Home Left

ମଝି ରାସ୍ତାରେ ନାଚୁଥିଲେ ଯୁବତୀ, ପଛରୁ ଜଣେ ମଦ୍ୟପ ଆସି…

ବର୍ତ୍ତମାନ ରିଲ୍‌ର କ୍ରେଜ୍‌ ଦେଖିପବାକୁ ମିଳୁଛି। ପିଲାଠୁ ବୁଢ଼ା ରିଲ୍‌ ସମସ୍ତେ କରୁଛନ୍ତି। ହେଲେ ଆଜିର ଯୁବପୀଢ଼ି ଏହା ପଛରେ ପାଗଳ। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ…

ଅଧିକ ରୋଜଗାର ପାଇଁ ଷ୍ଟ୍ରବେରି ଚାଷ

ଦାରିଙ୍ଗବାଡି,୨୦ା୧୦(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୁଣି ଏହି ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। କନ୍ଧମାଳ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ…

ଜାତିଗତ ଜନଗଣନାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ମଧ୍ୟ ବୃଦ୍ଧି ପାଉଛି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଜାତିଗତ ଜନଗଣନା କରିବାକୁ ଦାବି କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଖୋଲାଖୋଲି ଭାବେ ଏହି…

ଟସ୍‌ ଜିତି ନେଦରଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି: ସେମିଫାଇନାଲ ଖେଳିବା ଆଶା ମଜବୁତ କରିବାକୁ ଚେଷ୍ଟା

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବୋଲିଂ କରିବ। ଧର୍ମଶାଳାରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ସୃଷ୍ଟି…

ଇସ୍ରାଏଲ ବିରୋଧୀ ପୋଷ୍ଟ କରି ଚାକରି ହରାଇଲେ ମହିଳା ବ୍ୟାଙ୍କ କର୍ମଚାରୀ

ଜେରୁଜେଲମ,୨୧।୧୦: ଅକ୍ଟୋବର ୭ ସକାଳେ ଆତଙ୍କବାଦୀ ସଂଗଠନ ହମାସର ଇସ୍ରାଏଲ ଉପରେ ହଠାତ୍‌ ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ସାଢେ ୫ହଜାରରୁ ଅଧିକ ଲୋକ ଜୀବନ ଗଲାଣି। ଇସ୍ରାଏଲ ଏବଂ ହମାସ…

‘ସୀମା ହେଉ ଅବା ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସଙ୍କ ବିନା ସମ୍ଭବ ନୁହେଁ’, ଶାହା କହିଲେ ଏମାନଙ୍କ ଡ୍ୟୁଟି ସବୁଠାରୁ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କୌଣସି ଦେଶରେ ସଚେତନ ପୋଲିସ ବିନା ସୀମା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ଭବ ନୁହେଁ। ରାଷ୍ଟ୍ରୀୟ ପୋଲିସ ମେମୋରିଆଲରେ ଅମିତ ଶାହା ଏହା କହିଛନ୍ତି। ସୂଚନାଯୋଗ୍ୟ, ଆଜି ହେଉଛି ପୋଲିସ…

ବିଶ୍ୱକପରେ ନୂଆ ବିବାଦ, ପାକିସ୍ତାନ ପ୍ରଶଂସକଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇବାକୁ ମନା କଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୧୦: ବିଶ୍ୱକପ ୨୦୨୩ରେ ଏକ ନୂଆ ବିବାଦ ଉପୁଜିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ପାକିସ୍ତାନ ପ୍ରଶଂସକଙ୍କୁ ନିଜ ଦଳକୁ ଚିୟର କରିବା ଉପରେ ରୋକା ଯାଇଛି। ଏଠାରେ ପୋଲିସ ସ୍ପଷ୍ଟ ଭାବେ ପାକିସ୍ତାନୀ ପ୍ରଶଂସକଙ୍କୁ ନିର୍ଦ୍ଦେଶ ଦେଇଛି…

ଘରକୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା: ଚାଲିଗଲା ଜୀବନ

ଦେବଗଡ଼,୨୧।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କୈଳାଶ-ଲଇମୁରା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି।…

ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ, ଅନେକ ଅଛନ୍ତି ଆକ୍ରାନ୍ତ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଜୁଆଙ୍ଗ ଗ୍ରାମରେ ଅଜଣା ରୋଗରେ ୧୧ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର…

ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବାଇଡେନ ସରକାର, ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ

ଓ୍ବାଶିଂଟନ,୨୧।୧୦: ଆମେରିକାର ବାଇଡେନ ସରକାର ଆମେରିକାରେ କାମ କରିବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଦେଶୀ ଶ୍ରମିକମାନଙ୍କ ଦକ୍ଷତାକୁ ସୁଦୃଢ ଼ କରିବା, ବିଦେଶୀ ଛାତ୍ରମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ…

କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ ଆମେରାକା ଚିନ୍ତିତ

ଓ୍ବାଶିଂଟନ,୨୧।୧୦: କାନାଡା କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଆମେରିକା ଆଶା କରୁଛି ଭାରତ କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅନୁଯାୟୀ ନିଜର ଦାୟିତ୍ୱର…

ଟିମ୍‌ ଇଣ୍ଡିଆର ବଡ଼ ଅସ୍ତ୍ର ପାଲଟିଲେଣି ଜାଡେଜା

ନୂଆଦିଲ୍ଲୀ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମ୍‌ ଲୟରେ ଥିବା ଦେଖାଯାଉଛି। ରୋହିତ ବ୍ରିଗେଡ ଏଯାବତ ୪ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜେତା ହୋଇଛନ୍ତି। ଏଥିରେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଳାଳିଙ୍କ ମଧ୍ୟରୁ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?