ଶତ୍ରୁରୁ ପାଲଟିଲେ ମିତ୍ର
ଶତ୍ରୁରୁ ପାଲଟିଲେ ଘନିଷ୍ଠ ମିତ୍ର, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର। ଯିଏ ଦେଖୁଛି ଆଖିକୁ ବିଶ୍ବାସ କରିପାରୁନି। ଆମେ କହୁଛୁ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବଂ ପଓ୍ବନ ସିଂହଙ୍କ କଥା। ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଆଜିର…
ଗଞ୍ଜାମର ୧୫୧ହାଇସ୍କୁଲ ହେବ ୫ଟି ରୂପାନ୍ତରିତ
ଛତ୍ରପୁର,୧୮।୭(ସନ୍ତୋଷ ପାଢ଼ୀ ): ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜ଼ିଲାର ଆଉ ୧୫୧ଟି ହାଇସ୍କୁଲ ୫ଟି ଆଧାରରେ ରୂପାନ୍ତରିତ କରାଯିବ। ମଙ୍ଗଳବାର ୫ଟି ସଚିବ ଭି. କେ ପାଣ୍ଡିଆନ ଅନଲାଇନ ଜରିଆରେ ଏସମ୍ପର୍କରେ ଏକ ଆଲୋଚନା ବୈଠକ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ…
ଯୁବତୀଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ସନ୍ଦେହ
କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ ନିକଟ ନରଣପୁର-ଡୁବୁରି ରାସ୍ତାର ମୂଷଳ ନଦୀ ନିକଟ ବୁଦା ମୂଳରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପୋଲିସ ଉଦ୍ଧାର କରିଛି ା ଯୁବତୀଙ୍କ ବୟସ ପାଖାପାଖି…
ନିରାଶ ପୃଥ୍ବୀଙ୍କ ବଡ଼ ବୟାନ: ‘ମୋର କେହି ବନ୍ଧୁ ନାହାନ୍ତି…’
ନୂଆଦିଲ୍ଲୀ,୧୮।୭: ଏକ ସମୟରେ ଭାରତୀୟ କ୍ରିକେଟ ଟିମ୍ର ଭବିଷ୍ୟତ ବୋଲି ତାଙ୍କୁ କୁହାଯାଉଥିଲା। ହେଲେ ଏବେ ସେ ଭାରତୀୟ ଟିମ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ବିରେନ୍ଦ୍ର ସେହ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସମ୍ମିଶ୍ରଣ କୁହାଯାଉଥିବା ପୃଥ୍ବୀ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟିମ୍…
ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ନୀରିହ ଲୋକଙ୍କ ପାଇଁ ନିର୍ମିତ ସ୍ମୃତିତ୍ସ୍ଥଳକୁ ଭାଙ୍ଗିଦେଲେ
କେନ୍ଦୁଝର, ୧୮।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଜିଲା ପୋଲିସ ମୁଖ୍ୟାଳୟରେ ନିର୍ମିତ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନୀରିହ ଲୋକଙ୍କ ସ୍ମୃତି ସ୍ଥଳକୁ ଭଙ୍ଗା ଯାଇଛି ା ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ା ଉକ୍ତ…
ବିରୋଧୀଙ୍କ ବୈଠକ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…
ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୋର୍ଟ ବ୍ଲେୟାରରେ ବୀର ସାବରକର ଅନ୍ତର୍ଜାତୀୟ ଏୟାରପୋର୍ଟର ନବନିର୍ମିତ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ଭବନର ଭର୍ଚୁଆଲ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ବାଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକକୁ ନେଇ କଟାକ୍ଷ କରିବାକୁ ପଛାଇ…
ମୋଦି-ଶାହାଙ୍କୁ ଅଲିମ୍ପିକ୍ସ ଚାମ୍ପିଅନ୍ଙ୍କ ନିବେଦନ: ‘ମଣିପୁରର ଲୋକଙ୍କୁ ବଞ୍ଚାନ୍ତୁ’
ଇମ୍ଫାଲ,୧୮।୭: ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଷ୍ଟାର ଭାରଉତ୍ତୋଳନକାରୀ ମିରାବାଇ ଚାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭାବୁକ ଅପିଲ କରିଛନ୍ତି। ଗତ ୩ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି। ଏହାକୁ ଶେଷ…
ଗଞ୍ଜାମ ଜିଲାକୁ “ଭୂମି ସମ୍ମାନ”ରେ ସମ୍ମାନିତ କଲେ ଭାରତ ସରକାର
ଛତ୍ରପୁର, ୧୮।୭(ସନ୍ତୋଷ ପାଢ଼ୀ )- ଭୂମି ସମ୍ମାନରେ ଜାତୀୟ ସ୍ତରରେ ସମ୍ମାନିତ ହେଲା ଗଞ୍ଜାମ ଜିଲା। ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ…
ଲଗାଣ ବର୍ଷାରେ ସିର୍କାର୍ବଗ ଠାରୁ ମାଣିକଯୋଡି ରାସ୍ତାକୁ ଯାାତୟତେ ବନ୍ଦ
ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ ଦୁର୍ଗମ ଅଞ୍ଚଳଗୁଡିକରେ ରହିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସମ୍ପ୍ରସାରଣ ବିଳମ୍ବ ହେତୁ ସାଧାରଣ ଲୋକଙ୍କୁ ହଟହଟା ହେବାକୁ ପଡିଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଠାରୁ କୋଟଗଡ଼ ବ୍ଲକକୁ…
ଓ୍ବାର-୨ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି !…
ମୁମ୍ବାଇ : ଜୁନିଅର ଏନଟିଆରଙ୍କ ପରେ, ବର୍ତ୍ତମାନଓ୍ବାର-୨ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି ବୋଲି କୁହାଯାଉଛି। ୟଶ ରାଜ ଫିଲ୍ମସ ‘ପଠାନ’ ରିଲିଜ ପୂର୍ବରୁ ଏହି ସ୍ପାଏ ଚଳଚ୍ଚିତ୍ର ଘୋଷଣା କରିବା ଦିନଠାରୁ ଓ୍ବାର-୨ ବିଷୟରେ କଳ୍ପନାଜଳ୍ପନା ମଧ୍ୟ ଜୋର ଧରିଛି।…
କର୍ଲାମୁଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା, ଜଳ ଘେରରେ ୧୦ ପରିବାର
କର୍ଲାମୁଣ୍ଡା:୧୮। ୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ବସ୍ତିରେ ପ୍ରବଳ ବର୍ଷା ଯୋଗୁଁ ଲୋକ ପାଣି ଘେରରେ ଅଛନ୍ତି। ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଗାଁର ପ୍ରାୟ ୧୦ଟି ପରିବାର ଜଳ ଘେରରେ ରହିଥିବା ସୂଚନା…
ଶୋଇଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ: ପୋଲିର ତଦନ୍ତ ଆରମ୍ଭ
କୋକସରା,୧୮।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଆମପାଣି ଥାନା ଅଧୀନ ଯାନିପଡା ଗ୍ରାମର ମଙ୍ଗଲୁ ମାଝୀ(୬୮)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଲୁ ନିଜ ପନିପରିବା ଚାଷ ଜମିରେ ଏକ କୁଡିଆ ଘରେ ଶୋଇଥିଲେ।…
Archives


