ମଙ୍ଗଳବାର ଭାଜପା ନେତୃତ୍ୱରେ ଏନଡିଏର ବଡ଼ ବୈଠକ, ନଡ୍ଡା କହିଲେ ୩୮ ଦଳ ହେବେ ସାମିଲ
ନୂଆଦିଲ୍ଲୀ,୧7୭।୭: ମଙ୍ଗଳବାର ଏନଡିଏର ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ନଅ ବର୍ଷ ମଧ୍ୟରେ ଏନଡିଏର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିକାଶର ଏଜେଣ୍ଡା ପୂରଣ…
ବିରୋଧୀ ଦଳର ବୈଠକ, ସୁବିଧାବାଦୀମାନଙ୍କର ଏକ ମିଳନ: ରବିଶଙ୍କର ପ୍ରସାଦ
ନୂଆଦିଲ୍ଲୀ,୧୭।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକକୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟାର୍ଗେଟ କରିଛନ୍ତି। ସେ ଏହି ବୈଠକକୁ ସୁବିଧାବାଦୀମାନଙ୍କର ଏକ ମିଳନ ବୋଲି କହିଛନ୍ତି। ଏହା କେବଳ ଏକ ‘ଦିଅ ଏବଂ ନିଅ’…
ଗଦରକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସନ୍ନି
ମୁମ୍ବାଇ: ବହୁ ଚର୍ଚ୍ଚିତ କପିଲ ଶର୍ମାଙ୍କ ଶୋ’ରେ ‘ଗଦର -୨’ର ଅଭିନେତା ସନ୍ନି ଦେଓଲ ଏବଂ ଅମିଶା ପଟେଲ ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ବଲିଉଡ ଇତିହାସରେ ଭାରତ-ପାକିସ୍ଥାନକୁ ନେଇ ନିର୍ମିତ ହୋଇଛି, ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ସନ୍ନି ଦେଓଲଙ୍କ…
ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ ଦାବିନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ…
ଚେତାବନୀ ଦେଲେ ସଲମାନ
ବଲିଉଡ୍ର ଭାଇଜାନ ସଲମାନ ଖାନ ବହୁ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ନିକଟରେ ତାଙ୍କୁ ‘କିସି କା ଭାଇ କିସି କି ଜାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ଆଜିକାଲି…
ଝଗଡା ବନ୍ଦ କରି ମାମଲା ସମାଧାନ କର; ଦିଲ୍ଲୀ ଏଲ୍ଜି, ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ସୋମବାର ଅଧ୍ୟାଦେଶ ବିବାଦ ଏବଂ ଡିଇଆର୍ସି ଅଧ୍ୟକ୍ଷ ନିଯୁକ୍ତି ଶୁଣାଣି କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀର ଏଲ୍ଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପାରସ୍ପରିକ ଝଗଡା ବନ୍ଦ କର ଏବଂ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ମାମଲା ସମାଧାନ କରିବାକୁ ପରାମର୍ଶ…
୪ର୍ଥ ଟେଷ୍ଟ ମ୍ୟାଚ ପାଇଁ ପ୍ଲେ-୧୧ ଘୋଷଣା କଲା ଇଂଲଣ୍ଡ, ୬୮୮ ଉଇକେଟ୍ ନେଇଥିବା ବୋଲରଙ୍କ ପ୍ରତ୍ୟାବର୍ତ୍ତନ
ଲଣ୍ଡନ,୧୭।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଦୁଇଟି ଟେଷ୍ଟରେ ହାରିଯିବା ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସିରିଜ ପରାଜୟର ସଙ୍କଟକୁ ଏଡାଇ ଦେଇଥିଲା। ବର୍ତ୍ତମାନ ଚତୁର୍ଥ ଟେଷ୍ଟ ମ୍ୟାଚ…
ପରିଣିତି-ରାଘବଙ୍କ ରିସେପଶନକୁ ନେଇ ବଢୁଛି ଏକ୍ସାଇଟମେଣ୍ଟ
ମୁମ୍ବାଇ: ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି ଆସି ଯାଉଛନ୍ତି ଲାଇମଲାଇଟକୁ। ନିକଟରେ ଉଭୟଙ୍କୁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେଠାରେ…
ଅମିତ ଶାହାଙ୍କୁ ଭେଟିଲେ ଚିରାଗ ପାସଓ୍ବାନ
ପାଟନା,୧୭।୭: ବିହାର ରାଜନୀତିରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅନେକ ଆଲୋଚନା ହେଉଛି। ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗ ପାସୱାନଙ୍କୁ ନିମନ୍ତ୍ରଣ ମିଳିଛି। ବର୍ତ୍ତମାନ ଚିରାଗ ପାସୱାନ ଦିଲ୍ଲୀରେ ଅଛନ୍ତି। ଏହି…
ୟୁଟ୍ୟୁବ ଭିଡ଼ିଓରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ: ଆୟକର ବିଭାଗ କଲା ଚଢାଉ
ବରେଲି,୧୭।୭: ଉତ୍ତର ପ୍ରଦେଶର ବରେଲିର ନବାବଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳ ଅନ୍ତର୍ଗତ ମିଲକ ପିଛୋଡା ନିବାସୀ ତସଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଚଢାଉ ବେଳେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଭିଯୋଗ ହୋଇଛି ଯେ,…
ଫୁଲ ଅନ ଆକ୍ସନ ଅବତାରରେ ନୟନତାରା
ମୁମ୍ବାଇ: ଶାହାରୁଖ ଖାଁଙ୍କ ଷ୍ଟାରର ମୁଭି ‘ଜଓ୍ବାନ’ ୨୦୨୩ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ପ୍ରିଭ୍ୟୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି। ଆଉ ଏହାକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢି ଯାଇଛି। ‘ଜଓ୍ବାନ’ରେ…
ୟୁକ୍ରେନର ଶସ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲା କ୍ରେମଲିନ, ବଢିପାରେ ଖାଦ୍ୟ ସଙ୍କଟ
ମସ୍କୋ,୧୭।୭: ୟୁକ୍ରେନକୁ ଶସ୍ୟ ରପ୍ତାନି କରିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ବାତିଲ କରିଦେଇଛି ରୁଷିଆ। ୟୁକ୍ରେନର ଶସ୍ୟ ରପ୍ତାନୀକୁ ଅନୁମତି ଦେଉଥିବା ଚୁକ୍ତିରେ ଏହା ଅବରୋଧ କରୁଛି ବୋଲି କ୍ରେମଲିନ କହିଛି। ରୁଷିଆର ଏହି ନିଷ୍ପତ୍ତି ବିଶ୍ୱର ଅନେକ ଦେଶରେ ଖାଦ୍ୟ…
Archives


