Posted inଖେଳ

ଗୋଟିଏ ଓଭରରେ ୬ ଛକା, ୨୪ ବଲରେ ଶତକ, ୪୩ ବଲରେ କଲେ ୧୯୩ ରନ୍, ଜାଣନ୍ତୁ କିଏ ଏହି ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ , ୬ା୧୨: ଟି୧୦ ଲିଗରେ କାଟାଲୋନିଆ ଜାଗୁଆରର ଓପନିଂ ବ୍ୟାଟ୍ସମ୍ୟାନ୍ ହାମଜା ସଲିମ ଡାର ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୩ ବଲରେ ୧୯୩ ରନର ଇନିଂସ ଖେଳିଛନ୍ତି। ଇନିଂସ ଆରମ୍ଭରୁ ଓପନିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୟୁରୋପୀୟ କ୍ରିକେଟ୍ ସିରିଜର ୪୫ ତମ ମ୍ୟାଚରେ ସୋହଲ ହସପିଟାଲେଟଙ୍କ ଦଳ କୌଣସି ୱିକେଟ୍ ନେଇପାରି ନଥିଲେ।

କାଟାଲୋନିଆ ଦଳ ବିନା  ୱିକେଟ୍ରେ  ୨୫.୭୦ ରନ୍ ହାରରେ ୧୦ ଓଭରରେ ୨୫୭ ରନ୍ ସଂଗ୍ରହ କରିଥିଲେ। ସଲିମଙ୍କ ୧୯୩ ରନ୍ ବ୍ୟତୀତ ୟାସିଲ ଅଲି ୫୮ ରନ୍ କରିଥିଲେ। ୧୯ ବଲରେ ୟାସିର ଅପରାଜିତ ୫୮ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ତିନି ଚାରି ଏବଂ ସାତ ଛକା ଆସିଥିଲେ। ତାଙ୍କର ଷ୍ଟ୍ରାଇକ୍ ହାର ୩୦୫.୨୬ ଥିଲା। କାଟାଲୋନିଆ ପାଇଁ ହାମଜା ସଲିମ ଦାର ବୋଲିଂ କରି ତିନୋଟି ୱିକେଟ୍ ମଧ୍ୟ ନେଇଥିଲେ।

ସଲିମ ତାଙ୍କର ଏହି ଐତିହାସିକ ଇନିଂସରେ ୧୪ ଚୌକା ଓ ୨୨ ଛକା ମାରିଥିଲେ। ସେ ୪୪୮.୮୩ ଷ୍ଟ୍ରାଇକ୍ ହାରରେ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୨୪ ବଲରେ ଶତକ ପୂରଣ କରିଥିଲେ। ଏହି ଇନିଂସ ସମୟରେ ସେ ଗୋଟିଏ ଓଭରରେ ୬ ଟି ଛକା ମାରିବାର ସଫଳତା ମଧ୍ୟ ହାସଲ କରିଥିଲେ। କାଟାଲୋନିଆର ଇନିଂସର ନବମ ଓଭର ବୋଲିଂ କରିବାକୁ ଆସିଥିବା ମହମ୍ମଦ ୱାରିସଙ୍କ ଓଭରରେ ମୋଟ ୪୩ ରନ୍ ସ୍କୋର ସଂଗ୍ରହ ହୋଇଥିଲା। ଏହି ଓଭରରେ ସଲିମ କ୍ରମାଗତ ୬ ଟି ଛକା ମାରିଥିଲେ। ଏହି ନଅ-ବଲ୍ ଓଭରରେ ଦୁଇଟି ୱାଇଡ୍ ଏବଂ ଗୋଟିଏ ନୋ ବଲ ଥିଲା। ସଲିମ ଏହି ଓଭରରେ ଚାରିଟି ଛକା ମାରିଥିଲେ ଏବଂ ଏହା ପରେ ସେ ଲଗାତାର ୬ ଟି ଛକା ମାରିଥିଲେ।

ପ୍ରଥମେ ବ୍ୟାଟିଂ କରି କାଟାଲୋନିଆ ଦଳ  ୱିକେଟ୍ ହରାଇ ନିର୍ଦ୍ଦିଷ୍ଟ ୧୦ ଓଭରରେ ୨୫୭ ରନ୍ ସଂଗ୍ରହ କରିଥିଲା। ୨୫୮ ରନର ଲକ୍ଷ୍ୟକୁ ପିଛା କରି ସୋହଲ ହସ୍ପିଟାଲର ଦଳ ୮ ୱିକେଟ୍ ହରାଇ  ମାତ୍ର ୧୦୪ ରନ୍ ସ୍କୋର ମ୍ୟାଚକୁ ୧୫୩ ରନରେ ହାରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?