Home Left

ନିଷ୍ପତ୍ତିରେ ପରିବର୍ତ୍ତନ କଲା ୟୁଜିସି

ନୂଆଦିଲ୍ଲୀ,୫ା୭: ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌.ଡି ଜରୁରୀ ବୋଲି ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହି ପଦରେ ପ୍ରତ୍ୟକ୍ଷ ଭାବେ ଅବସ୍ଥାପିତ ହେବା ପାଇଁ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ(ଏନ୍‌ଇଟି), ଷ୍ଟେଟ୍‌ ଏଲିଜିବିଲିଟି ଟେଷ୍ଟ…

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍‌ ଗଲେ ପ୍ରେମିକ

କୋକସରା,୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ଗାଁର ଜଣେ ଯୁବତୀ ଓ ସେହି କମ୍ପାନୀରେ ସୋନପୁର ଜିଲା ଡୁଙ୍ଗରିପାଲି ଗାଁର ସୁମିତ ନାଏକ (୨୭) ମଧ୍ୟ କାମ କରୁଥିଲେ।…

ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା: ଆଉ ଜଣେ ଆଖିବୁଜିଲେ

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ନିକଟରେ ଏକ ବରଯାତ୍ରୀଙ୍କ ଉପରେ ଗତ ୨୮ ତାରିଖ ରାତିରେ ଏକ ୧୨ ଚକିଆ ଟ୍ରକ ମାଡ଼ିଯିବା ଘଟଣାରେ ବୁଧବାର ଆଉ ଜଣଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ

କୁଚିଣ୍ଡା,୫ା୭(ବିରଞ୍ଚି ଦର୍କା): ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଧୀନ ବଡମୁଣ୍ଡାଲୋଇ ଗ୍ରାମର ସଞ୍ଜୟ ବାଘ ଓରଫ ଘଁସିଆ(୪୦)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୫/୨୩) ରୁଜୁ କରି ବୁଧବାର ମୃତଦେହ ବ୍ୟବଚ୍ଛେଦ…

ପ୍ରେମିକ ସହ ଫେରାର ହୋଇଗଲେ ଝିଅ, ଜିଅଁନ୍ତା ଶୁଦ୍ଧି ହେଲେ ପରିବାର ଲୋକେ

ପାଟ୍‌ନା,୫ା୭: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି। ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା। ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏପରି ଘଟଣା ବିହାରର ପୁର୍ନିଆଠାରେ ଦେଖିବାକୁ ମିଳିଛି। ଝିଅଙ୍କ ପିତା ଏବଂ ଭାଇ…

ଅଲିମ୍ପିଆନ୍‌ ଟ୍ରିପଲ ଜମ୍ପର୍‌ ଆନା ଜୋସଙ୍କୁ ୩ ବର୍ଷ ବାସନ୍ଦ

ମୋନାକୋ,୫ା୭: ଡୋପିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଡୋମିନିକାନ୍‌ ରିପବ୍ଲିକର ଅଲିମ୍ପିକ୍ସ ଟ୍ରିପଲ ଜମ୍ପର୍‌ ଆନା ଜୋସ ଟିମାଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍‌ ପକ୍ଷରୁ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବିଶ୍ୱ…

ନୂଆ ରୂପରେ ବଡ଼ଘାଗରା

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅପୂର୍ବ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ଜଳପ୍ରପାତ ମଧ୍ୟରୁ ବଡ଼ଘାଗରା ଅନ୍ୟତମ। ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତଠାରୁ ମାତ୍ର ୫ କିମି ଦୂରରେ ଏବଂ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ବଣଜଙ୍ଗଲ…

ପ୍ରବୀଣଙ୍କୁ ଧକ୍କା ଦେଇଥିବା ଡ୍ରାଇଭର ଗିରଫ

ମିରଟ, ୫ା୭: ଏକ କାର ଦୁର୍ଘଟଣାରେ ଭାରତର ପୂର୍ବତନ କ୍ରିକେଟର ପ୍ରବୀଣ କୁମାର ଏବଂ ତାଙ୍କର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ଏସ୍‌ୟୁଭି କାର୍‌ରେ ପ୍ରବୀଣ ପୁଅଙ୍କ ସହିତ ପାଣ୍ଡବ ନଗରରୁ ଫେରୁଥିବା ବେଳେ କମିଶନର ଅଫିସ ସମ୍ମୁଖରେ ପଛ…

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅସନ୍ତୋଷ: ଚାଉଳ ଯାଞ୍ଚ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଡାଳମୁଣ୍ଡା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ମଙ୍ଗଳବାର  ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବା…

କଲରାପତରିଆ ବାଘ ଶିକାର କରି ୧୧ ଗିରଫ

ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର…

୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କଙ୍ଗନା…

ସେଲ୍‌ଫି ନେବା ବେଳେ ଏମିତି କହି ଟ୍ରୋଲ୍‌ ହେଲେ କପିଲ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ଆମେରିକା ଯାଇଛନ୍ତି। ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କପିଲ ଜଣେ ପ୍ରଶଂସକଙ୍କ ମୋବାଇଲ କ୍ୟାମେରାକୁ ପରିହାସ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri