ୍ ଖେଳାଳି କାର୍ଲୋସ୍ ଅଲକାରାଜ ଗାର୍ଫିଆ, ଜାନିକ୍ ସିନ୍ନର ଓ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ…
ଭାରତ ଚାମ୍ପିୟନ
ବେଙ୍ଗାଲୁରୁ,୫।୭: ସାଫ୍ ଫୁଟବଲ ଚାମ୍ପିୟନଶିପ୍ର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ପେନାଲ୍ଟି ଶୁଟ୍ ଆଉଟ ୫-୪ ଗୋଲରେ କୁଏଟ୍କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିଥିଲା।…
ରାଉରକେଲା, ଭଦ୍ରକ ବିଜୟୀ
ଭୁବନେଶ୍ୱର, ୫।୭(ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ (ଫେଜ୍-୨)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଉରକେଲା ଓ ଭଦ୍ରକ ଦଳ ବିଜୟ ହାସଲ କରିଛି। କଟକର ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ରାଉରକେଲା…
Archives


