Home Left

ଲିଡ ରୋଲ ନ ମିଳିବାରୁ ଦୁଃଖ ପ୍ରକାଶ କଲେ ନୋରା

ମୁମ୍ବାଇ: ନିଜର ସୁନ୍ଦର ଡ୍ୟାନ୍ସ ନମ୍ବର୍ସ ପାଇଁ ବେଶ ପରିଚିତ ନୋରା ଫତେହି ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ କିଛି ଫିଲ୍ମରେ କାମ ମିଳିଥିଲା ହେଲେ ତାଙ୍କର ସାକି-ସାକି ଦିଲବର, ଗର୍ମି ଭଳି…

ପାଇପଲାଇନ୍‌ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍‌ର ବିରୋଧ

ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍‌ ଲାଇନ୍‌ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ ୨୦୧୪…

ହାର୍ଟ ଇମୋଜି ମନା, ବ୍ୟବହାର କଲେ ହେବ ୨-୫ ବର୍ଷ ଜେଲ ଦଣ୍ଡ!

ରିୟାଦ,୪।୮: ଆଜିକାଲି ସୋସିଆଲ ମିଡିଆରେ ଲୋକେ ନିଜ ସାଙ୍ଗସାଥି ଓ ସମ୍ପର୍କିୟଙ୍କ ସହ କଥା ହେବା ସମୟରେ ଅଧିକାଂଶ ସମୟରେ ନିଜର ଭାବନା ବ୍ୟକ୍ତ କରିବାକୁ ଇମୋଜି ବ୍ୟବହାର କରି ଥାଆନ୍ତି। ଚାଟିଂ ସମୟରେ, ଇମୋଜି ମାଧ୍ୟମରେ ନିଜକୁ ପ୍ରକାଶ କରିବା…

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ସାମ୍ନାକୁ ଆସିଲା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୮: ‘ମୋଦି ଉପନାମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାଜପା ନେତା ପୂର୍ଣ୍ଣେଶ ମୋଦି କହିଛନ୍ତି ଯେଳ ସେ କୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛନ୍ତି…

ଘୃଣା ବିରୋଧରେ ପ୍ରେମର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତ ମିଳିଛି। ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସୁପ୍ରିମକୋର୍ଟ ‘ମୋଦୀ ଉପନାମ’ ମନ୍ତବ୍ୟ ଉପରେ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏହି ଆଦେଶ ପରେ କଂଗ୍ରେସ…

୭୦ ବର୍ଷିୟ ବୃଦ୍ଧଙ୍କ ପ୍ରେମରେ ଜ୍ୟାକି

ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ଜଣେ ୨୮ବର୍ଷର ଝିଅ ୭୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଲୋକମାନେ ଏହି ବିବାହ ବିଷୟରେ ଭିନ୍ନ କଥା କହୁଛନ୍ତି। କିଛି ବ୍ୟବହାରକାରୀ କୁହନ୍ତି ଯେ ଝିଅଟି ଟଙ୍କା…

ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ

ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…

ବେରୋଜଗାରୀକୁ ନେଇ ଭାଜପା ଉପରେ ବର୍ଷିଲେ ଖାର୍ଗେ, କହିଲେ ୫ ବର୍ଷରେ ସୃଷ୍ଟି ହୋଇଛି ମାତ୍ର ୧୨.୨ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ଶୁକ୍ରବାର ଦାବି କରିଛନ୍ତି। ଏଥି ସହ ଗରିବ ଏବଂ…

ଆଜି ବିଶେଷ ଢଙ୍ଗରେ ଗୁଗ୍‌ଲ-ଡୁଡ୍‌ଲ, ଜାଣନ୍ତୁ ଏହା ପଛର କାରଣ…

ଶୁକ୍ରବାର ଅର୍ଥାତ୍‌ ଅଗଷ୍ଟ ୪ରେ ‘ଗୁଗ୍‌ଲ ଡୁଡ୍‌ଲ’କୁ ଏକ ବିଶେଷ ଢଙ୍ଗରେ ଦେଖିବାକୁ ମିଳିଛି। କାରଣ ଆଜି ହେଉଛି ଗୁଗ୍‌ଲ ଆଇକନିକ୍‌ ଆମେରିକୀୟ ଡିଜାଇନର୍‌ ଆଲ୍ଟିନା ଟିନା ସିନାସିଙ୍କ ୧୧୬ତମ ଜନ୍ମଦିନ। ଆଲ୍ଟିନା ଟ୍ରେଣ୍ଡିଂ ‘କ୍ୟାଟ୍‌-ଆଇ’ ଚଷମା ଫ୍ରେମ୍‌ ଡିଜାଇନ ପାଇଁ…

ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ,୪।୮: ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ଅମୃତ ଉଦ୍ୟାନ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅମୃତ ଉଦ୍ୟାନ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଧରାପଡ଼ିଲେ ୩ ଅଭିଯୁକ୍ତ

ବ୍ରହ୍ମପୁର, ୪।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶୟ କ୍ରମେ ଏକ ଟିମ୍‌ ଶୁକ୍ରବାର ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। କାରରୁ ୨୧୦ କେଜି ଗଞ୍ଜେଇ ଜବତ ହୋଇଥିବା ବିଭାଗ…

ମୁଁ ରାଜନୈତିକ ନିର୍ଯାତନାର ଶିକାର: ଟ୍ରମ୍ପ

ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ହାରିବା ସତ୍ତ୍ୱେ କ୍ଷମତାରେ ରହିବାକୁ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୱାଶିଂଟନ ଡିସି କୋର୍ଟରେ ଏକ ଶୁଣାଣି ହୋଇଥିଛି। ଏହି ସମୟରେ ଟ୍ରମ୍ପ ନିଜକୁ ଭାରତୀୟ-ଆମେରିକୀୟ ବିଚାରପତିଙ୍କ ଆଗରେ ନିର୍ଦ୍ଦୋଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri