Odisha Elections 2024
Posted inଖେଳ

ସଫଳତାର ରାଜ୍‌ ବଖାଣିଲେ ଶୁଭମନ ଗିଲ: ଡେଙ୍ଗୁ ଯୋଗୁ ୪ କିଲୋ ଓଜନ କମିଗଲା କିନ୍ତୁ…

ମୁମ୍ବାଇ,୩।୧୧: ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟିମ ଇଣ୍ଡିଆ ୩୦୨ ରନ ଜିତିଥିଲା। ଭାରତର ବ୍ୟାଟ୍ସମ୍ୟାନଙ୍କ ସହ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ ଇଣ୍ଡିଆ ଖେଳାଳି ଶୁଭମନ ଗିଲ ମ୍ୟାଚ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଟିମ ଇଣ୍ଡିଆର ବିଜୟ ପରେ ଶୁଭମନ କହିଛନ୍ତି, ମୁଁ ନର୍ଭସ ନୁହେଁ। ମୁଁ ନିଜ ହିସାବରେ ଅନୁଯାୟୀ ଆରମ୍ଭ କରେ, ଡେଙ୍ଗୁ ଯୋଗୁ ମୁଁ ୪ କିଲୋଗ୍ରାମ ଓଜନ ହ୍ରାସ କରିଛି। ମୁଁ ସମ୍ପୂର୍ଣ୍ଣ ଫିଟ ନାହିଁ। ତଥାପି ମୁଁ ଭଲ ଖେଳିବାକୁ ଚେଷ୍ଟା କରୁଛି। ମୁଁ ବୋଲରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲି।
ଶ୍ରୀଲଙ୍କା ବିପକ୍ଷରେ ଭାରତ ୮ ଉଇକେଟ ହରାଇ ୩୫୭ ରନ ସଂଗ୍ରହ କରିଛି। ଏହି ସମୟରେ ଶୁଭମନ ୯୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଶତକରୁ ବଞ୍ଚିତ ହୋଇଥିଲେ। ଶୁଭମନ ୯୨ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୨ ଛକା ମାରିଥିଲେ। ୯୪ ବଲରେ ବିରାଟ କୋହଲି ୮୮ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ...

ଦଳକୁ ଚାମ୍ପିୟନ୍‌ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍‌ ଆୟର

ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ...

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ...

ଇଣ୍ଡୋନେସିଆକୁ ହରାଇଲା ଭାରତ

ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍‌ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ...

ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ...

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ...

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ… 

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ...

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri