ଖିମ୍ଜୀ ଜୁଏଲର୍ସର ‘ପାୟଲ୍ ଆଣ୍ଡ ଟୋ ରିଙ୍ଗ୍ ଫେଷ୍ଟିଭାଲ’
ଭୁବନେଶ୍ୱର,୧୪।୬: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ‘ପାୟଲ୍ ଆଣ୍ଡ ଟୋ ରିଙ୍ଗ୍ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ରଜ ଉପଲକ୍ଷେ ଆକର୍ଷଣୀୟ ରଜ ମଉଜ ଅଫର ସାଙ୍ଗକୁ ବିଶେଷ ରିହାତି ଦିଆଯାଉଛି।…
ରାଜ୍ୟରେ ବିରଳ ଘଟଣା ଦେଖିବାକୁ ମିଳୁଛି : ସମୀର
ଭୁବନେଶ୍ବର, ୧୪ା୬(ସୁନୀତ୍ ମିଶ୍ର): ବିଜେଡି ରାଜନୀତିକୁ ନେଇ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ବିଜେଡି କିନ୍ତୁ ସମୀର ତାଙ୍କ ଦଳରେ କୋଣଠେସା ହୋଇପଡ଼ିଥିବା କଥା କହି ପାଲଟା ଟାର୍ଗେଟ କରିଛି। ସମୀର ଟୁଇଟ୍ କରି…
ରାୟଗଡ଼ା, କୋରାପୁଟ କଂଗ୍ରେସ କର୍ମୀଙ୍କ ଦିଲୀ ଗସ୍ତ
ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିଲୀରେ ପହଞ୍ଚିଛି। କୋରାପୁଟ ଜିଲା ଓ ରାୟଗଡ଼ା ଜିଲାର ତାରାଙ୍କ…
ବିଜୁଳି କାଟ୍: ଦୀପତଳ ଅନ୍ଧାର
ଭୁବନେଶ୍ବର, ୧୪ା୬(ସୁନୀତ୍ ମିଶ୍ର): ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୋଇଥାଏ। ହେଲେ ରାଜ୍ୟରେ ଦୀପତଳ ଅନ୍ଧାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ବିଜୁଳି କାଟ ନେଇ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ କିଛିଦିନ ହେଲା ବିଚିତ୍ର…
ନିର୍ବାଚନରେ କୁକି ଉଗ୍ରପନ୍ଥୀଙ୍କ ସହାୟତା ଚାହିଁଥିଲା ଭାଜପା
ନୂଆଦିଲ୍ଲୀ, ୧୪ା୬: ମଣିପୁର ନିର୍ବାଚନ ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଭାଜପା ନେତାମାନେ କୁକି ଉଗ୍ରପନ୍ଥୀଙ୍କ ସହାୟତା ଚାହିଁଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ମଙ୍ଗଳବାର କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି। ଉକ୍ତ ଅଭିଯୋଗ…
ପିଏସ୍ଜି ଛାଡ଼ିବେ ଏମ୍ବାପେ
ମାଞ୍ଚେଷ୍ଟର, ୧୪ା୬ (ପି.ଟି.): ଫ୍ରାନ୍ସର ଫୁଟବଲ୍ କ୍ଲବ୍ ପ୍ୟାରିସ୍ ସେଣ୍ଟ ଜର୍ମେନ(ପିଏସ୍ଜି)କୁ ଆଉ ଏକ ଝଟକା। ଷ୍ଟାର ଫୁଟବଲର କିଲିଆନ୍ ଏମ୍ବାପେ କ୍ଲବ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପିଏସଜି ସହିତ ଏମ୍ବାପେଙ୍କ ଯେଉଁ ଚୁକ୍ତି ରହିଥିଲା ତାହାକୁ…
ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ
ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସବ୍ଜୁନିୟର ପୁରୁଷ ୬୬ କେଜି ବିଭାଗରେ ଦୁଃଖୀରାମ…
ପଞ୍ଜାବ, ଦିଲ୍ଲୀର ବୃହତ୍ ବିଜୟ
ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଦଳ ୧୮-୦ ଗୋଲରେ ମିଜୋରାମ ଦଳକୁ ପରାସ୍ତ…
ଓସିଏଲ୍ ୨୦୨୩: ପୁମାସ୍, ଚିତାସ୍ ବିଜୟୀ
ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) ଓଡ଼ିଶା କ୍ରିକେଟ ଆସୋସିଏଶନ୍ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ ଲିଗ୍ (ଓସିଏଲ୍)୨୦୨୩ର ଦ୍ୱିତୀୟ ଦିନର ଖେଳରେ ବିଜୟୀ ହୋଇଛନ୍ତି ଓଡ଼ିଶା ପୁମାସ୍ ଓ ଓଡ଼ିଶା ଚିତାସ୍। ଉଭୟ ମ୍ୟାଚ୍ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ…
କଳିଙ୍ଗରେ ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ୍ସ
ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ହକି ବିଶ୍ୱକପ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ହେବାକୁ ଯାଉଛି ୬୨ତମ ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍। ଆଥଲେଟିକ୍ସ ଫେଡେରେଶନ ଅଫ୍…
ଅଧିକ ଦର୍ଶକଙ୍କ ଉପସ୍ଥିତି ଚାହାନ୍ତି ଛେତ୍ରୀ
ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଭାନୁଆଟୁ ବିପକ୍ଷ ମ୍ୟାଚକୁ ୧-୦ରେ ଜିତିବା ପରେ ଫ୍ୟାନଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ଏଠାରେ ଫ୍ୟାନ ମାନେ ବିପୁଳ ସଂଖ୍ୟାରେ…
କ୍ୱାର୍ଟର ଫାଇନାଲରେ ଓଡ଼ିଶା
(ତପନ ସ୍ବାଇଁ) ଭୁବନେଶ୍ୱର, ୧୪।୬: ଇଣ୍ଡିଆନ ରଗ୍ବୀ ଫୁଟବଲ ୟୁନିୟନ ଓ ରଗ୍ବୀ ଆସୋସିଏଶନ ଅଫ୍ ମହାରାଷ୍ଟ୍ରର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସର୍ବଭାରତୀୟ ଜୁନିୟର ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ପୁଣେଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ବାଳକ ଦଳ ପ୍ରଭାବୀ…
Archives


