Home Left

ୱି ପକ୍ଷରୁ ସୁପର ଡାଟା ପ୍ୟାକ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୬।୭: ଦେଶର ପ୍ରମୁଖ ଟେଲିକମ୍‌ ଅପରେଟର ୱି ପକ୍ଷରୁ ସୁପର ଡାଟା ପ୍ୟାକ୍‌ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ଡାଟାର ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ଘଣ୍ଟା ପିଛା ଓ ଦୈନିକ ବ୍ୟବହାର ପାଇଁ ସୁପର…

ଉତ୍କଳ ହସ୍ପିଟାଲର ପ୍ରଥମ ଏଥିକ୍ସ କମିଟି ବୈଠକ

ନୂଆଦିଲ୍ଲୀ,୬।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଲ୍ଟି ସ୍ପେଶାଲିଟି ହେଲଥ ୟୁନିଟ ଉତ୍କଳ ହସ୍ପିଟାଲ ଭୁବନେଶ୍ୱରର ପ୍ରଥମ ଏଥିକ୍ସ କମିଟିର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ଓ ଗବେଷଣା ବିଭାଗ ଦ୍ୱାରା ଅନୁମୋଦିତ ହେବା…

ସ୍ବାସ୍ଥ୍ୟକେନ୍ଦ୍ରରେ ହେଲ୍‌ମେଟ୍‌ ପିନ୍ଧି ବସିଲେ ଫାର୍ମାସିଷ୍ଟ

ଖପ୍ରାଖୋଲ,୬।୭(ଅଭୟ ତ୍ରିପାଠୀ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଭୟ ଦେଖାଦେଇଛି। ମଙ୍ଗଳବାର ରୋଗୀମାନେ ଡାକ୍ତରଙ୍କଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ବିତରଣ…

ଚନ୍ଦକାରୁ ଅପହରଣ, ଟିଟିଲାଗଡ଼ରେ ଠାବ

ବାରଙ୍ଗ(ଲିଙ୍ଗରାଜ ରାଉତ)/ଟିଟିଲାଗଡ଼,୬।୭(ଶରତ ମିଶ୍ର)ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ୨ଜଣ ଛାତ୍ର ନିଖୋଜ ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତଦନ୍ତ କରୁଥିବାବେଳେ ବୁଧବାର ଛାତ୍ରଦ୍ୱୟ…

ତବରେଜ ଅନସାରି ହତ୍ୟା ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଞ୍ଚି,୬।୭: ଝାଡ଼ଖଣ୍ଡରେ ୨୦୧୯ ଜୁନରେ ତବରେଜ ଅନସାରୀଙ୍କୁ କେତେଜଣ ଯୁବକ ପିଟି ପିଟି ହତ୍ୟା କରିବା ଘଟଣାରେ ଝାଡ଼ଖଣ୍ଡ ସେରାଇକେଲା ଖରସ୍ବାନ ଜିଲାର ଏକ କୋର୍ଟ ବୁଧବାର ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁନ୍‌ ୨୭ରେ ଆଡିଶନାଲ…

ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଂକ୍ରିଟ୍‌ ସେତୁ ଖୋଲିଲା

ଖୁଣ୍ଟୁଣୀ,୬।୭(ସଚ୍ଚିଦାନନ୍ଦ ପଣ୍ଡା)କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠକୁ ଯିବା ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ୍‌ ସେତୁ ବୁଧବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ଧବଳେଶ୍ୱର ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ…

ଜବାବ ମାଗିଲେ ହାଇକୋର୍ଟ

କଟକ,୬।୭ (କାର୍ତ୍ତିକ ସାହୁ)ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ୪ ପ୍ରତିପକ୍ଷଙ୍କୁ ହାଇକୋର୍ଟ ବୁଧବାର ନୋଟିସ ଜାରି କରିଛନ୍ତି। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ, ଆର୍କିଓଲୋଜିକାଲ ସର୍ଭେ…

ଖସିଲା ପଲସ୍ତରା: ୬ ଛାତ୍ରୀଛାତ୍ର ଆହତ, ଶିକ୍ଷୟିତ୍ରୀ ଗୁରୁତର

ବଇଣ୍ଡା,୬।୭(ପରିକ୍ଷିତ ସାହୁ)୫ ବର୍ଷ ହେଲା ଅଙ୍ଗନଓ୍ବାଡି ଛାତରୁ ପାଣି ଗଳୁଛି। କାନ୍ଥ ମଧ୍ୟ ଫାଟି ଯାଇଛି। ତେଣୁ ଏପରି ବିପଦପୂର୍ଣ୍ଣ କୋଠରିରେ କୁନି କୁନି ପିଲାଙ୍କୁ ନ ବସାଇବାକୁ ସତର୍କ କରିଥିଲେ ସରପଞ୍ଚ। ହେଲେ ଏଥିପ୍ରତି ସିଡିପିଓ କିମ୍ବା ବିଡିଓ କେହି…

୫-ଟି ସଚିବଙ୍କୁ ବିରୋଧ ବଢ଼ୁଛି

ବୌଦ୍ଧ,୬।୭(ଅଜିତ କୁମାର ବାରିକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକର ବିରୋଧ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୋନପୁର ଗସ୍ତବେଳେ ୫-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବାବେଳେ ବୁଧବାର ବୌଦ୍ଧରେ…

ପ୍ରାଣୀଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ଜରୁରୀ

ପ୍ରତିବର୍ଷ ଜୁଲାଇ ୬ରେ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ। ୧୮୮୫ ମସିହାରେ ଏହିଦିନ ଫ୍ରାନ୍ସର ଜୈବବିଜ୍ଞାନୀ ଲୁଇ ପାଶ୍ଚର ଜଳାତଙ୍କ ଟିକା ବିକଶିତ କରିଥିଲେ। ତାଙ୍କ କାର୍ଯ୍ୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଜୁନୋଜ ଦିବସ ପାଳନ କରାଯାଇଥାଏ।…

ପିଡିଏସ୍‌ ଚାଉଳ ଓଜନରେ ଠକେଇ

ରାଉରକେଲା,୫ା୭(ସଙ୍ଗୀତା ଜେନା): ପିଡିଏସ୍‌ ଚାଉଳ ଓଜନରେ ହେରଫେର କରାଯାଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି। କେନ୍ଦ୍ର ସରକାର ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ,…

ଝରକା ଭାଙ୍ଗି ସୁନା, ରୁପା ଅଳଙ୍କାର ଲୁଟ୍‌

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଝରକା ଗ୍ରିଲ ତାଡି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଏବଂ ଆସବାପତ୍ର ଲୁଟି ନେଇଥିବା ଜଣାପଡିଛି। ଏନେଇ ନିରାକାରପୁରସାହିର କୃଷ୍ଣଚନ୍ଦ୍ର ଶତପଥୀ ଥାନାରେ ଏକ ଅଭିଯୋଗ କରିଛନ୍ତି। ଶତପଥୀ ଦେଇଥିବା ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri