ଗଡ଼ ରକ୍ଷା ଅଭିଯାନରେ ଜୁଏଲ
ସୁନ୍ଦରଗଡ଼,୧୧ା୭(ଜୟନାରାୟଣ ମେଣ୍ଡୁଳି): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ ଆରମ୍ଭ କଲେଣି। ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲାରେ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହାଜନ ସମ୍ପର୍କ…
ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ: ଏମ୍ପିର ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଡେରାଡୁନ,୧୧।୭: ଉତ୍ତରଖଣ୍ଡର ଉତ୍ତରକାଶୀ ଜିଲାର ଭଟଓ୍ବାଡି ଅଞ୍ଚଳର ଗଙ୍ଗୋତ୍ରୀରେ ପ୍ରବଳ ବର୍ଷା ମଧ୍ୟରେ ଘଟିଥିବା ଭୂସ୍ଖଳନରେ ୩ଟି ଯାନ ପୋତି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ମଧ୍ୟପ୍ରଦେଶର ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଭଟୱାଡିର ସବ-କଲେକ୍ଟର ଚତର ସିଂ…
ଲଭ୍ଲାଇଫ୍କୁ ନେଇ ଚର୍ଚ୍ଚାରେ ‘ସନମ୍ ତେରି କସମ୍’ ଅଭିନେତା, ଏହି ଅଭିନେତ୍ରୀଙ୍କୁ…
ବମ୍ବେ: ଲଭ୍ଲାଇଫ୍କୁ ନେଇ ଚର୍ଚ୍ଚାରେ ‘ସନମ୍ ତେରି କସମ୍’ ଅଭିନେତା ହର୍ଷବର୍ଦ୍ଧନ ରାଣେ। ଗତ କିଛି ମାସ ଧରି ସେ ଅଭିନେତ୍ରୀ ତଥା ମଡେଲ ସଞ୍ଜିଦା ଶେଖଙ୍କୁ ଡେଟ୍ କରୁଛନ୍ତି। ପ୍ରଥମେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ ସେ ଦେଇଥିବା…
୫ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ବଲାଙ୍ଗୀର, ୧୧ା୭ (ବୀରେନ୍ଦ୍ର କୁମାର ଝାଙ୍କର): ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ର ତଦନ୍ତରେ ଶିଥିଳତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କ୍ରାଇମ୍ବାଞ୍ଚ ଟିମ୍ ବଲାଙ୍ଗୀର ଆସି ତଦନ୍ତ କରୁଥିବାବେଳେ ଏହି ମାମଲାଟି ଅତ୍ୟନ୍ତ ସଙ୍ଗୀନ,…
ରାଜ୍ୟବ୍ୟାପୀ ଆନ୍ଦୋଳନ ନିଷ୍ପତ୍ତି
ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ଅଖିଳ ଭାରତୀୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ (ଏଆଇଇସିଏ) ଓଡ଼ିଶା ଶାଖା ପକ୍ଷରୁ ବିଦ୍ୟୁତ୍ ସମସ୍ୟାକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ସ୍ଥିତ ସମତା ଭବନରେ ଅନୁଷ୍ଠିତ ବୈଠକରେ ସଂଘର ଓଡ଼ିଶା ଆବାହକ ଜୟସେନ ମେହେର…
ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ
ବ୍ରହ୍ମପୁର ୧୧।୭: ପୁଣି ଟ୍ରେନରେ ଅଗ୍ନିକାଣ୍ଡ ଧୂଆଁ ଦେଖି ଓହ୍ଲାଇପଡ଼ିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ରେଳ ଷ୍ଟେଶନ ପୂର୍ବରୁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ। ବ୍ରହ୍ମପୁର ରେଳ…
ପାଗକୁ ଦେଖି ଯାତ୍ରା କର, ଚାରିଧାମ ଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ଧାମି କଲେ ଅପିଲ
ଡେରାଡୁନ,୧୧।୭: ଉତ୍ତରାଖଣ୍ଡରେ ପ୍ରବଳ ମୌସୁମୀ ବର୍ଷା ହେତୁ ବନ୍ୟା ଆଶଙ୍କା କରାଯାଉଛି। ନଦୀରେ ଜଳ ନିଷ୍କାସନ ଚାଲିଛି, ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ସମେତ ୧୧ ଟି ଜିଲାରେ ବର୍ଷା ସତର୍କ ସୂଚନା ଜାରି…
ହାତରେ ସିଗାରେଟ ଧରି ଶୋ’ ହୋଷ୍ଟ କଲେ ସଲମାନ!
ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ବିଗ୍ବସ୍ ଓଟିଟି ସିଜନ ୨। କେତେବେଳେ ପ୍ରତିଯୋଗୀ ତ କେତେବେଳେ ହୋଷ୍ଟ ସଲମାନ ଖବର ଶିରୋନାମା ପାଲଟୁଛନ୍ତି। ଏଇ ଯେମିତି ଗତ ସପ୍ତାହରେ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ ହାତରେ ସିଗାରେଟ୍ ଧରିଥିବା ଏବେ…
ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା : ଘାଟି ତଳକୁ ଖସିଲା ଟ୍ରକ୍ ବସ୍
ଠାକୁରମୁଣ୍ଡା,୧୧।୦୭(ତାରାକାନ୍ତ ପଟ୍ଟନାୟକ): ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ପଛପଟୁ ଗୋଟିଏ ମାଲବାହୀ ଟ୍ରକ୍ ଧକ୍କା ଦେବାରୁ ବସ୍ ଓ ଟ୍ରକ ଉଭୟ ଘାଟି ତଳକୁ ଖସିପଡଛନ୍ତି।…
ସ୍ବାମୀ, ମହିଳା ଅଧିକାରୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ
ରାୟଗଡ଼ା,୧୧।୭ (ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତିକୁ ନେଇ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପତ୍ନୀ ଜଣକ ଶିକ୍ଷକ ସ୍ବାମୀ, ଶାଶୁ ଓ ଜଣେ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା…
ଟମାଟର-ଲଙ୍କା ମାଳ ପିନ୍ଧି ବିଧାନସଭାରେ ପହଞ୍ଚିରେ କଂଗ୍ରେସ ବିଧାୟିକା
ଭୋପାଳ,୧୧।୭: ଦେଶରେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପନିପରିବା ଦର ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟିକା ଏକ ଅଜବ ପନ୍ଥା ଆପଣାଇଛନ୍ତି। ସେ ବେକରେ ଟମାଟର-ଲଙ୍କା ମାଳ…
ପାକିସ୍ତାନରେ ବର୍ଷା ବିତ୍ପାତ: ୮୬ ମୃତ, ୧୫୧ ଆହତ
ଇସଲାମାବାଦ,୧୧।୭: ପ୍ରବଳ ବର୍ଷା ପୁଣି ଥରେ ପାକିସ୍ତାନରେ ବିପଦ ସୃଷ୍ଟି କରୁଛି। ବନ୍ୟା ପରି ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ପଡୋଶୀ ଦେଶ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ)ର ଏକ ରିପୋର୍ଟ ଅନୁଯାୟୀ, ଜୁନ…
Archives


