ବନ୍ୟାଜଳରେ ଭାସି ଯାଇଥିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଆନନ୍ଦପୁର,୨ା୮(ସନ୍ତୋଷ ରାଉତ.): କେନ୍ଦୁଝର ଜିଲା ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାସିକତା ପାଇଁ ବୈତରଣୀ ବନ୍ୟାଜଳରେ ଭାସିଯାଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି। ବୁଧବାର ସକାଳେ ଫକୀରପୁରର ମହିଳା ଜଣଙ୍କ ଶୌଚ ହେବା ପାଇଁ ନଦୀ ନିକଟକୁ ଆସିଥିଲେ। ଏହି…
ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି, କାମ କରୁନି ନେଟ୍ଓ୍ବାର୍କ
ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ିରେ ଦୁଇ ଦିନ ହେଲା ବିଦ୍ୟୁତ୍ ସେବା ଅଚଳ ହେବା ସହ ମୋବାଇଲ ନେଟଓ୍ବାର୍କ ଫେଲ୍ ମାରିଛି। ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ…
ଲଗାଣ ବର୍ଷାରେ ଧସିଲା ଘର, ଚାପି ହୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ
ଭବାନୀପାଟଣା,୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ବୁଧବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଗୋଟିଏ ଘର ହଠାତ୍ ଧସିପଡ଼ିବାରୁ ପରିବାରର ୬ ଜଣ ସଦସ୍ୟ ତଳେ ଚାପିହୋଇ ଯାଇଥିଲେ।…
‘ଦିନ ମଜୁରିଆ ମହିଳାଙ୍କ ପିଲାଙ୍କ ପାଇଁ ଯତ୍ନ କେନ୍ଦ୍ର ଖୋଲ’
ଛତ୍ରପୁର,୨ା୮(ସନ୍ତୋଷ ପାଢ଼ୀ): ତିନି ଦିିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ। ବୁଧବାର ପ୍ରଥମ ଦିନରେ ଛତ୍ରପୁରରେ ପହଞ୍ଚିବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି…
ଗୋଟିଏ ଷ୍ଟ୍ରବେରୀର ଦାମ୍ ଜାଣିଲେ…
ଏମିତି କିଛି ଫଳ ଅଛି, ଯାହା ପ୍ରତ୍ୟେକ ଋତୁରେ ମହଙ୍ଗା ରହିଥାଏ। କିନ୍ତୁ ବେଳେବେଳେ କିଛି ଫଳର ଦାମ୍ ବୃଦ୍ଧି ଏବଂ ହ୍ରାସ ପାଇଥାଏ। ତଥାପି ଏମିତି ଏକ ଫଳ ଅଛି, ଯାହାର ମୂଲ୍ୟ ବିଶେଷତା ହେତୁ ହଜାରେ ଏବଂ ଲକ୍ଷକୁ…
ମାତ୍ର ୨ ସେକେଣ୍ଡ ମଧ୍ୟରେ ମୋ ମାଇକ୍ ବନ୍ଦ କରିଦିଆଯାଉଛି: ଖାର୍ଗେ
ନୂଆଦିଲ୍ଲୀ,୨।୮:ମଣିପୁର ହିଂସାକୁ ନେଇ ବିରୋଧୀ ଦଳ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍ କରୁଛନ୍ତି। ବୁଧବାର ବିରୋଧୀ ଏମ୍ପିଙ୍କ ଏକ ପ୍ରତିନିଧୀ ଦଳ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧୀ ଦଳରେ ବିଭିନ୍ନ ବିରୋଧୀ ଦଳର…
ସିଗାରେଟ୍ ଉପରେ ଲେଖାହେବ ଏହି ଖାସ୍ ମେସେଜ୍
ଓଟଓ୍ବା,୨।୮: ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଦିଗରେ କାନାଡା ସରକାର ଏକ ପଦକ୍ଷେପ ନେଇଛନ୍ତି। ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, ଦେଶରେ ବିକ୍ରି ହେଉଥିବା ପ୍ରତ୍ୟେକ ସିଗାରେଟ ଉପରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଚେତାବନୀ ଲେଖାଯିବ। ଯାହା ବର୍ତ୍ତମାନ…
ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ
ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ ଗ୍ରାମର…
କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାବାଘର ମୃତ୍ୟୁ
ଭୋପାଳ,୨।୮: ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ଆଉ ଏକ ଚିତା ବାଘ ତିବଲିଶର ମୃତ୍ୟୁ ହୋଇଛି। ଚିତାବାଘର ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ। ଗତ…
ରୋମାଣ୍ଟିକ ହେଲେ ପ୍ରିୟଙ୍କା
ବଲିଉଡ୍ ପରେ ହଲିଉଡ୍ରେ ପାଦ ଥାପିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଯେତେ ବ୍ୟସ୍ତ ଥାନ୍ତୁ ନା କାହିଁକି, ସେ ନିଜ ପରିବାର ପାଇଁ ସମୟ ବାହାର କରନ୍ତି। ନିକଟରେ ସେ ତାଙ୍କ ପରିବାର ସହିତ ଏକ ସମୁଦ୍ର କୂଳରେ ଛୁଟି କାଟୁଥିବା…
ଏହି କାରଣରୁ ଲୋକ ସଭା ବାଚସ୍ପତି ଚେୟାରରେ ବସିବେ ନାହିଁ ଓମ ବିର୍ଲା
ନୂଆଦିଲ୍ଲୀ,୨।୮: ଲୋକ ସଭାରେ ମଙ୍ଗଳବାର ଘଟିଥିବା ଏହି ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୁଷ୍ଟ ଅଛନ୍ତି। ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ଓମ ବିର୍ଲା ସଂସଦ ଗୃହରେ ଥାଇ ମଧ୍ୟ ଲୋକ ସଭା ବାଚସ୍ପତି ଚେୟାରରେ ବସିନାହାଁନ୍ତି। ଲୋକ ସଭା ବାଚସ୍ପତ…
ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ଗଞ୍ଜାମ,୨।୮(ବିଦ୍ୟାଧର ସାହୁ ) ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନିତ, ଦରମା ହାର ଲେବଲ ୫ର ୨୧ହଜାର ୭୦୦ରୁ ଲେବଲ ୯ର ୩୫ହଜାର ୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ବତନ୍ତ୍ର ପଦବୀରେ ଅବସ୍ଥାପିତ…
Archives


