Home Left

ପାକିସ୍ତାନ ଫେରିବା ମାତ୍ରେ ନଓ୍ବାଜଙ୍କୁ ବଡ ଆଶ୍ୱସ୍ତି

ଇସଲାମାବାଦ,୨୪।୧୦: ଚାରି ବର୍ଷର ବ୍ୟବଧାନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଲଣ୍ଡନରୁ ଶନିବାର ନିଜ ଦେଶକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଏବେ ଷ୍ଟିଲ ମିଲ ମାମଲାରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ଅଲ ଅଜିଜିଆ…

ରାଜନୀତି ଛାଡିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀଳେଶ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିଧାୟକ ନୀଳେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ନୀଳେଶ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଡ ପୁଅ ହେଉଛନ୍ତି…

ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ୍‌ କଲା ଇସ୍ରାଏଲ

ଜେରୁଜେଲମ,୨୪।୧୦: ହମାସ ସହିତ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ ଦ୍ୱାରା ହମାସକୁ କ୍ଷତି ପହଞ୍ଚାଉଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ହମାସର ୪୦୦ରୁ ଅଧିକ ସ୍ଥାନ ଉପରେ ଇସ୍ରାଏଲ ପ୍ରତିରକ୍ଷା…

ହସ୍ପିଟାଲରେ ବନ୍ଧାପଡ଼ିଛି ଭାଇର ମୃତଦେହ: ଟଙ୍କା ଯୋଗାଡ଼ରେ ଭିକ ମାଗୁଛନ୍ତି ୩ ଭଉଣୀ

ସଇଁତଲା,୨୪।୧୦(ରାଖାଲ ପ୍ରସାଦ ଶତପଥୀ): ଦୁଇଦିନ ତଳେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳିଥିଲା ଭାଇଜିଉନ୍ତିଆ ବ୍ରତ। ହେଲେ ବିଧିର ବିଧାନ କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଭାଇର ମୃତଦେହ ରାଜ୍ୟ ବାହାର ଏକ ହସ୍ପିଟାଲରେ ବନ୍ଧା ପଡିଥିବା…

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୨୪।୧୦: ଦିନିକିଆ ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବୋଲିଂ କରିବାକୁ ପଡିଆକୁ…

ଯୁବତୀଙ୍କ ପାଟିରେ କ୍ଷୀର ଢାଳି ଯୁବକ କଲେ ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଦିଲ୍ଲୀ ମେଟ୍ରୋରେ ଘଟିଥିବା ଘଟଣା ସହ ଜଡିତ। ନିକଟରେ ଦିଲ୍ଲୀ ମେଟ୍ରୋ…

ଇସ୍ରାଏଲକୁ ସତର୍କ କରାଇଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ୱାଶିଂଟନ,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଦିନକୁ ଦିନ ଜଟିଲ ହେବାରେ ଲାଗିଛି। ଅନ୍ୟପକ୍ଷେ ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ଅନେଇ ବସିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରିଛନ୍ତି। ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପର ସମ୍ଭାବ୍ୟ…

ଅସତ୍ୟ, ଅନ୍ୟାୟ, ଅତ୍ୟାଚାରର ବିଲୋପ ନିଶ୍ଚିତ, ଦଶହରାରେ ପ୍ରିୟଙ୍କାଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୨୪।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଦଶହରା ଅବସରରେ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଅସତ୍ୟ, ଅନ୍ୟାୟ, ଅତ୍ୟାଚାରର ହାରିବା ନିଶ୍ଚିତ। ଏହି ଯୁଦ୍ଧ ଦୀର୍ଘ ସମୟ…

ତାୱାଙ୍ଗରେ ଶସ୍ତ୍ର ପୂଜା କଲେ ରାଜନାଥ, ଯବାନଙ୍କ ସହ ପାଳନ କଲେ ବିଜୟାଦଶମୀ

ଇଟାନଗର,୨୪।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜୟାଦଶମୀ ଅବସରରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୁଁ ୪ ବର୍ଷ ପୂର୍ବେ ଆଜି ଏଠାକୁ ଆସିଥିଲି, ମୁଁ ଭାବିଲି ବିଜୟାଦଶମୀଙ୍କୁ ଆପଣଙ୍କ ସହ…

ବୁଧବାର ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ହାମୁନ’: ୭ ରାଜ୍ୟରେ ବର୍ଷା ସତର୍କ

ନୂଆଦିଲ୍ଲୀ,୨୪।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ ରୂପ ନେଇ ଭୟଙ୍କର ସାଇକ୍ଲୋନିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦିଆଯାଇଛି। ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପୂର୍ବ…

ସୈନିକ ସ୍କୁଲ ପାଇଁ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୦: ସୈନିକ ସ୍କୁଲରେ ଏବେ ଆସିଛି ଚାକିରି ସୁଯୋଗ। ସୈନିକ ସ୍କୁଲ ଗୋପାଳପାରା ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି। ଏଥିରେ ପିଜିଟି, ନର୍ସିଂ ଆସିଷ୍ଟାଣ୍ଟ, ଏଲଡିସି, ୱାର୍ଡ ବଏ, ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି…

ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୧୫ ତମ କିସ୍ତି, ଜାଣନ୍ତୁ ଆପଣ ଲାଭ ପାଇବେ କି ନାହିଁ

ନୂଆଦିଲ୍ଲୀ,୨୪।୧୦: ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହେଉଛନ୍ତି । ପ୍ରତିବର୍ଷ ଏହି ଯୋଜନା ଅଧୀନରେ ୬ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। ୬ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?