Home Left

ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୧୧।୭: ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ରୋଗ ଦେଖାଯାଉଥିବା ଖବର ଆସୁଛି । ତେବେ…

ଉଦ୍ଧବଙ୍କୁ ଭାଜପା ନେତାଙ୍କ ଧମକ, ଯଦି ପୁଣି ଫଡନ୍‌ଭିସ-ଶାହାଙ୍କୁ ଅପମାନିତ କରାଯାଏ, ତେବେ…

ମୁମ୍ବାଇ,୧୧।୭: ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମିଳିଲା ଧମକ। ଭାଜପା ନେତା ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି, ଯଦି ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅପମାନ କରିବା ଜାରି ରଖନ୍ତି, ତେବେ…

ପାର୍କ ଭିତରେ ଥିବା ପୋଖରୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ

ବ୍ରହ୍ମପୁର,୧୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀ(ଜଳାଶ୍ରୟ)ରୁ ମଙ୍ଗଳବାର ୨ଟି ମୃତଦେହ ପୋଲିସ ଉଦ୍ଧାର କରିଛି। ସେମାନେ ଦୁଇ ଭାଇ ବୋଲି ପୋଲିସ କହିଛି। ମୃତକ ମାନେ ହେଲେ ବଡ଼ବଜାର ଗୌଡ଼ ସାହି…

ଦେଶର ରାଜନୀତି ଆଇପିଏଲ ଭଳି, କିଏ କେଉଁ ପ୍ରକାର ଖେଳୁଛି ଜଣାପଡୁନାହିଁ: ଉଦ୍ଧବ

ମୁମ୍ବାଇ, ୧୧।୭: ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ‘କଳଙ୍କ’ କହିବାକୁ ନେଇ ମହାରାଷ୍ଟ୍ରର ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ଦଳର କର୍ମୀମାନେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ…

ଛେଳି ଚୋରକୁ ଧରି ବହେ ଛେଚିଲେ ପରେ ଫାଣ୍ଡିରେ ଜିମା ଦେଲେ

ମୋରଡା,୧୧।୧୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଦିନକୁ ଦିନ ଛେଳି ଚୋରି ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ୨ ଜଣ ଚୋରଙ୍କୁ ଧରି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି…

ରାଷ୍ଟ୍ରୀୟ ମହାସଚିବ ହେବେ ସଚିନ ପାଇଲଟ

ଜୟପୁର,୧୧।୭: ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିବାଦ ଉପରେ ବିରାମ ଲଗାଇବା ପାଇଁ କଂଗ୍ରେସ ପ୍ରସ୍ତୁତ କରୁଛି। ଦଳ ହାଇକମାଣ୍ଡ ଏବେ ସଚିନ ପାଇଲଟଙ୍କୁ ନ୍ୟାଶନାଲ ଲିଡରସିପ୍‌ରେ ସକ୍ରିୟ…

କମେଡି ଭିଡ଼ିଓ ପଡ଼ିଲା ମହଙ୍ଗା : ପୋଲିସ କଲା ଗିରଫ…

ଦୁବାଇ,୧୧।୭ : ୟୁଏଇର ଜଣେ ବ୍ୟକ୍ତିଙ୍କ ପାଇଁ ଏକ କମେଡି ଭିଡିଓ ତିଆରି କରିବା ମହଙ୍ଗା ପଡ଼ିଛି। ଏମିରାଟ ସମାଜକୁ ଅପମାନିତ କରିଥିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ବାସ୍ତବରେ, ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ବ୍ୟକ୍ତି…

ଛାଡପତ୍ର ପରେ ପୁଣି ଏକାଠି ହେବାକୁ ମନ

ବମ୍ବେ: ଛାଡ଼ପତ୍ର ଉପରେ ମୋହର ବାଜିବାର ଏକ ସପ୍ତାହ ପରେ ପୁଣିଥରେ ସ୍ତ୍ରୀଙ୍କୁ ନିଜର କରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ। ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ତାଙ୍କର ବିବାହ ଅନେକ ମତାନ୍ତର…

ରାସ୍ତା ପାର୍ଶରୁ ମରମ ଚୋରି ଅଭିଯୋଗ

ଗଞ୍ଜାମ,୧୧।୭(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବଡ଼ବଜାର ବସା ସମୁଖ ରାସ୍ତା ପାର୍ଶରୁ ୩୦ ଟ୍ରିପରୁ ଉର୍ଦ୍ଧ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରେ ମରମ ଚୋରି ଅଭିଯୋଗ…

୨୭୬ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧୧।୭: ବଡ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଚାଲିଛ। ଆମାଜନ, ଗୁଗୁଲ, ଟୁଇଟର, ମେଟା ପରି କମ୍ପାନୀଗୁଡିକ ଗତ କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ତେବେ ଜାନୁୟାରୀରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଥିବା କମ୍ପାନୀ ପୁଣି…

୨ୟ ଦିନରେ ବେଗୁନିଆ ବନ୍ଦ:  ଆନ୍ଦୋଳନକାରୀ ପୋଲିସ ଧସ୍ତାଧସ୍ତି  

ଖୋର୍ଦ୍ଧା ଅଫିସ,୧୧।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆରେ ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ବନ୍ଦ ୨ୟ ଦିନରେ ପହଞ୍ଚିଛି । ରାସ୍ତା  ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅବରୋଧ ହଟାଇବାକୁ ନେଇ ଆନ୍ଦୋଳନକାରୀ ଓ ପୋଲିସ…

ବିଶ୍ୱର ଦ୍ୱିତୀୟ ବୃହତ ଖେଳ ପାଲଟିଲା ଆଇପିଏଲ୍‌ 

ନୂଆଦିଲ୍ଲୀ,୧୧।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏଣ୍ଟରପ୍ରାଇଜ୍‌ ମୂଲ୍ୟ ପ୍ରାୟ ୧.୩ ଲକ୍ଷ କୋଟି ହୋଇଛି। ଏଥିସହ ବ୍ରାଣ୍ଡ ମୂଲ୍ୟ ୨୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଇପିଏଲ୍‌ ଆମେରିକାର ଜାତୀୟ ଫୁଟବଲ୍‌ ଲିଗ୍‌(ଏନ୍‌ଏଫ୍‌ଏଲ୍‌) ପରେ ବିଶ୍ୱର ଦ୍ୱିତୀୟ ନଂ ଖେଳ ପାଲଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri