କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର
ଜି.ଉଦୟଗିରି,୧୨।୧୦(ଶିଶିର ପଟ୍ଟନାୟକ) ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ବ୍ରେକ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର ସୋନୁ ବିଶ୍ୱକର୍ମା (୨୮ ବର୍ଷ) ଟ୍ରକରେ ଚାପି ହୋଇ ରହିଯାଇଥିଲେ । ପୋଲିସ ଓ…
ରୋହିତ ଶର୍ମାଙ୍କୁ ଖାସ୍ ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ‘ୟୁନିଭର୍ସ ବସ୍’
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଏହି ଶତକ ସହ ସେ ‘ୟୁନିଭର୍ସ ବସ୍’ କୁହାଯାଉଥିବା କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ। ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ…
କ୍ରିକେଟ୍ରେ ଫୁଟବଲ୍ ତଡ୍କା ଲଗାଇଲେ ବୁମ୍ରା
ନୂଆଦିଲ୍ଲୀ,୧୨।୧୦: ୨୦୨୩ ବିଶ୍ୱକପର ୯ମ ମ୍ୟାଚରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଜଶପ୍ରୀତ ବୁମ୍ରା ଭାରତ ପାଇଁ ଚମତ୍କାର ବୋଲିଂ କରି ୪ଟି ଉଇକେଟ ନେଇଥିଲେ। ଉଇକେଟ ନେବା ପରେ ବୁମରା ଏକ ବିଶେଷ ଢଙ୍ଗରେ ସେଲିବ୍ରେଶନ…
ରାସ୍ତାରେ ଗଡୁଛି ଅଜବ ବାଇକ୍, ଭିଡିଓ ଦେଖିଲେ…
ଲୋକମାନେ ଭାବନ୍ତି ଟେକ୍ନୋଲୋଜି ଦୃଷ୍ଟିରୁ ଚାଇନା ଏବଂ ଜାପାନ ହେଉଛି ସବୁଠାରୁ ଆଧୁନିକ ଦେଶ ଏବଂ ସେଠାରେ ଯେଉଁ ପ୍ରକାରର ଉଦ୍ଭାବନ କରାଯାଇପାରିବ ତାହା ଅନ୍ୟ କେଉଁଠାରେ କରାଯାଇପାରିବ ନାହିଁ। କିନ୍ତୁ ଆମ ଭାରତ ମଧ୍ୟ ଉଦ୍ଭାବନ ଦୃଷ୍ଟିରୁ କୌଣସି ଦେଶର…
ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେଶନ୍ ଅଜୟ’ ଆରମ୍ଭ: ଆଜି ଯିବ ପ୍ରଥମ ଫ୍ଲାଇଟ୍
ନୂଆଦିଲ୍ଲୀ,୧୨।୧୦: ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ୍ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍ ଓ ଅନ୍ୟ ବ୍ୟବସ୍ଥା…
ଜାଣନ୍ତି କି ଆଇରନକୁ କାହିଁକି କୁହାଯାଏ ଇସ୍ତ୍ରୀ, ଏହା ପଛରେ ରହିଛି ଏହି କାରଣ…
ପ୍ରତିଦିନ ଆମ ଚାରିପାଖରେ ଅନେକ କଥା ଘଟେ। ଏହା ପଛରେ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆମେ ଜାଣି ନ ଥାଉ। ଉଦାହରଣ ସ୍ବରୂପ, ଏପରି ଅନେକ ଜିନିଷର ନାଁ ଅଛି, ଯାହାକୁ ଆମେ ସମସ୍ତଙ୍କଠାରୁ ସେହି ନାଁରେ ଶୁଣିଆସୁ।…
ଚନ୍ଦ୍ରାବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ
ନୂଆଦିଲ୍ଲୀ,୧୨।୧୦: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଧାରଣ ସମ୍ପାଦକ ନାରା ଲୋକେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଜେଲରେ ତାଙ୍କ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ…
୫ ହଜାର ବର୍ଷ ଧରି ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ଭାରତ: ମୋହନ ଭାଗବତ
ନୂଆଦିଲ୍ଲୀ,୧୨।୧୦: ୫ ହଜାର ବର୍ଷ ଧରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତ। ଲୋକମାନଙ୍କୁ ଏକଜୁଟ ରହିବାକୁ ଏବଂ ମାନବ ଆଚରଣର ସର୍ବଶ୍ରେଷ୍ଠ ଉଦାହରଣ ବିଶ୍ୱକୁ ଉପସ୍ଥାପନ…
ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍ ସାହେବ,ଆବେଦନ ଖାରଜ…
ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ…
ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା
ପାଟନା,୧୨।୧୦: ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ ବିହାର…
ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରଖଣ୍ଡ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟରେ ପିଥୋରାଗଡର ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗ୍ରାମକୁ ଯିବେ, ଯେଉଁଠାରେ ସେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ ଭେଟିବେ।…
ମହିଳାଙ୍କୁ ହତ୍ୟା, ଡ୍ରାଇଭର ଅଟକ
ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)୧୨।୧୦: ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ (ଶିଶୁ ମଙ୍ଗଳ କମିଟି ସଦସ୍ୟା)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ଉକ୍ତ ଘରେ…

