ଲେହେଙ୍ଗା କିଣିବା ଆଗରୁ…
ଲେହେଙ୍ଗା କିଣିବା ଆଗରୁ… ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ… ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା…
ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ
ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି କୁହାଯାଉଛି। ଏହି ଭୂକମ୍ପ ଶକ୍ତିଶାଳୀ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।…
ତିନିରଥର ବେଦି ନିର୍ମାଣ ଆରମ୍ଭ
ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ‘ପ୍ରଭା’ ନିର୍ମାଣ ସରିବା ସହ ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏ…
୧୦୦ ଦିନ ସମୁଦ୍ରରେ ରହି ଓ୍ବାଲର୍ଡ ରେକର୍ଡ କଲେ ପ୍ରଫେସର…
ଫ୍ଲୋରିଡା,୧୩।୬ : ଆମେରିକାର ଫ୍ଲୋରିଡାର ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଛନ୍ତି। ପ୍ରଫେସର ୧୦୦ଦିନ ସମୁଦ୍ର ପାଣି ତଳେ ରହିବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ…
ବର୍ଷା ପୂର୍ବରୁ ଡ୍ରେନ୍ କାମ ସାରିବାକୁ ତାଗିଦ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଚଳିତବର୍ଷ ପ୍ରଖର ରୌଦ୍ରତାପ ହେଉଥିବା ବେଳେ ମୌସୁମୀ ମଧ୍ୟ ବିଳମ୍ବରେ ଓଡ଼ିଶା ଛୁଇଁବାର ରହିଛି। ତେବେ ବର୍ଷା ଦିନେ ରାଜଧାନୀରେ ଡ୍ରେନ୍ ସମସ୍ୟା, ଜଳମଗ୍ନ ଅଞ୍ଚଳ ଆଦି ବିଭିନ୍ନ ସମସ୍ୟା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପାଇଁ ଚିନ୍ତାର କାରଣ…
୧୪ ସିସି କ୍ୟାମେରା ଅଚଳ, ୨୯ ଅଧା କାମ କରୁନି
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ସହରର ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ଭୁବନେଶ୍ୱରର ବିଭିନ୍ନ ପଏଣ୍ଟରେ ସିସି କ୍ୟାମେରା ରହିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଏହା ମାସ ମାସ ଧରି ଅଚଳ ହୋଇପଡିଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଉ ନାହିଁ…
ବଢ଼ାନ୍ତୁ ପିଲାଙ୍କ ଏକାଗ୍ରତା
କିଛି ପିଲାଙ୍କର ଏକାଗ୍ରତା ଖୁବ୍ କମ୍ ଥାଏ। ତେଣୁ ସେମାନେ ବାରମ୍ବାର ପଢ଼ିଲେ ବି ଭୁଲିଯାନ୍ତି। ଏଭଳି ପିଲାଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟିକରିବାକୁ ଜାଣିରଖନ୍ତୁ କିଛି ଟିପ୍ସ… ପାଠ ପଢ଼ିବା ସମୟରେ ଅନ୍ୟ କୌଣସି ଧ୍ୟାନ ଆକର୍ଷଣ କରୁଥିବା…
୨୦ବର୍ଷର ରେକର୍ଡ ଭାଙ୍ଗିଲା ସମ୍ବଲପୁର
ସମ୍ବଲପୁର,୧୩ା୬(ବ୍ୟୁରୋ): ୨୦ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର। ସୋମବାର ଏଠାରେ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୦୦୩ରେ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୯୮ରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥିବାବେଳେ…
ରାସ୍ତା ନିର୍ମାଣର ୩ ମାସ ପୂରିନି, ଉଠିଲାଣି ପିଚୁ
ଚନ୍ଦ୍ରପୁର,୧୩।୬(ଡି.ଏନ୍.ଏ.): ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ା ଜିଲା ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ପଞ୍ଚୟତର ଢ଼େଲାପଡ଼ାଠାରୁ ଆଲିଗଣ୍ଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣର ମାତ୍ର ୩ ମାସ ପୂରିନି ହେଲେ ଢ଼େଲାପଡ଼ାଠାରୁ ରାମଣା…
ପ୍ରଥମ ରଜ
ରଜ ମଉଜ ପାଇଁ କୁଆଁରୀଟିଏ ଯେମିତି ସଜ ହୁଏ ଠିକ୍ ସେମିତି ଉଲ୍ଲସିତ ମନରେ ସ୍ବାଗତକରେ ନୂଆ ବୋହୂଟିଏ। କୁଆଁରୀ ସଂଜ୍ଞାକୁ ହରାଇ ନୂଆବୋହୂ ପାଲଟିବା ପରେ ରଜ ପାଳିବାର ଅନୁଭୂତି ତା’ ପାଇଁ ଅଲଗା ନିଶ୍ଚିତ। ଗୋଟିଏ ପଟେ କୁଆଁରୀ…
ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼
ଡାବୁଗାଁ, ୧୩।୬ (ଡି.ଏନ୍.ଏ.): ବର୍ତ୍ତମାନ ଜୁନ ମାସ ଅଧା ହେଲାଣି କିନ୍ତୁ କମୁନି ତାତି। ଏବେ ପିଲାମାନଙ୍କର ସ୍କୁଲରେ ଖରାଛୁଟି ଚାଲିଛି। ଏହାର ଫାଇଦା ଉଠାଇ ଗ୍ରାମାଞ୍ଚଳର ପିଲାମାନେ ଗାଁ ଆମ୍ବତୋଟାରେ ଭିଡ଼ ଜମାଉଛନ୍ତି। ସେଠାରେ ଖେଳକୁଦ କରିବା ସହ ପାଚିଲା…
ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ ମାନ୍ଝି
ପାଟନା,୧୩।୬: ଜୁନ ୨୩ରେ ପାଟନାରେ ବିରୋଧୀ ଦଳ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ମଙ୍ଗଳବାର ବିହାରର ରାଜନୈତିକ କରିଡରରୁ ବଡ ଖବର ସାମ୍ନାକୁ ଆସିଛି। ‘ହମ’(ଏଚ୍ଏଏମ୍)ର ସଂରକ୍ଷଣ ଜିତନ ରାମ ମାନ୍ଝିଙ୍କ ପୁଅ ସନ୍ତୋଷ ମାନ୍ଝି ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି।…
Archives


