Home Left

କିଙ୍ଗ କୋହଲି, ହିଟମ୍ୟାନଙ୍କୁ ଖୁବ ପ୍ରଶଂସା କରି ଏମିତି କହିଲେ ଆଫ୍ରିକାନ ଖେଳାଳି

ନୂଆଦିଲ୍ଲୀ,୧୩।୧୧: ଭାରତରେ ବିଶ୍ୱକପ ୨୦୨୩ ଟୁର୍ନାମେଣ୍ଟ ଚାଲିଛି । ଏହି ସମୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୋଡି ଟିମ ଇଣ୍ଡିଆକୁ ଏକ ଶକ୍ତିଶାଳୀ ସ୍ଥିତିକୁ ଆଣିବା ପାଇଁ ବଡ ଭୂମିକା ଗ୍ରହଣ କରିଛି। ଯଦିଓ ଦଳର ସମସ୍ତ ଖେଳାଳି…

ଶେରଗଡ଼ ଥାନା ଅଧିକାରୀ ହତ୍ୟା ମାମଲା: ୧୫ରେ ଆସିବ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୩ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଗଞ୍ଜାମ ଜିଲା ଶେରଗଡ଼ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଜିଲା ଓ ଦୌରାଜଜ୍‌…

ମଣିପୁର ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ ଆକ୍ସନ

ନୂଆଦିଲ୍ଲୀ,୧୩।୧୧: ମଣିପୁରରେ ହୋଇଥିବା ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରଣାଳୟ ମୌତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କୁ ପାଞ୍ଚ ବର୍ଷ ପାଇଁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛି।…

ରେକର୍ଡ ଭାଙ୍ଗିଲେ ସଲମାନ, ପ୍ରଥମଦିନରୁ ହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ଦୀପାବଳିରେ ରିଲିଜ ହୋଇଛି। ଏହା ପ୍ରଥମ ଦିନରୁ ହିଁ ଜବରଦସ୍ତ ହୋଇଛି। ୨୦୨୩ ଇଦ୍‌ ସଲମାନଙ୍କ ପାଇଁ ଫିକା ପଡ଼ିଥିବା ବେଳେ ଦୀପାବଳିରେ ଧମାକା କରିଛନ୍ତି। କାରଣ…

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା: ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଲେ କର୍ମଚାରୀ

କୋରାପୁଟ,୧୩।୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁବନେଶ୍ୱରର ଅଭିରାମ କେୟାର ଟେକିଙ୍ଗ ଏବଂ ଏକ୍ସପର୍ଟ ଠିକାସଂସ୍ଥା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ, ସୁପରଭାଇଜର ଓ ଆଟେଣ୍ଡାଣ୍ଟ ନିଯୁକ୍ତ କାର୍ଯ୍ୟ କରୁଛନ୍ତି। ଏହି ଠିକାସଂସ୍ଥା ଏବେ ନୂତନ…

ଦେବଗୌଡାଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ବିଜୟେନ୍ଦ୍ର

ବେଙ୍ଗାଲୁରୁ,୧୩।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ର ନୂତନ ଭାବେ ନିଯୁକ୍ତ କର୍ନାଟକ ରାଜ୍ୟ ସଭାପତି ବିଓ୍ବାଇ ବିଜୟେନ୍ଦ୍ର ସୋମବାର ଜନତା ଦଳ ସେକ୍ୟୁଲାର (ଜେଡିଏସ) ପୃଷ୍ଠପୋଷକ ଏଚଡି ଦେବଗୌଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇଙ୍କୁ ଭେଟିଛନ୍ତି। ଏହି ସମୟରେ…

ଟ୍ରୋଲ ହେଲେ ହିନା

ମୁମ୍ବାଇ: ଗତକାଲି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥିଲା। ଏହାର କ୍ରେଜ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରେଟମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା…

କୁକୁର କାମୁଡ଼ାରେ ୩୩ ଆହତ

ଛତ୍ରପୁର,୧୩।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ପାଗଳ କୁକୁର କାମୁଡାରେ ୩୩ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଛତ୍ରପୁର ସହରର ଶାନ୍ତିନଗର ଅଞ୍ଚଳରେ ପାଗଳ କୁକୁରଙ୍କ କାମୁଡ଼ାରେ ୩୨ଜଣ ଗୁରୁତର…

ମହୁଆଙ୍କୁ ନୂଆ ଦାୟିତ୍ୱ ଦେଲେ ମମତା

କୋଲକାତା,୧୩।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ସେ ମହୁଆଙ୍କୁ କୃଷ୍ଣାନଗର ଜିଲାର ପ୍ରେସିଡେଣ୍ଟ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ମହୁଆ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି।…

ରେକର୍ଡ କଲେ ରବିନ୍ଦ୍ର

ବେଙ୍ଗାଲୁରୁ,୧୩।୧୧: ବିଶ୍ୱକପ ୨୦୨୩ ରେ ରବିବାର ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ଭାରତୀୟ ସ୍ପିନର ଭାବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଛନ୍ତି ଜାଡେଜା। ଏହି ରେକର୍ଡ ସୃଷ୍ଟି କରିବାକୁ ତାଙ୍କୁ ଦୁଇଟି ୱିକେଟ ଆବଶ୍ୟକ…

ବାଣ ନିଆଁରେ ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଆତଙ୍କ ଖେଳାଉଥିବା କୁମ୍ଭୀର

ରୂପସା,୧୩।୧୧( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସିଂଲା ଥାନା ଅଧୀନ ଡୁବୁଡୁବି ନଦୀ ମହାପଦା ପୋଲ ନିକଟରୁ ସୋମବାର ଏକ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି l ଅନ୍ୟପକ୍ଷେ ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?