Home Left

ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ

ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର ସହ ବେଶ ଖୁସି ଅଛନ୍ତି। ଉଭୟଙ୍କ ଲଭଷ୍ଟୋରୀକୁ ଫିଲ୍ମରେ ଲୋକେ ଦେଖି ସାରିଥିଲେ ହେଁ…

ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍‌ଲକ୍‌, ଲୋକେ କହୁଛନ୍ତି…

ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ ଅଭିନେତା…

୨୦୨୪ ଟି -୨୦ ବିଶ୍ୱକପକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା, ଏହି ଦିନ ଆରମ୍ଭ ହେବ ମ୍ୟାଚ

ନୂଆଦିଲ୍ଲୀ,୨୯।୭: ଟି -୨୦ ବିଶ୍ୱକପ ୨୦୨୪ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ଜୁନରେ ଖେଳାଯାଇପାରେ। ଏହି ଟୁର୍ନାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଏହାପୂର୍ବରୁ…

ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ…

ବିଶ୍ୱକପ ପାଇଁ ଟିକେଟ୍‌ କିଣିବାକୁ କରିଛନ୍ତି କି ଅପେକ୍ଷା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ନୂଆଦିଲ୍ଲୀ,୨୯।୭: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ୫ ଅକ୍ଟୋବରରେ ଆରମ୍ଭ ହେବ। ଭାରତରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ ଦେଶର ୧୦ଟି ସହରରେ ଆୟୋଜିତ ହେବ। ତେବେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା…

ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…

ବମ୍ବେ: ଏକଦା ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ।  ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଥିଲେ ବେଶ ଚର୍ଚ୍ଚାରେ। ଫିଲ୍ମ ‘ବେତାବ’ରୁ…

ଅମରନାଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ, ୨୦ ଆହତ

ମୁମ୍ବାଇ,୨୯।୭: ମହାରାଷ୍ଟ୍ରର ବୁଲଡାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ଜଣ ଆହତ…

ଦାନାରୀଗୁଡ଼ା-ପୁକେର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼,୨୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଦାନାରୀଗୁଡାଠାରୁ ପୁକେର ଗାଁକୁ ଯୋଗାଯୋଗ ବିଛିନ୍ନ ହେଇଯାଇଛି। ଦାନାରୀଗୁଡାଠାରୁ ପୁକେର ଗାଁକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ଓ ଗାର୍ଡୱାଲ କାମ ନିମ୍ନମାନର ହୋଇଥିବାରୁ ନିର୍ମାଣର ଏକ ମାସ…

ଅଷ୍ଟ୍ରେଲିଆ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ନିଖୋଜ

ବ୍ରିସବେନ,୨୯।୭: ଅଷ୍ଟ୍ରେଲିଆରେ ସେନା ଅଭିଯାନ ସମୟରେ ଏକ ବଡ ଦୁର୍ଘଟଣା ହୋଇଛି। ଦେଶର ଉତ୍ତର-ପୂର୍ବ ଉପକୂଳ ନିକଟରେ ସମୁଦ୍ରରେ ହେଲିକପ୍ଟର ଖସି ପଡିବାରୁ ୪ ଅଷ୍ଟ୍ରେଲିଆ ସେନା ବିମାନର ପାଇଲଟ ନିଖୋଜ ହୋଇଯାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାଲର୍ସ ଏହି ସୂଚନା ଦେଇ…

ଲୁକ୍‌କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍‌ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ…

ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର

ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ…

ଫିକା ପଡିଲା ମାଓବାଦୀଙ୍କ ଶହୀଦ ସପ୍ତାହ

ଚିତ୍ରକୋଣ୍ଡା,୨୯।୭(କ୍ଷୀରୋଦ ବେହେରା): ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ଶହୀଦର ଆଖ୍ୟାଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତିସ୍ତମ୍ଭ ନିର୍ମାଣକରି ସ୍ମୃତି ସଭାର ଆୟୋଜନ କରାଯାଏ। ମାଓବାଦୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri