ବେବି ଗର୍ଲର ନାମ ରିଭିଲ କଲେ ରାମ ଚରଣ ଖୁସିରେ ଝିଅକୁ ଡାକିବେ କଲିନ କାରା
ମୁମ୍ବାଇ: ବଲିଉଡ ଅଭିନେତା ରାମ ଚରଣ ଓ ଉପାସନା ୨୦ ଜୁନରେ ପ୍ୟାରେଣ୍ଟସ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ପରେ ଉପାସନା ଏକ ବେବି ଗର୍ଲକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରି ରାମ ଚରଣ ଝିଅର ଜନ୍ମ…
ଭାଜପାକୁ ଟାର୍ଗେଟ କଲେ ସୁପ୍ରିୟା ସୁଲେ
ମୁମ୍ବାଇ,୩୦।୬: ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ପିତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସହ ଭାଜପା ବ୍ୟସ୍ତ ଅଛି। ୨୦୧୯ରେ ଏକ ସ୍ବଳ୍ପ ମିଆଦି ସରକାର ଗଠନକୁ ନେଇ ଦୁଇ ଦଳ ମଧ୍ୟରେ…
ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ, ୪ ଗିରଫ
ବ୍ରହ୍ମପୁର,୩୦।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଜପତିରୁ ହ୍ମପୁର ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ନିକଟରେ ଖବର ପହଞ୍ଚିଥିଲା। ଡେପୁଟି ସୁପରଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ୪ ଘଣ୍ଟାର ଅପରେଶନରେ ଉକ୍ତ ଟିମ…
ଆଉ ଶୁଣିବାକୁ ମିଳିବନି କଣ୍ଠ ଶିଳ୍ପୀ ସୁନାମ ସୁନାଙ୍କ ଗୀତ
ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତଥା କଳାହାଣ୍ଡିର କିଶୋର କୁମାର କୁହାଯାଉଥିବା ଲୋକପ୍ରିୟ ଗାୟକ ସୁନାମ ସୁନା (ମୁନା)ଙ୍କ ଶୁକ୍ରବାର ସକାଳରେ ରାୟପୁରସ୍ଥିତ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ତାଙ୍କ ବିୟୋଗ ଖବର ଶୁଣି କଳାହାଣ୍ଡି…
ଏଏପିର ବଡ ଘୋଷଣା, ଜୁଲାଇ ୩ରେ ପାର୍ଟି ମୁଖ୍ୟାଳୟରେ ଅଧ୍ୟାଦେଶର କପି ଜାଳିବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
ନୂଆଦିଲ୍ଲୀ,୩୦।୬: ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢି ଚାଲିଥିବା ଆମ ଆଦମୀ ପାର୍ଟି (ଏଏପି) ଶୁକ୍ରବାର ଏକ ବଡ ଘୋଷଣା କରିଛି। ଏଏପିର ମୁଖ୍ୟ ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କି ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ…
୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ ଜିଆର୍ଏସ୍ ନେଇଥିଲେ ଲାଞ୍ଚ: ଏବେ ଟଙ୍କା ମାଗିବାରୁ ପଥର ଫୋପାଡି ମାରିଲେ
ଚାନ୍ଦବାଲି,୩୦।୦୬(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଦୋସିଙ୍ଗା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍ ପ୍ରଧାନମନ୍ତ୍ରୀ ଆବାସ କରେଇ ଦେବା ପାଇଁ ଉକ୍ତ ପଞ୍ଚାୟତର ରାଜୁ ଜେନାଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିଲେ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜୁଙ୍କୁ…
ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଲାଗି କୃତି ଚୟନ
ଛତ୍ରପୁର, ୩୦।୬(ସନ୍ତୋଷ ପାଢ଼ୀ ): ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସନକ୍ଷତ୍ର ଦିବସ ଅନୁଷ୍ଠିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ…
ଗେହଲଟ ସରକାର ଭ୍ରଷ୍ଟାଚାରରେ ନମ୍ବର ଓ୍ବାନ: ଶାହା
ଜୟପୁର,୩୦।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜସ୍ଥାନର ଉଦୟପୁର ଗସ୍ତରେ ଅଛନ୍ତି। ସହରର ଚେତକ ସର୍କଲରେ ଅବସ୍ଥିତ ଗାନ୍ଧୀ ଗ୍ରାଉଣ୍ଡରେ ଶାହା ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଏହି…
ସମିତି ସଭ୍ୟାସଭ୍ୟ ମହାସଙ୍ଘର ଜିଲା ସ୍ତରୀୟ ବୈଠକ
ଦାରିଙ୍ଗବାଡି,୩୦।୬(ଅରୁଣ ସାହୁ): କନ୍ଧମାଳ ଜିଲା ୧୨ଟି ବ୍ଲକର ପଞ୍ଚାୟତ ସମିତିର ସମିତି ସଭ୍ୟାସଭ୍ୟ ମହାସଙ୍ଘ ପକ୍ଷରୁ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ଜିଲାସଭାପତି ବୈଦ୍ୟନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ…
ୱେଷ୍ଟଇଣ୍ଡିଜରେ ପହଞ୍ଚିଲେ ଭାରତୀୟ ଦଳର ଖେଳାଳି, ସାଙ୍ଗରେ ନାହାନ୍ତି ରୋହିତ
ନୂଆଦିଲ୍ଲୀ,୩୦।୬: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳକୁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପଡିବ। ଖବର ଅନୁଯାୟୀ ଏହି ଯାତ୍ରା ପାଇଁ ଭାରତୀୟ ଦଳର କିଛି ଖେଳାଳି ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛନ୍ତି। କୌତୁହଳର ବିଷୟ, ଟିମ ଇଣ୍ଡିଆ…
ଅଗରକର ହୋଇପାରନ୍ତି ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଳୀ, ୩୦ା୬: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୂର୍ବରୁ ସେ ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍ ରହିଥିବା ବେଳେ ଗୁରୁବାର ଇସ୍ତଫା ପ୍ରଦାନ…
ଭାରତୀୟ ହକି ଦଳ ପାଇଁ କାର୍ଯ୍ୟ କରିବେ ଅପ୍ଟନ
ନୂଆଦିଲ୍ଲୀ, ୩୦ା୬ ଭାରତୀୟ କ୍ରିକେଟ ଟିମ୍ ପାଇଁ ମେଣ୍ଟାଲ କଣ୍ଡିଶନିଂ ଏକ୍ସପର୍ଟ ଭାବେ କାର୍ଯ୍ୟକରୁଥିବା ପ୍ୟାଡି ଅପ୍ଟନଙ୍କୁ ହକି ଇଣ୍ଡିଆ ଅନୁବନ୍ଧିତ କରିଛି। ଆଗାମ ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ ଗେମ୍ସ ଲାଗି ସେ ଜାତୀୟ ପୁରୁଷ ହକି ଦଳକୁ…
Archives


