Home Left

ଟମାଟୋ ପରେ ଏବେ ପିଆଜକୁ ନେଇ ଚିନ୍ତା: ଏକ ସପ୍ତାହରେ ଦ୍ୱିଗୁଣିତ ହେଲା ଦର, ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୩୦।୧୦: କିଛି ମାସ ଧରି ଟମାଟୋର ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ପିଆଜର ମୂଲ୍ୟ ମଧ୍ୟ ଚିନ୍ତା ବଢାଉଛି। ଗତ କିଛି ଦିନ ହେବ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ଏକ ସପ୍ତାହ ମଧ୍ୟରେ…

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି। କଂଗ୍ରେସ ପକ୍ଷରୁ…

୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ: ଶ୍ରମିକଙ୍କୁ ହତ୍ୟା

ପୁଲୱାମା,୩୦।୧୦: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପୁଲୱାମାର ନାଓପରା…

ଟମାଟୋ ସସ କେଚଅପ ଭିତରେ କ’ଣ ରହିଛି ପାର୍ଥକ୍ୟ

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ପିଲାମାନେ ପ୍ରାୟ ସବୁକିଛି ସହିତ ଟମାଟୋ ସସ କିମ୍ବା କେଚଅପ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ସମାନ କଥା କହିବା ପାଇଁ ‘ଟମାଟୋ ସସ’ ଏବଂ ‘ଟମାଟୋ କେଚପ’ ଶବ୍ଦ ଗ୍ରହଣ କରନ୍ତି,…

କ୍ରମାଗତ ୪ଟି ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ, ଜାଣନ୍ତୁ ଏହା କିପରି ସମ୍ଭବ

କ୍ରମାଗତ ୪ଟି ମ୍ୟାଚ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚିପାରେ ପାକିସ୍ତାନ, ଜାଣନ୍ତୁ ଏହା କିପରି ସମ୍ଭବ ନୂଆଦିଲ୍ଲୀ,୩୦।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଅତ୍ୟନ୍ତ ଖରାପ, କାରଣ ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ସେମାନଙ୍କ ଦଳ କିଛି…

ସାରା ଜୀବନ ମାଗଣାରେ ଫିଲ୍ମ ଦେଖିବାର ସୁଯୋଗ, ଦେବାକୁ ପଡିବ ମାତ୍ର…

ଲଣ୍ଡନ: କୁହାଯାଏ ଓଲ୍ଡ ଇଜ ଗୋଲ୍ଡ! ଅନେକ ଲୋକ ପୁରୁଣା ଜିନିଷ ରଖିବାକୁ ଭଲ ପାଆନ୍ତି ଏବଂ ଯେତେବେଳେ ସେମାନେ ବହୁ ବର୍ଷ ପରେ ବାହାରକୁ ଆସନ୍ତି, ଲୋକମାନେ ସେମାନଙ୍କୁ ଦେଖିବା ପରେ ନିରବ ରହିଥା’ନ୍ତି। କିନ୍ତୁ ଏଥର କଥାଟି କିଛି…

୨୦୨୪ରେ ନିର୍ବାଚନ ଲଢିବେ ସୁପରଷ୍ଟାର ପଓ୍ବନ ସିଂ!

ପାଟନା,୩୦।୧୦: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜର ରାଜନେଅତିକ ଭାଗିଦାରୀ ଖେଳୁଥିବା ଦେଖାଗଲାଣି। ବିହାରରେ ମଧ୍ୟ ରାଜନୈତିକ ଉଷ୍ମତା ଅଧିକ ହୋଇଛି। ଗ୍ରାଣ୍ଡ ଆଲାଏନ୍ସ ବା ମେଣ୍ଟ ସରକାର ଭାଜପାକୁ ଟାର୍ଗେଟ କରୁଥିବାବେଳେ ଭାଜପା ମଧ୍ୟ ଗ୍ରାଣ୍ଡ…

ଟିମ ଇଣ୍ଡିଆକୁ କେବେ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ନେଟ୍‌ରେ ଆରମ୍ଭ କଲେ ଅଭ୍ୟାସ

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି, କାରଣ ସେ ଭାରତର ବିଜୟରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ୩ ରୂପରେ ସର୍ବାଧିକ ଯୋଗଦାନ ଦେଇପାରିବେ। ଖେଳୁଥିବା ଏକାଦଶରେ ତାଙ୍କର ଉପସ୍ଥିତି ସହିତ ଦଳର ସନ୍ତୁଳନ ବହୁତ…

ନିର୍ବାଚନ ପ୍ରଚାର ସମୟରେ ବିଆରଏସ ଏମପିଙ୍କୁ ଆକ୍ରମଣ

ଅମରାବତୀ,୩୦।୧୦: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମେଡକର ଏମପି ତଥା ଦୁବାକ୍କାର ବିଆରଏସ ପ୍ରାର୍ଥୀ କୋଥା ପ୍ରଭାକର ରେଡ୍ଡୀ ସୋମବାର ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଦୌଲଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ…

ମରାଠା ସଂରକ୍ଷଣର ଆନ୍ଦୋଳନ କାରୀ ଜାଳିଦେଲେ ଏନସିପି ବିଧାୟକଙ୍କ ଘର

ମୁମ୍ବାଇ,୩୦।୧୦: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି। ଏଠାରେ ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି (ଜାତୀୟତାବାଦୀ କଂଗ୍ରେସ ପାର୍ଟି) ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ…

ଟସ୍‌ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି: ଶ୍ରୀଲଙ୍କାର ବ୍ୟାଟିଂ ଜାରି…

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପର ୩୦ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ…

୨ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୦ା୧୦: ଜମ୍ମୁ-କଶ୍ମୀରର ଯୁବ କ୍ରିକେଟର ବଂଶଜ ଶର୍ମାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁଇ ବର୍ଷ ପାଇଁ ବାସନ୍ଦ କରିଛି। ପୃଥକ ଜନ୍ମ ତାରିଖ ଥିବା ଏକାଧିକ ଜନ୍ମ ପ୍ରମାଣପତ୍ର ସେ ଦାଖଲ କରିଥିବା ଜଣାପଡିଛି। ବଂଶଜଙ୍କ ଜନ୍ମ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?