Home Left

ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଖର୍ଚ୍ଚ କରି ୨୦୯ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୮।୮: ୨୫ ବର୍ଷରୁ ଅଧିକ ସମୟ ଧରି ଗୁଜରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ୨୦୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସବିଶେଷ ତଥ୍ୟରେ…

କମିଗଲା ୯ କି.ମି. ରାସ୍ତା ନିର୍ମାଣ

ଯାଜପୁର,୧୮ା୮(ହର୍ଷବର୍ଦ୍ଧନ ବେହେରା): ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥ(ଏନଏଚ)ର ପରିକଳ୍ପନା କରାଯାଇଛି । ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା…

ନାଇଜେରିଆରେ ସଂଘର୍ଷ: ୩୬ ସୈନ୍ୟଙ୍କ ମୃତ୍ୟୁ

ଆବୁଜା,୧୮।୮:ନାଇଜେରିଆର ଉତ୍ତର ଅଞ୍ଚଳରେ ସଶସ୍ତ୍ର ଉଗ୍ରବାଦୀଙ୍କ ବିରୋଧରେ ଅପରେଶନ ବେଳେ ଆକ୍ରମଣ ଏବଂ ହେଲିକପ୍ଟର ଦୁର୍ଘଟଣାରେ ୩୬ ଜଣ ନାଇଜେରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ନାଇଜେରିଆ ସେନା କହିଛି ଯେ, ଉତ୍ତର ଅଞ୍ଚଳରେ ସଶସ୍ତ୍ର ଗ୍ୟାଙ୍ଗ ସହ ସଂଘର୍ଷ ବେଳେ ଉଗ୍ରବାଦୀମାନେ…

୧୦୧ କିଲୋ ଗଞ୍ଜେଇ ଜବତ

ନନ୍ଦପୁର,୧୭ା୮(ଶଙ୍କର ପୂଜାରୀ): ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖିଥିବା ଗଞ୍ଜେଇକୁ ଗୁରୁବାର ପାଡୁଆ ପୋଲିସ ଜବତ କରିଛି। ଏହାର ପରିମାଣ ୧୦୧ କେଜି। ତେବେ ୨ ଚାଲାଣକାରୀ ଖସି ପଳାଇଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା…

ଦୁଇ ମ୍ୟାଚ୍‌ର ଟିକେଟ ଶେଷ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ର ଟିକେଟ ବିକ୍ରି ଶେଷ ହୋଇଯାଇଛି। ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଆୟର୍ଲାଣ୍ଡ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚର ଟିକେଟ ବିକ୍ରି ଶେଷ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ମାଧପୁର,୧୭।୮(ମନୋଜ ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ଟୁସର ନିକଟରେ ଗୁରୁବାର ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାଇକ୍‌ ଆରୋହୀ ଜଣଙ୍କ ଟୁସରରୁ ବାରେଣି ଆସୁଥିବା ବେଳେ ବାଟରେ…

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ

କ୍ୱାଲାଲୁମ୍ପୁର,୧୭ା୮ ମାଲେସିଆର ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଗୁରୁବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଯାତ୍ରୀ ନିଆଁରେ ପୋଡି ପ୍ରାଣ ହରାଇଥିବା ବେଳେ ରାସ୍ତାରେ ଯାଉଥିବା ୨ ଗାଡ଼ି…

ନାବାଳକଙ୍କ ସହ ଧରାପଡ଼ିଲେ ୪ ମାଓବାଦୀ 

ମାଲକାନଗିର,୧୭ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତଓ୍ବୋଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ମାଓବାଦୀମାନେ ହେଲେ ବିଜାପୁର ଗ୍ରାମର ସୁବାସ କୁମାର କଡତି, ମନୋଜ…

ଗାଁ ସମସ୍ୟା ଜଣାଇଲେ କୁନି କଳାକାର

କୋରାପୁଟ,୧୭ା୮(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଖୁଣ ଅଭିନୟ ମାଧ୍ୟମରେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଜଣାଇଛନ୍ତି ଜଣେ…

ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ ବସୁନ୍ଧରା: ଅରୁଣ ସିଂ

ଜୟପୁର,୧୭ା୮: ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଭାଜପା ଦୁଇଟି ମୁଖ୍ୟ ନିର୍ବାଚନ କମିଟି ଗଠନ କରିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୌଣସି କମିଟିରେ ରଖାଯାଇ ନାହିଁ। କମିଟିରେ ବସୁନ୍ଧରାଙ୍କୁ ନିଆ ନ ଯିବା ନେଇ ପ୍ରଶ୍ନ ହେବାରୁ ସେ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: ବେକରେ ବନ୍ଧା ହୋଇଥିଲା ପଥର 

କୋଡିଙ୍ଗା,୧୭।୮(ସମରେନ୍ଦ୍ର ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ କୋଡିଙ୍ଗା ପୋଲିସ ଜବତ କରିଛି। ମୃତକ ହେଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଂଗ୍ରା ପଞ୍ଚାୟତ କନ୍ଧଗୁଡ଼ା…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ବୁଗୁଡ଼ା,୧୭ା୮(କାଳିଚରଣ ଦାଶ): ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ। ମୃତ ଚାଷୀ ହେଲେ ସାନୁଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri