ଅଙ୍କିତା-ଭିକିଙ୍କ ମଧ୍ୟରେ ଝଗଡା: ବିଗବସ୍‌ ସିଜିନ ୧୭ ପାଲଟିଲା ଦମ୍ପତିଙ୍କ ପାଇଁ ଯୁଦ୍ଧ କ୍ଷେତ୍ର…

ମୁମ୍ବାଇ : ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ’ଟାଇଗର ୩’ ଅଭିନେତା ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ‘ବିଗ ବସ ୧୭’ ଧୀରେ ଧୀରେ କିଛି ପ୍ରତିଯୋଗୀଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଶୋ’ରେ ଥିବା ଦମ୍ପତିମାନଙ୍କ ମଧ୍ୟରେ ଇଶା ମାଲବ୍ୟ ଏବଂ ସମରଥ ଜୁରେଲ, ଐଶ୍ୱର୍ଯ୍ୟା ଶର୍ମା ଏବଂ ନୀଲ ଭଟ୍ଟ, ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ। ବେଳେବେଳେ ଶୋ’ରେ ତିନି ଦମ୍ପତିଙ୍କ ମଧ୍ୟରେ ମତଭେଦ ଦେଖା ଦେଉଛି।

ଫଳରେ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନଙ୍କ ସମ୍ପର୍କକୁ ନେଇ ପ୍ରଶଂସକମାନେ ଆଶା ଆଶଙ୍କାରେ ଅଛନ୍ତି। ଟିଭି ଦୁନିଆର ସବୁଠାରୁ ଭଲ ଦମ୍ପତି ଭାବରେ ଜଣାଶୁଣା ଅଙ୍କିତା ଏବଂ ଭିକିଙ୍କ ପାଇଁ ବିଗ ବସ ଘର ଅଶୁଭ ବୋଲି ପ୍ରମାଣିତ ହୋଇଛି। ଉଭୟଙ୍କ ମଧ୍ୟରେ ଝଗଡା ଏତେ ବୃଦ୍ଧି ପାଇଛି ଯେ ପ୍ରଶଂସକମାନେ ଦାବି କରୁଛନ୍ତି ସେମାନଙ୍କ ସମ୍ପର୍କ ଆଉ ରହିବ ନାହିଁ। ଶୋ‘ ଆରମ୍ଭରୁ ଅଙ୍କିତା ଏବଂ ଭିକିଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଛି। ସତେ ଯେପରି ଦୁହେଁ କହିବାକୁ ଚାହୁଁଛନ୍ତି ଦୁହେଁ ବିବାହ କରିଥିବା ଭୁଲି ଯାଇଛନ୍ତି।

ଝଗଡା ଯୋଗୁ ଦୁହେଁ ସୋସିଆଲ ମିଡିଆରେ ଅଧିକ ଟ୍ରୋଲ ହେଉଛନ୍ତି। କିଛି ୟୁଜର ଅଙ୍କିତାଙ୍କୁ ଟ୍ରୋଲ କରୁଥିବାବେଳେ କେହି କେହି ତାଙ୍କ ସ୍ବାମୀ ଭିକିଙ୍କୁ ଟ୍ରୋଲ କରୁଛନ୍ତି। ୟୁଜରମାନେ କହିଛନ୍ତି ସେ ପ୍ରାୟତଃ ନିଜ ସ୍ତ୍ରୀଙ୍କୁ ଅପମାନ କରନ୍ତି। ଏହି ସମୟରେ, ’ୱିକେଣ୍ଡ କା ଭାର୍‌’ରେ ସଲମାନ ଖାନ ଭିକିଙ୍କୁ ତାଙ୍କ ଆଚରଣ ଏବଂ ସ୍ତ୍ରୀ ଅଙ୍କିତାଙ୍କ ପ୍ରତି ଖରାପ ବ୍ୟବହାର ପାଇଁ ସମାଲୋଚନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri