ଅନ୍ତରାଷ୍ଟ୍ରୀୟ ଆଦିବାସୀ ଦିବସରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ,୨୯।୭: ରାଜସ୍ଥାନରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପ୍ରତି ଅଞ୍ଚଳରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୨୦୨୩ ଅକ୍ଟୋବର ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଅନାହାରରେ ହେବେ ଶିକାର: ୟୁନିସେଫ୍
କାବୁଲ,୨୯।୭: ଆଫଗାନିସ୍ତାନ ଉପରେ ହୋଇଥିବା ଏକ ରିପୋର୍ଟରେ ୟୁନିସେଫ ଦାବି କରିଛି ଯେ, ଅକ୍ଟୋବର ୨୦୨୩ସୁଦ୍ଧା ୧୫ ମିଲିୟନରୁ ଅଧିକ ଲୋକ ଖାଦ୍ୟ ଏବଂ ପାନୀୟ ଉପରେ ନିର୍ଭରଶୀଳ ହେବେ। ରିପୋର୍ଟ ଅନୁଯାୟୀ, ୨୯.୨ ନିୟୁତ ଲୋକ ମାନବିକ ସହାୟତା ଆବଶ୍ୟକ…
ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା
ଟେନ୍ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା…
ଭ୍ୟାନ୍-କାର୍ ଧକ୍କା: ଶିଶୁ ସମେତ ୮ ମୃତ
ଇସଲାମାବାଦ,୨୯।୭: ଗିଲଗିଟ-ବାଲ୍ଟିସ୍ତାନର ଡାଇମର୍ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଏକ କାର୍ ସହ ଧକ୍କା ହେବାରୁ ଏକ ଶିଶୁ ସମେତ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ…
ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍
ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ ଚାଇନାର ଏକ ପ୍ରତିନିଧୀମଣ୍ଡଳ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ…
‘ପଶ୍ଚିମ ବଙ୍ଗ ସରକାରଙ୍କ ପାଖରେ ବୁଲଡୋଜର ଅଛି’, ହାଇକୋର୍ଟ ଜଜଙ୍କ ଯୋଗୀ ସରକାର ଟିପ୍ପଣିକୁ ନେଇ ଟିଏମସି କହିଲା ଫେମଶ ହେବାକୁ ଚାହୁଁଛନ୍ତି
କୋଲକାତା,୨୯।୭: ଉତ୍ତର ପ୍ରଦେଶର ବୁଲଡୋର ଚର୍ଚ୍ଚା ପାଖାପାଖି ୧୦୦୦ କିଲୋମିଟର ଦୂର କୋଲକାତାରେ ହେଉଛି। କୋଲକାତା ହାଇକୋର୍ଟରେ ବେଆଇନ ନିର୍ମାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ଟିଏମସିକୁ…
ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ
ପୋର୍ଟ ବ୍ଲେୟର,୨୯।୭: ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ରିପୋର୍ଟ କରିଛି ଯେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ ୬୯…
ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ
ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରାଯାଇଛି। ତାଙ୍କ ମୃତ ଦେହ ବୁଧବାର ଏକ ନାଳ ନିକଟରେ…
ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ
ନବରଙ୍ଗପୁର,୨୯।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ସମସ୍ୟା ଲାଗିରହିଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏପରି ଏକ ଘଟଣା ରାଇଘର ବ୍ଲକ କଚରପରା ଅଲେଖ ମହିମା ହାଇସ୍କୁଲରେ ଘଟିଛି।…
ଗୋପନୀୟ ଦସ୍ତାବିଜ ମାମଲାରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଅଧୀନରେ ଟ୍ରମ୍ପ ମାର୍-ଇ-ଲାଗୋ ମାମଲାରେ ଗୋପନୀୟ ଦଲିଲ ଦେଖିବାକୁ ଦାବି କରୁଛନ୍ତି। ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ…
ଗୁରୁଡ଼ାରୁ ପଞ୍ଜାବ ଯାତ୍ରା
କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍ ଫାଉଣ୍ଡେଶନ (ଟିଏସ୍ଏଫ୍) ଦ୍ୱାରା ପରିଚାଳିତ…
ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା
ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ବାସ୍ତୁକାର ଜଣଙ୍କ ଦୁବଇରେ କାମ କରନ୍ତି। ପୁରସ୍କାର ଘୋଷଣା ହେବା ପରେ ଏବେ ତାଙ୍କୁ…
Archives


