ଆଜି ଭାରତ-ଆୟାର୍ଲାଣ୍ଡ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ଡବ୍ଲିନ୍୍,୨୩।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଜସପ୍ରୀତ ବୁମ୍ରାଙ୍କ ଅଧିନାୟକତ୍ୱରେ ସିରିଜର ତୃତୀୟ ମ୍ୟାଚ ଜିତି ଟିମ ଇଣ୍ଡିଆ…
କୋହଲି ନିଜକୁ ଜଣେ ଶ୍ରେଷ୍ଠ ବୋଲର ବୋଲି ଭାବନ୍ତି: ଭୁବନେଶ୍ୱର କୁମାର…
କୋଲକାତା,୨୩।୮ : ଗତ ଦଶନ୍ଧି ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଛନ୍ତି। ସେ ବ୍ୟାଟିଂ ଏତେ ବଡ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ତାଙ୍କର ନିକଟତର ହେବା…
ବିରାଟଙ୍କୁ ବଳିର ଛେଳି କରନାହିଁ, ଶାସ୍ତ୍ରୀଙ୍କ ମନ୍ତବ୍ୟ ନେଇ ମଞ୍ଜେରକର ଦେଲେ ଜବାବ…
କୋଲକାତା,୨୩।୮ : ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୨ରେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳ ସମ୍ମୁଖରେ ଏକ ବଡ଼ ପ୍ରଶ୍ନ ଉଠିଛି ଏବଂ…
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ଖୋଲା ଏବଂ…
ଝାଡଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ
ରାଞ୍ଚି,୨୩।୮: ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ରାଜ୍ୟର ରାଜନୀତି ତୀବ୍ର ହୋଇଛି।…
ଆଣ୍ଟିଲିଆ ବୋମା ମାମଲା: ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୨୩।୮: ବ୍ୟବସାୟୀ ମାନସୁଖ ହିରେନଙ୍କ ହତ୍ୟା ଏବଂ ଆଣ୍ଟିଲିଆ ବୋମା ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ବୁଧବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ଘାଟିରେ ଓଲଟିଲା ବସ୍, ଅଳ୍ପକେ ବଞ୍ଚିଲେ ଯାତ୍ରୀ
ପଟ୍ଟାଙ୍ଗି,୨୩।୮(ଶରତ ଧଳ): ମଙ୍ଗବଳାର ବିଳମ୍ବିତ ରାତିରେ ଓଏସ୍ଆରଟିସି ବସ୍ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ଏଭଳି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଯୋଡିମାଦିଲି ଘାଟିରେ ଘଟିଛି…
ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ
ଫିରିଙ୍ଗିଆ,୨୩।୮(ବିକ୍ରମ ଦିଗାଲ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଅନେକ ଜାଗାରେ ରାସ୍ତା ନ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ…
ବଜରଙ୍ଗ ପୁନିଆ, ଦୀପକଙ୍କ ବିଦେଶୀ ପ୍ରଶିକ୍ଷଣକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୨୩।୮: କ୍ରୀଡା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ( ଏମ୍ଓସି) କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆଙ୍କ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିବା ଉପରେ ତାଙ୍କୁ ବିଶ୍ୱ ଚାମ୍ପିୟନଶିପର ଟ୍ରାଏଲରେ ଭାଗ ନ ନେବା ଏବଂ ଏସିଆନ ଗେମ୍ସ ପର୍ଯ୍ୟନ୍ତ…
ମଟନ ଦର ସହ ସମାନ ଫୁଟୁକୁଲି ଛତୁ, ଶ୍ରାବଣ କଢ଼
ଖଜୁରିପଡ଼ା,୨୩।୮(ବିଦୁର ବେହେରା): ବର୍ଷକୁ ବାର ମାସରେ ପ୍ରକୃତିଠାରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପାଉ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଛତୁ ବଣ ଜଙ୍ଗଲରୁ ମିଳେ। ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ। ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତ…
ମୌଳିକ ସୁବିଧାରୁ ବଞ୍ଚିତ ସିମନବାଡ଼ି ଛାତ୍ରୀଛାତ୍ର
ଦାରିଙ୍ଗବାଡି,୨୩।୮(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା କିଛିଦିନ ପରେ ଅଚଳ ହୋଇ…
ଗଞ୍ଜାମ ବାଲ୍ୟ ବିବାହମୁକ୍ତ ଘୋଷଣାରେ ସୀମିତ
ଛତ୍ରପୁର,୨୨ା୮(ସନ୍ତୋଷ ପାଢ଼ୀ): ୨୦୨୨ ଜାନୁୟାରୀ ୩ରୁ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଛି । ଜିଲାରେ ୩୩୦୯ ଗ୍ରାମ, ୨୮୦ଟି ସହରାଞ୍ଚଳ ୱାର୍ଡ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତତ୍କାଳୀନ ଗଞ୍ଜାମ…
Archives


