Home Left

ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ୍‌,୧୫।୬(ପ୍ରେମାନନ୍ଦ ଖମାରୀ): ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା ବ୍ଲକ ଝର ପଞ୍ଚାୟତ ଅଞ୍ଚଳରେ…

ସୀମା ପ୍ରକଳ୍ପ ଲାଗି ଭାରତ-ବାଂଲାଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ, ୧୫ା୬: ଭାରତ-ବାଂଲାଦେଶ ସୀମାନ୍ତରେ ଉନ୍ନତି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ-ବାଂଲାଦେଶ ସୀମା ସୁରକ୍ଷା ମୁଖ୍ୟ ବୁଧବାର ୫ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆଗେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଦୁଇଦେଶର ଜନସାଧାରଣଙ୍କ…

ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା ଡାକ୍ତରଖାନାରେ…

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ ଘଟିଛି। ସେ ହେଲେ ସନ୍ତୋଷ କୁମାର ବେହେରା(୪୨)। ସନ୍ତୋଷ ୮ ବର୍ଷ ହେଲା ସୁରଟର…

ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠାତାଙ୍କ ନାଁ ହଟାଇବାକୁ କର୍ନାଟକ ସରକାରଙ୍କ ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ, ୧୫ା୬:କର୍ନାଟକରେ ସ୍କୁଲ୍‌ ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ନେଇ ବିବାଦ ଲାଗିରହିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍‌ଏସ୍‌)ର ପ୍ରତିଷ୍ଠାତା ବଳିରାମ ହେଡ୍‌ଗଓ୍ବୋରଙ୍କ ଉପରେ ବିଷୟ ହଟାଇବାକୁ ସିଦ୍ଧରମୟାଙ୍କ ନେତୃତ୍ୱ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର କର୍ନାଟକ ସରକାର ଉପରୋକ୍ତ ପ୍ରସଙ୍ଗକୁ ଅନୁମୋଦନ…

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ତେଜିଲା ଭାଜପା

ବଡବିଲ,୧୫।୦୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ପକ୍ଷରୁ ବଡବିଲ ସ୍ଥିତ ଟିପିଏନ୍‌ଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମଧ୍ୟ…

ଟେଲି ପରଦାକୁ କମ୍‌ବ୍ୟାକ କରିବେ ରେଖା!

ମୁମ୍ବାଇ: ଷ୍ଟାରପ୍ଲାସରେ ପ୍ରସାରିତ ଶୋ ‘ଗୁମ ହୈ କିସି କେ ପ୍ୟାର୍‌ ମେଁ’ ପ୍ରତ୍ୟେକ ପଢିର ପ୍ରିୟ ସିରିଏଲ । ଏହି ଶୋ ବର୍ତ୍ତମାନ ସମୟରେ ବହୁତ ପପୁଲାର ଏବଂ ଏହା ସହିତ ଜଡିତ ପ୍ରତ୍ୟେକ ଅପଡେଟ ଜାଣିବାକୁ ଦର୍ଶକମାନେ ବହୁତ…

ଆଦିଲଙ୍କଠାରୁ ଶୀଘ୍ର ଅଲଗା ହେବାକୁ ଚାହୁଁଛନ୍ତି ରାକ୍ଷି

ମୁମ୍ବାଇ: ଡ୍ରାମା କୁଇନ ଭାବେ ଫେମଶ ରାକ୍ଷି ସାଓ୍ବନ୍ତ କିଛି ନା କିଛି କାରଣ ପାଇଁ ଲାଇମଲାଇଟରେ ଛାଇ ହୋଇ ରହିଥାଆନ୍ତି। ନିକଟରେ ରାକ୍ଷି ପାପ୍ସଙ୍କ ସାମ୍ନାରେ କହିଥିଲେ କି ଲାଇଫରେ ପୁଣିଥରେ କେହି ନୂଆ ଅତିଥି ଏଣ୍ଟ୍ରି କରିଛନ୍ତି। ଅଭିନେତ୍ରୀ…

ସିଦ୍ଦାରାମାୟା କ୍ୟାବିନେଟର ବଡ ନିଷ୍ପତ୍ତି

ବେଙ୍ଗାଲୁରୁ,୧୫।୬: କର୍ନାଟକର ସିଦ୍ଦାରାମାୟା ସରକାର ଗୁରୁବାର କିଛି ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ମନ୍ତ୍ରିମଣ୍ଡଳ ବୈଠକରେ ଭାଜପା ଶାସନ କାଳରେ ଆସିଥିବା ଧର୍ମାତରଣ ରଦ୍ଦ ଆଇନ(ଆଣ୍ଟି କନଭରସେଶନ ଲ)କୁ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଏହାସହ କେବି ହେଡଗୋଓ୍ବାର ସହ ଜଡିତ…

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ ତେଜିଲା

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ଗୋଟିଏ ପଟେ ତାତି ଥମୁନି, ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍‌ କାଟ। ଏଭଳି ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ି ଚାଲିଛି। ଏନେଇ ଗୁରୁବାର ବରଗଡ଼ ଗାନ୍ଧିଛକରେ ଭାଜପା ଧାରଣା ଦେଇ ପ୍ରତିବାଦ…

ସୁପରହିଟ୍‌ ଲିଷ୍ଟରେ ନାହିଁ ଏହି ଅଭିନେତାଙ୍କ ନାମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ କରିଛି। ୧୯୧୩ରେ ଆସିଥିବା ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ଆରମ୍ଭ ବୋଲି ବିବେଚନା କରାଯାଏ। ବହୁବର୍ଷ ଧରି ଫିଲ୍ମର ରୂପ ଅନେକ ଥର ବଦଳିଛି, କିନ୍ତୁ ହିଟ୍‌ ଏବଂ ଫ୍ଲପ ଫିଲ୍ମର…

ବିହାରରେ ଭାଜପାର ଭବିଷ୍ୟତ କହିଲେ ପ୍ରଶାନ୍ତ କିଶୋର!

ପାଟନା,୧୫।୬: ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି, ବିହାରରେ ଏବେ ଭାଜପାର କିଛି ନାହିଁ। ଯେମିତି ପୋଖରିରେ ମାଛ ଖୋଜାଯାଏ ସେମିତି ଭାଜପା ଏବେ ଖୋଜୁଛି କିଏ ମିଳିଯିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri