ମହିଳାଙ୍କୁ ମାଗଣାରେ ମୋବାଇଲ ଦେବାକୁ ସରକାର ଆରମ୍ଭ କରିବେ ବିଶେଷ ସୁବିଧା
ଜୟପୁର,୧୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟର ମହିଳାମାନଙ୍କୁ ମାଗଣା ମୋବାଇଲ ଫୋନ ଉପହାର ଦେବାକୁ ଯାଉଛନ୍ତି। ବର୍ତ୍ତମାନ କଂଗ୍ରେସ ମଧ୍ୟ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଯୋଜନା ଥିଲା ଯେ ମାଗଣା…
ମହିଳା ରେସ୍ଲରଙ୍କ ସହିତ ବ୍ରିଜ୍ଭୂଷଣଙ୍କ କାର୍ଯ୍ୟାଳୟରେ ପୋଲିସ
ନୂଆଦିଲ୍ଲୀ, ୧୦ା୬(ପି.ଟି.): ମହିଳା ରେସ୍ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଜଣେ ମହିଳା ରେସ୍ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏଶନ୍…
ପିବି ଆଥ୍ଲେଟିକ କୋଚିଂ ସେଣ୍ଟର ଚାମ୍ପିୟନ
ଭୁବନେଶ୍ୱର,୧୦ା୬ (ସ୍ପୋଟର୍ସ ବ୍ୟୁରୋ) କଟକ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଦୁଇ ଦିନ ଧରି କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ କଟକ ଜିଲା ବାର୍ଷିକ ଆଥ୍ଲେଟିକ ମିଟ୍ ଅନୁଷ୍ଠିତ ହୋଯାଇଛି। ଏଥିରେ କଟକ ଜିଲା କ୍ରୀଡ଼ା ସଂସଦ ଦ୍ୱାରା ଅନୁବନ୍ଧିତ ସମସ୍ତ ସ୍କୁଲ,…
ଭାରତ-ଜାପାନ ସେମିଫାଇନାଲ ଆଜି
କାକାମିଗାହାରା (ଜାପାନ), ୧୦ା୬ (ପି.ଟି.): ଚଳିତ ଜୁନିୟର ମହିଳା ଏସିଆ କପ୍ ହକି ଚାମ୍ପିୟନଶିପ୍ର ସେମିଫାଇନାଲରେ ଭାରତ ଶନିବାର ଜାପାନକୁ ଭେଟିବ। ଟୁର୍ନାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଦଳ ଉଜ୍ବେକିସ୍ତାନ, ମାଲେସିଆ ଓ ଚାଇନିଜ ତାଇପେକୁ ପରାସ୍ତ କରିଥିବା…
ଡ୍ରଗ୍ସ ମାଫିଆ ସୋମନାଥଙ୍କ ମୃତ୍ୟୁ
ଖୋର୍ଦ୍ଧାଅଫିସ,୧୦।୬ : ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳଙ୍କର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ପରିବାର ପରେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ସଂପୃକ୍ତି ନେଇ ସୋମନାଥଙ୍କ ପରିବାର…
ଇଟାଲୀ, ଉରୁଗୁଏ ଫାଇନାଲରେ
ଲା ପ୍ଲାଟା(ଆର୍ଜେଣ୍ଟିନା),୧୦ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ ଓ ଉରୁଗୁଏ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ…
କିଟ୍ ବିଶ୍ୱବିଦ୍ୟାଳୟରେ ଚେସ୍ ଟ୍ରେନର୍ସ ସେମିନାର
ଭୁବନେଶ୍ୱର,୧୦ା୬,(ସ୍ପୋଟର୍ସ ବ୍ୟୁରୋ): ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍ ହଲ୍ଠାରେ ପ୍ରଥମ ଥର ଏକ ଚେସ୍ ଟ୍ରେନର ସେମିନାର ଅନୁଷ୍ଠିତ ହୋଇଯାଇଛି। ଫିଡେ ଚେସ୍ର ଏଜୁକେଶନ କମିଶନ ଚେୟାରମ୍ୟାନ ଜେରି ଡଗ୍ଲାସ ନାଶ୍ଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।…
୧ ନିୟୁତରୁ ଅଧିକ ଟିକେଟ ବିକ୍ରି
ସିଡ୍ନୀ,୧୦ା୬(ଏପି): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ଫୁଟବଲ୍ ବିଶ୍ୱକପ୍ ଲାଗି ଇତିମଧ୍ୟରେ ୧ ନିୟୁତରୁ ଅଧିକ ଟିକେଟ ବିକ୍ରି ସରିଲାଣି, ଯାହାକି ଏହି ମହିଳା ସ୍ପୋର୍ଟିଂ ଇଭେଣ୍ଟରେ ସର୍ବାଧିକ। ଫୁଟ୍ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ଫିଫାର ସଭାପତି ଜିଆନି…
ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, ୧୦।୬ (ସ୍ପୋଟର୍ସ ବ୍ୟୁରୋ): ପ୍ରଥମ ଜନଜାତି ଖେଳ ମହୋତ୍ସବ ଶୁକ୍ରବାର କିଟ୍ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି…
ଓ୍ବାରିୟର୍ସ ଚାମ୍ପିୟନ
ଭୁବନେଶ୍ୱର, ୧୦ା୬(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ସେକ୍ରେଟାରିଏଟ୍ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ସେକ୍ରେଟାରିଏଟ୍ ପ୍ରିମିୟର୍ ଲିଗ୍ର ଫାଇନାଲ ମ୍ୟାଚରେ ଓ୍ବାରିୟର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ୍ ସରବରାହରେ ସମସ୍ୟା କାରଣରୁ ଫାଇନାଲ ଖେଳ ସମ୍ଭବ…
ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ
ଭୁବନେଶ୍ୱର,୧୦।୬: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ରାୟଗଡ଼ା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ ବ୍ୟାଙ୍କର ମହାପ୍ରବନ୍ଧକ ଜି.ଏନ୍.ଦାସ୍ ଏବଂ କ୍ଷେତ୍ରୀୟ ମୁଖ୍ୟ ତପନ ସାହୁଙ୍କ ଉପସ୍ଥିତିରେ ଜୟପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଶାଖାର…
ପଲିସିଧାରୀଙ୍କୁ ୩୪୪ କୋଟିର ବୋନସ
ନୂଆଦିଲ୍ଲୀ,୧୦।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରିଲାଏନ୍ସ ନିପ୍ପନ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ବୋନସ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀର ଅଂଶ ଗ୍ରହଣକାରୀ ପଲିସିଧାରୀଙ୍କ ପାଇଁ ମୋଟ ୩୪୪ କୋଟି ଟଙ୍କାର ବୋନସ ରାଶି ଘୋଷଣା ହୋଇଛି। ଏପରିକି…
Archives


