Home Left

‘ବାଘ ନୁହେଁ ଫିଶିଂକ୍ୟାଟ୍‌’

ଚାନ୍ଦବାଲି, ୨୫।୭ (ଅଶୋକ କୁମାର ପଣ୍ଡା)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜ ସମ୍ମୁଖ ପଡ଼ିଆରେ ଦୁଇଟି ଚିତାବାଘ ଥିବା ଖବର ସୋମବାର ପ୍ରଚାରିତ ହୋଇଥିଲା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବରପାଇ…

‘ଯବାନ’ରେ ବିଜୟଙ୍କ ଦମ୍‌ଦାର ଲୁକ୍‌, ପୋଷ୍ଟର ରିଲିଜ ପରେ ବଢ଼ିଲା ଉତ୍କଣ୍ଠା

ବମ୍ବେ: କିଙ୍ଗ ଖାଁ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’କୁ ନେଇ ବଢ଼ୁଛି ଉତ୍କଣ୍ଠା। ନିର୍ମାତାମାନେ ମଧ୍ୟ ପ୍ରଶଂସକଙ୍କ ଲାଗି ଫିଲ୍ମର ପୋଷ୍ଟରକୁ ରିଲିଜ କରୁଛନ୍ତି। ଏହି କ୍ରମରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥୀଙ୍କ ଲୁକ୍‌ ଶେୟାର କରାଯାଇଛି। ପୋଷ୍ଟରରେ ତାଙ୍କ…

ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ରାପଡ଼ା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ଟିଟୋ ହାଇକୋର୍ଟଙ୍କ ସର୍ତ୍ତ ଖିଲାପ କରିଥିବାରୁ…

ଏବେ ବି ୧୨ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୫ା୭(ଅନିଲଦାସ):ଲଘୁଚାପ ପରେ ଲଘୁଚାପ ହେଉଛି। ଚଳିତ ମାସରେ ୫ରୁ ଅଧିକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାତ୍ର ଆଶାନୁରୂପ ବର୍ଷା ହେଉନାହିଁ। ଜୁଲାଇ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଚାଷ କାମ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ତଳି ପକାଇ…

ଘରୋଇ କଳହ ଜୀବନ ନେଉଛି

ଭୁବନେଶ୍ୱର,୨୫ା୭(ସତ୍ୟଜିତ୍‌ ରାଉତ):ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ। ହେଲେ ଅନେକ ସମୟରେ ଭୁଲ୍‌ ବୁଝାମଣା ଓ ମତଭେଦ ଏବଂ ବିଭିନ୍ନ ସମସ୍ୟା ପାଇଁ ଏହି ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଛି। ପରବର୍ତ୍ତୀ ସମୟରେ ଏହା ବିପଦ ସୃଷ୍ଟି…

ସାଦ ଖାଇଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ତାଙ୍କ ସ୍ତ୍ରୀ ଭିନି ରମଣ ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲ ଏବଂ ଭିନି ୧୮ମାର୍ଚ୍ଚ ୨୦୨୨ ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ କରିଥିଲେ।…

ଦୋଷୀ ଜେଜେବାପାଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ 

ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ସୋମବାର ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁମିତା ଜେନା ମାମଲାର ବିଚାର କରି ଅଭିଯୁକ୍ତ  ଝାରପୋଖରିଆ ଥାନା…

ମେନ୍‌ସା ଆଇକ୍ୟୁର ସଦସ୍ୟ ହେଲେ ୧୧ ବର୍ଷୀୟ ଆଡ୍ରିଆନ୍‌

ଲଣ୍ଡନ: ଏପର୍ଯ୍ୟନ୍ତ ଆମେ ଜାଣିଛନ୍ତି କି ଆଲବର୍ଟ ଆଇନଷ୍ଟାଇନ୍‌ ଏବଂ ଷ୍ଟେପନ ହକିଂଙ୍କ ଆଇକ୍ୟୁ ସବୁଠୁ ଅଧିକ। ହେଲେ ନିକଟରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଆଇକ୍ୟୁ ଏହି ୨ ବୈଜ୍ଞାନିକଙ୍କଠାରୁ ଅଧିକ ବୋଲି ମେନ୍‌ସା ଆଇକ୍ୟୁ ଟେଷ୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ,…

କୋହଲିଙ୍କ ପ୍ରଶଂସାରେ ଶତମୁଖ ରୋହିତ ଶର୍ମା

ତ୍ରିନିଦାଦ,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ଡ୍ର’ରେ ଶେଷ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ଶେଷ ଦିନର ଖେଳ ଆରମ୍ଭ ହୋଇପାରି ନ ଥିଲା। ଏହି ସିରିଜ ଭାରତ ପାଇଁ…

କର୍ମନ କୌର ଥାଣ୍ଡିଙ୍କୁ ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୨୫ା୭: ଭାରତର କର୍ମନ କୌର ଥାଣ୍ଡି ଯୁକ୍ତରାଷ୍ଟ୍ର ଆମେରିକାରେ ଇଭାନ୍ସଭିଲେ ଇଭେଣ୍ଟ ଜିତିଛନ୍ତି। କର୍ମନ ୬୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଆଇଟିଏଫ୍‌ ଓମେନ୍ସ ଓ୍ବାଲର୍‌ଡ ଟୁର୍‌ ଫାଇନାଲରେ ୟୁକ୍ରେନ୍‌ର ୟୁଲିଆ ସ୍ତାରୋଦବ୍‌ସେଭାଙ୍କୁ ୭-୫, ୪-୬, ୬-୧ ସେଟ୍‌ରେ ହରାଇ…

୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି ଟଙ୍କା ସଂଗ୍ରହକରି ବିଶ୍ୱବ୍ୟାପୀ ମୋଟ ୨୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଉତ୍ତର ଆମେରିକାରେ…

‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜଣେ ଅସୁରକ୍ଷିତ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ସେଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri