Home Left

ମଣିପୁର, ୟୁପିରେ ୨ଜଣଙ୍କୁ ମୁଣ୍ଡକାଟି ହତ୍ୟା

ଇମ୍ଫାଲ/ଲକ୍ଷ୍ନୌ,୨୧ା୭: ଭାଜପା ଶାସିତ ମଣିପୁରରେ ୨ କୁକି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଦେଶବ୍ୟାପୀ ବିକ୍ଷୋଭ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପୁଣି ମଣିପୁରରେ…

ଧନ ଆସିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଭୁଲ, ହଜିଯିବ ସୁଖ-ଶାନ୍ତି

ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଟଙ୍କା ପାଇଥାଏ ସେ ନିଜର ଖରାପ ଦିନଗୁଡ଼ିକୁ ଭୁଲିଯାଏ। ଫଳରେ ଏପରି କିଛି ଭୁଲ କରନ୍ତି, ଯାହା ତାଙ୍କୁ ପୁନର୍ବାର ଦାରିଦ୍ର୍ୟ ଆଡକୁ ଟାଣି ନେଇଥାଏ। ସେଭଳି ଭୁଲ କରନ୍ତୁ ନାହିଁ। –…

ପଥର ଧସି ରାସ୍ତା ଅବରୋଧ

ଅଡ଼ବା,୨୧ା୭(ଇମ୍ରାନ୍‌ ଖାନ୍‌): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ହରଭଙ୍ଗି ଡ୍ୟାମ ନିକଟ ପାହାଡ଼ରୁ ସୋମବାର ପୂର୍ବାହ୍ନରେ ପଥର ଧସି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଉକ୍ତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଲାଗି ଡାକ୍ତରଖାନାରେ ଶଯ୍ୟା ବୁକ୍‌ କରୁଛନ୍ତି ପ୍ରଶଂସକ, ହୋଟେଲରେ ସ୍ଥାନ ମିଳୁନି

ଅହମ୍ମଦାବାଦ,୨୧।୭: ଭାରତରେ ଖେଳାଯିବ ବିଶ୍ୱକପ୍‌ ୨୦୨୩। ଅକ୍ଟୋବର ୧୫ରେ ଟିମ୍‌ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଲାଣି। ମ୍ୟାଚ୍‌କୁ ନେଇ ଅହମ୍ମଦାବାଦ ହୋଟେଲରେ କୌଣସି…

ଖରିଫ୍‌ ଧାନକିଣା ପଞ୍ଜୀକରଣ ଆରମ୍ଭ

ଭଦ୍ରକ,୨୧।୭(ସନାତନ ରାଉତ): ଭଦ୍ରକ ଜିଲାରେ ୨୦୨୩-୨୪ ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୬ ପଞ୍ଜୀକରଣର ଶେଷ ତାରିଖ ରଖାଯାଇଛି। ଜିଲାରେ ୯୭ଟି ପାକ୍ସ ଓ ୫୪ ମହିଳା ଗୋଷ୍ଠୀ ଜରିଆରେ…

ନୀଳଗିରି ବାଇପାସ୍‌ରୁ ଜବରଦଖଲ ଉଚ୍ଛେଦ

ନୀଳଗିରି,୨୧।୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଦେଇ ଯାଇଥିବା ଶେରଗଡ଼-ନୀଳଗିରି ଓ ଝରଣାଘାଟୀ ୧୯ନଂ. ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ବାଇପାସ୍‌ ପିଚୁ ରାସ୍ତାର (ତଳ ସଡ଼କ) ଉଭୟ ପାଶର୍‌ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…

ସାମ୍ନାକୁ ଆସିଲା ସୀମା-ସଚିନଙ୍କ ବିବାହର ଫଟୋ, ମଥାରେ ସିନ୍ଦୁର ଲଗାଇ…

ନୋଏଡା,୨୧।୭: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଲଗାତାର ଅନୁସନ୍ଧାନ ଜାରି ରହିଛି। ସୀମା ନେପାଳ ଦେଇ ପାକିସ୍ତାନରୁ ଆସି ଗ୍ରେଟର ନୋଏଡାରେ ପ୍ରେମିକ ସଚିନଙ୍କ ସହ ରହି ଆସୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ୟୁପି…

‘ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ର ଟ୍ରେଲର ରିଲିଜ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଛି,…

ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ

ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିବା ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ମଣିପୁରରେ ଆଦିବାସୀ…

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ…

ଭିଜିଲାନ୍ସ ଜାଲରେ ଆଇଆଇସି

ବୌଦ୍ଧ ୨୧।୭: ବୌଦ୍ଧ ଜିଲା ହରଭଙ୍ଗା ଥାନା ଆଇଆଇସି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ବେଆଇନ ବାଲି ବୋଝେଇ ଟ୍ରକ…

କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କର୍ନାଟକରୁ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri