ବଢିବ ବିଜୁଳି ବିଲ୍: ଡିଇଆରସିର ନିଷ୍ପତ୍ତି ପରେ ବୟାନ ଜାରି କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ବଦ୍ୟୁତ ନିୟାମକ ଆୟୋଗ (ଡିଇଆରସି) ଦ୍ୱାରା ବିଦ୍ୟୁତ ହାର ବୃଦ୍ଧି ନେଇ ଦିଲ୍ଲୀ ସରକାରଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସରକାରଙ୍କ ଅନୁଯାୟୀ ଏହି ବୃଦ୍ଧି ଗ୍ରାହକଙ୍କୁ ସିଧାସଳଖ ପ୍ରଭାବିତ କରିବ ନାହିଁ। ଦିଲ୍ଲୀ ସରକାର କହିଛନ୍ତି ଯେ ବିଦ୍ୟୁତ…
ବଜାରରେ ପାଣି, ମୁଖ୍ୟରାସ୍ତାରେ ଦୋକାନୀ
ରାଉରକେଲା,୨୬।୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ମାତାପୂଜା ଦୈନିକ ବଜାରରେ ବର୍ଷା ପାଣି ଯୋଗୁ ବ୍ୟବସାୟୀମାନେ ମୁଖ୍ୟରାସ୍ତାରେ ବିକ୍ରିବଟା କରୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳରେ ଅସୁବିଧା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ରେଲଓ୍ବେ କଲୋନୀ ମାତାପୂଜା ଦୈନିକ ବଜାରର…
ପାଞ୍ଚ ଦିନିଆ ୟୁପି ଗସ୍ତରେ ଯିବେ ମୋହନ ଭାଗବତ
ନୂଆଦିଲ୍ଲୀ,୨୬।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଜୁଲାଇରେ ୫ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶରେ ରହିବେ। ରାଜଧାନୀ ଲକ୍ଷ୍ନୌରେ ଭାଗବତ ରହିବାର କାର୍ଯ୍ୟକ୍ରମ ରହିଛି। ଏହି…
ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଶ୍ରୀ ମୀନାଝୋଲା
ଚନ୍ଦ୍ରପୁର,୨୬।୬ (ବିଜୟ ପ୍ରସାଦ ଉଲାକା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍ର ହନୁମନ୍ତପୁର ପଞ୍ଚାୟତରେ ରହିଛି ବହୁ ପୁରାତନ ଶୈବପୀଠ ଶ୍ରୀ ମୀନାଝୋଲା। ୩ଟି ନଦୀର ସଙ୍ଗମସ୍ଥଳ ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ମଧ୍ୟ କୁହାଯାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ୩…
କାଦୁଅରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର
ନନ୍ଦପୁର, ୨୬ା୬(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁରର ପ୍ରସିଦ୍ଧ ତଥା ଐତିହାସିକ ଗଣେଷ ମନ୍ଦିର ଯିବାକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ମାଟିିରାସ୍ତା ହୋଇଥିବାରୁ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ମନ୍ଦିର ପାର୍ଶ୍ୱ୍ରେ…
ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀଙ୍କୁ ବିକୁଛନ୍ତି ଧାନ
କୋଟପାଡ଼,୨୬ା୬(କେ.ରାଜ ଶେଖର ରାଓ ):କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ରବି ଧାନମଣ୍ଡି ପ୍ରଶାସନ ପକ୍ଷରୁ ଚାଲିଛି। ତେବେ ଗତ କିଛି ଦିନ ଧରି ଟ୍ରକ ଟ୍ରକ ଧାନ ଆନ୍ଧ୍ର, ଛତିଶଗଡ଼ ଚାଲାଣ ହେବା ମଣ୍ଡି ପରିଚାଳନା ପ୍ରତି ସାଧାରଣରେ…
ବର୍ଷାରେ ଧୋଇଗଲା ରାସ୍ତାର ପିଚୁ
ଚନ୍ଦାହାଣ୍ଡି,୨୬।୬(ଦିଲ୍ଲୀପ ଦାସ): ଜନସାଧାରଣଙ୍କ ଗମନାଗମନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ତିଆରି କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ରାସ୍ତାରେ ପକା…
ଅସରାଏ ବର୍ଷାରେ ପଦାରେ ପଡ଼ିଲା ଅନିୟମିତତା
କାମାକ୍ଷାନଗର,୨୬।୬(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ବିଭିନ୍ନ କାଇଦା କରି ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇ ଦେଉଥିବା ନଜିର ରହିଛି। ତେବେ ରବିବାର ହୋଇଥିବା ମୌସୁମୀ ବର୍ଷାରେ ପଦାରେ…
ଏକ୍ସପ୍ରେସ ରହଣିକୁ ଅପେକ୍ଷା
ବଇଣ୍ଡା,୨୬।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବଇଣ୍ଡା ରେଳଷ୍ଟେଶନରେ ଏକ୍ସପ୍ରେସ୍ ରହଣିର ଅପେକ୍ଷା ଶେଷ ହେଉନାହିଁ। ଏହି ପଥ ଦେଇ ଯାଉଥିବା ୨୨ଟି ଟ୍ରେନ୍ ମଧ୍ୟରୁ ୧୪ଟି ଏକ୍ସପ୍ରେସ ଟ୍ରେନ୍ ଏଠାରେ ଅଟକୁନାହିଁ। ଜିଲା ଅର୍ଥନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ…
ତଳି ଅଞ୍ଚଳ ଜଳାର୍ଣ୍ଣବ
ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।…
ଭାସିଗଲା କାଠପୋଲ, ଦ୍ରୁମ ଧରାଶାୟୀ
କଣିହାଁ,୨୬।୬(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ଟୋଲକବେଡ଼ା ଗ୍ରାମ ଟିକିରା ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲର ଅର୍ଦ୍ଧାଧିକ ଅଂଶ ରବିବାର ଭାସିଯାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍ ନଦୀ ଫୁଲି ଉଠିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ…
ଧୋଇଗଲା ଆପ୍ରୋଚ୍ ରୋଡ୍
ପରଜଙ୍ଗ,୨୬।୬(ନିଗମାନନ୍ଦ ଦଳବେହେରା): ପ୍ରବଳ ବର୍ଷାରେ ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ନିର୍ମିତ ଆପ୍ରୋଚ୍ ରୋଡ୍ ଧୋଇଯାଇଛି। ଫଳରେ ପଣ୍ଡୁଆ-ଭାଲୁମୁଣ୍ଡାକୁ ଯାତାୟାତ ଠପ୍ ହୋଇଯାଇଛି। କାମାକ୍ଷାନଗର, ପରଜଙ୍ଗ ବ୍ଲକର ୧୦ ପଞ୍ଚାୟତର ଲୋକେ ଏହାଦ୍ୱାରା ଊଣାଅଧିକେ ପ୍ରଭାବିତ…
Archives


