Home Left

ଜାତୀୟ ସିନେମା ଦିବସ ଅବସରରେ ପ୍ରଶଂସକଙ୍କୁ ଉପହାର ଦେଲେ ଶାହାରୁଖ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଯବାନର କ୍ରେଜ୍‌ କୌଣସି ପ୍ରକାରେ ହ୍ରାସ ପାଇନାହିଁ। ଏବେ ବି…

ଭାରତର ଏକମାତ୍ର ଭାଷା ଯାହାକୁ ଓଲଟାଇଲେ ଯେମିତି- ସିଧାରେ ସେମିତି, କୁହନ୍ତୁ ତ ନାମ

ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଅନେକ ଭାଷା ପ୍ରଚଳିତ ହେଉଛି। ଏହାର ସମ୍ବିଧାନରେ ୨୨ ଭାଷା ସାମିଲ ଅଛି। ଏହାଛଡ଼ା ଦେଶରେ ଅନେକ ଆଞ୍ଚଳିକ ଭାଷା ମଧ୍ୟ କୁହାଯାଉଛି। ସେଗୁଡ଼ିକମଧ୍ୟରୁ ଏଭଳି ଏକ ଭାଷା ରହିଛି ଯାହାକୁ ଓଲଟା ଦେଖିଲେ…

‘ବଲିଉଡ୍‌ରେ କାହିଁକି କେହି ବନ୍ଧୁ ନାହାନ୍ତି ବୋଲି କଙ୍ଗନାଙ୍କୁ ପଚାର’

ବମ୍ବେ: ନିଜର ରୋକଠୋକ କଥାକୁ ନେଇ ବିବାଦରେ ଅନେକ ବାର ଛନ୍ଦି ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନୂଆ ଫିଲ୍ମ ରିଲିଜ ହେଉ ଅଥବା ବଲିଉଡର ଅନ୍ୟ କଳାକାରଙ୍କୁ ସେ ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରି ନ ଥାନ୍ତି। ନିକଟରେ ସେ…

କନ୍ଦାଡୁଙ୍ଗରରେ ହାତୀପଲ ନଷ୍ଟ କଲେ ଧାନ, କପାଚାଷ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ବାଲ୍‌ସି ପଞ୍ଚାୟତର ବାଲ୍‌ସି ଗ୍ରାମ ନିକଟରେ ଥିବା କନ୍ଦାଡୁଙ୍ଗରରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ନର୍ଲା ଅଞ୍ଚଳରୁ ପ୍ରାୟ ୧୫ଟି ହାତୀ ଛୋଟବଡ଼ ହାତୀ ଆସି କନ୍ଦାଡୁଙ୍ଗର ଅଞ୍ଚଳରେ ଥିବା ଚାଷୀଙ୍କ କପା, ଧାନ,…

ରେକର୍ଡ ବିଷୟରେ ବେଶି ଭାବୁନାହିଁ, ବହୁତ ଦୂର ଯିବାକୁ ଅଛି: ରୋହିତ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମୁକାବିଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ମାରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ୮୪ ବଲ୍‌ରେ ୧୩୧ ରନ୍‌ର ଇନିଂସ ସହ ରୋହିତ ବିଶ୍ୱକପ୍‌ରେ ସର୍ବାଧିକ ଶତକ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା…

ଭିଡିଓ, ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଇମ୍ଫାଲ,୧୨।୧୦: ମଣିପୁରରେ ୫ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହି ସମୟରେ ହିଂସା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଥମେ ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଏବଂ ପରେ ଦୁଇଜଣ ମେତେଇ…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍‌ ୨୦୨୩ର ଦଶମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ…

ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର…

ଫର୍ଜି-୨: ପୁଣି ନକଲି ନୋଟ କାରବାର କରିବେ ଶାହିଦ…

ମୁମ୍ବାଇ : ଚଳିତ ବର୍ଷ ଚଳଚ୍ଚିତ୍ର ସହିତ ଅନେକ ୱେବ ସିରିଜ ଓଟିଟି ରେ ମଧ୍ୟ ରିଲିଜ ହେଉଛି। ଓଟିଟି ରେ ଅନେକ ୱେବ ସିରିଜ ଅଛି କିନ୍ତୁ କିଛି ୱେବ ସିରିଜ ଅଛି ଯାହା ସମସ୍ତଙ୍କ ହୃଦୟ ଏବଂ ମନରେ…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଯବାନ୍‌’

ଅଭିନେତା ଶାହାରୁଖ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ଯବାନ୍‌’ ବକ୍ସ ଅଫିସରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଫିଲ୍ମ ବକ୍ସ ଅଫିସରେ ୧୧୦୦ କୋଟିରୁ ଅଧିକ ଆୟ କରିଛି। ଏବେ ଏହି ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ…

ଆମ୍‌ଲେଟ୍‌ ଖାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର

ଦିଲ୍ଲୀର ଜଣେ ଷ୍ଟ୍ରିଟ ବିକ୍ରେତା ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗ୍ରାହକଙ୍କୁ ଏକ ବିରାଟ ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି। ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍‌ଲେଟ୍‌କୁ ଯିଏ ମାତ୍ର ୩୦…

୧୬ ବର୍ଷ ବୟସରେ ୧୦୦ କୋଟି ଟଙ୍କାର କମ୍ପାନୀ ଛିଡା କଲେ ଝିଅ: ଜାଣନ୍ତୁ କେମିତି

ପ୍ରାଞ୍ଜଲୀ ଅବସ୍ଥି, ବୟସ ମାତ୍ର ୧୬ ବର୍ଷ। ଏତେ କମ୍‌ ବୟସରେ ୧୦୦ କୋଟିଏ ଟଙ୍କାର କମ୍ପାନୀ ଛିଡା କରିଛନ୍ତି ସେ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଜାନୁଆରୀ ୨୦୨୨ରେ ପ୍ରାଞ୍ଜଲୀ ତାଙ୍କର ଷ୍ଟାର୍ଟଅପ ଆରମ୍ଭ କରିଥିଲେ, ଯାହାର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?